• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Villagers Use Rickety Bamboo Bridge

bamboo bridge
ହେ ସରାକର, ଏ ବାଉଁଶ ପୋଲ କେଉଁ ଯୋଜନା ଭିତରେ ଆସୁଛି?

ନବୀନ ସରକାର ନମ୍ବର ୱାନ୍ ବୋଲି ଚାରିଆଡ଼େ ପ୍ରଚାର ହେଉଛି। ଏ ସ୍ଥିର ସରକାର ନିଜକୁ ଅପ୍ରତିଦ୍ୱନ୍ଦ୍ୱି ବୋଲି ପ୍ରତିପାଦିକ କରୁଛି। ଦୀର୍ଘ ୨ ଦଶନ୍ଧିରୁ ଅଧିକ କାଳ ଶାସନରେ ଥାଇ ଏ ସରକାର ଯଦି ପୋଲ ଖଣ୍ଡିଆ କରି ପାରିଲା ନାହିଁ ତେବେ ଜନତା ଏଠି କଣ କରିବେ?