ନବୀନ ସରକାର ନମ୍ବର ୱାନ୍ ବୋଲି ଚାରିଆଡ଼େ ପ୍ରଚାର ହେଉଛି। ଏ ସ୍ଥିର ସରକାର ନିଜକୁ ଅପ୍ରତିଦ୍ୱନ୍ଦ୍ୱି ବୋଲି ପ୍ରତିପାଦିକ କରୁଛି। ଦୀର୍ଘ ୨ ଦଶନ୍ଧିରୁ ଅଧିକ କାଳ ଶାସନରେ ଥାଇ ଏ ସରକାର ଯଦି ପୋଲ ଖଣ୍ଡିଆ କରି ପାରିଲା ନାହିଁ ତେବେ ଜନତା ଏଠି କଣ କରିବେ?
Published: Pallipuspa Samal
Last updated: 18 August 2022, 12:34 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।