/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660644360.jpg)
କଟକ ଜିଲ୍ଲାର ବଡ଼ମ୍ବା ନିକଟସ୍ଥ ସିଂହନାଥ ପୀଠ ପାଣି ଘେରରେ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660644360.jpg)
1/5
କଟକ ଜିଲ୍ଲାର ବଡ଼ମ୍ବା ନିକଟସ୍ଥ ସିଂହନାଥ ପୀଠ ପାଣି ଘେରରେ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660644634.jpg)
2/5
ଆଠଗଡ଼ ପାଖ ନିଧିପୁର ଗଡ଼ାରେ ଏକ କାର୍ ପ୍ରବଳ ବନ୍ୟାରେ ଫସି ରହିଛି। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660644841.jpg)
3/5
ବନ୍ୟାର ତୃତୀୟ ଦିନରେ ବି କଟକ ଜିଲ୍ଲାର ମା’ ଭଟ୍ଟାରିକାଙ୍କ ମନ୍ଦିର ପାଣିରେ ବୁଡ଼ି ରହିଛି। ଠାକୁରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660645025.jpg)
4/5
ବନ୍ୟା ପାଇଁ ଭଜନ କୀର୍ତ୍ତନ ସବୁ ବନ୍ଦ। ମା’ ଭଟ୍ଟାରିକାଙ୍କ ମନ୍ଦିରର ଭଜନ ମଣ୍ଡପ ପାଣିରେ ବୁଡ଼ି ଯାଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660645445.jpg)
5/5
ସବୁଠି ଦେଶ ପ୍ରେମ...ବନ୍ୟା ଦାଉରୁ ମୁକୁଳିବାକୁ ଏଇ ଛାତ ଏବେ ଭରସା। ଆଉ ସେଇ ଭରସା ଭିତରେ ତ୍ରିରଙ୍ଗା ବି ଉଡୁଚି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)