ନଦୀ ବଢିରେ ଅଧା ଓଡିଶା ବୁଡି ଗଲାଣି। ଘରେ ଘରେ ପଶିଛି ପାଣି। ଆଉ ସେଇ ଗୋଳିଆ ବଢି ପାଣିରେ ରଣା , ବୋଡା, ନାଗ ପରି ଅନେକ ବିଷାକ୍ତ ସାପ । ପାଦ ପଡିଗଲେ ମୃତ୍ୟୁ ସୁନିଶ୍ଚିତ। ଏମିତି ଅସମୟରେ କେମିତି ସୁରକ୍ଷିତ ରହିବେ ଜାଣନ୍ତୁ
Published: Pallipuspa Samal
Last updated: 17 August 2022, 09:27 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।