କ୍ୟାନସର ରୋଗରେ ଭେଣ୍ଡିଆ ପୁଅ। ମାଆ କୋଳରେ କାନ୍ଦି କାନ୍ଦି କହୁଛି, ମାଆଲୋ ମତେ ଭଲ କରିଦେ। ଯେଉଁ ବୟସରେ ବାପା-ମାଆଙ୍କୁ ରୋଜଗାର କରି ଖାଇବାକୁ ଦେଉଥିଲା ସେହି ବୟସରେ ପୁଅ ପାଇଁ ସାହାଯ୍ୟ ମାଗୁଛନ୍ତି ପରିବାର
ଏମିତି କେମିତି ହେଲା? ହଠାତ୍ ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି !!
ଇକୋ ଟଏଲେଟ୍ ତ କଲେ, ହେଲେ ଆଜିଯାଏଁ ଖୋଲିଲେନି। ଭିତରେ ଅଛି କଣ?
ମହଙ୍ଗା ପଡିଲା ପ୍ରେମ ସଂପର୍କ। ଧୋକା ଖାଇବା ପରେ ବିଜେଡି ବିଧାୟକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ ପ୍ରେମିକା। ବାରମ୍ବାର ଦଉଡିବା ପରେ ବି ମାମଲା ରଖୁନଥିଲା ପୋଲିସ୍। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ମାମଲା ରଖିଲେ ଆଇଆଇସି। ପ୍ରେମିକାଙ୍କ ମାମଲାରେ ବନ୍ଧା ହେବେ କି ବିଧାୟକ?
ମୋ ବୋଉଲୋ....ଭାଇ ଏଇଟା କଣ ତୁମ ଜିମ୍ କି? ରାସ୍ତା ମଝିରେ ଏମିତି କିଆଁ ହେଉଛ? ଆଲୋ ଇଏ କଣ? ନାରଣ ତୁ ଦୂରେଇ ରହ, ନହେଲେ ଗଡିପଡିବୁ
ଚିକିତ୍ସା ହେବା ସମୟରେ ତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିଲା।
ମାଟିରେ ମିଶି ଇତିହାସ ପାଲଟିଵ ନୟାଗଡ଼ ଚିନିକଳ । ଏହା ଉପରେ ନିର୍ଭର କରିଥିଲା ହଜାର ହଜାର ଚାଷୀ ଏବେ ବେସାହାରା । ଅନେକ ଦାଦନ ଖଟିବାକୁ ଗଲେଣି । ଇତିହାସ ପାଲଟିବ ନୟାଗଡ ଚିନି କଳ
କୋଣାର୍କର ଏ କି ଅବସ୍ଥା। ଲୋକେ ତାକୁ ଧୋବାତୁଠ ଭାବିଦେଲେ । ମାଗଣା ବୁଲି ଗଲା ପରେ ଯାହା ହୁଏ । ଓଡିଶାର ଐତିହ ଉପରେ ଶୁଖୁଛି ଲୁଗା
ବସ୍ରେ ଯାଉଥିବା ମହିଳା ହଠାତ୍ ଅସୁସ୍ଥ ଅନୁଭବ କରିବା ବସ୍ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଏହାର କିଛି ସମୟ ପରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନକଲି ଡାକ୍ତର । ସନ୍ଦେହ କରି ଧରିଲେ ସିଡିଏମଓ । ବେକରେ ଷ୍ଟେଥ ପକାଇ ଲୋବର ରୁମ୍ ପାଖରେ ବୁଲୁଥିଲେ
ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଟିଭି କେୟାର୍ସ ପକ୍ଷରୁ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ। ଯୁବତୀଙ୍କୁ ସିଲେଇ-ଡିଜାଇନିଂ-ବ୍ୟୁଟିସିଆନ୍, ହୋମ୍ ନର୍ସିଂ ଓ ଡାଟା ଏଣ୍ଟ୍ରି ଭଳି ଧନ୍ଦାମୂଳକ ଶିକ୍ଷାର ମାଗଣା ଟ୍ରେନିଂ ଦିଆଯିବ।
ସାହିରେ ପୂର୍ବ ଶତ୍ରୁତା ନେଇ ଗତ ଦୁଇଦିନତଳେ ଜଣେ ଯୁବତୀଙ୍କୁ ବିଷ ପିଆଇଦେଇଥିବାର ପରିବାରଲୋକେ ଅଭିଯୋଗ କରୁଛନ୍ତି। ନ୍ୟାୟ ପାଇଁ ଛାତି ଫଟାଇ କାନ୍ଦୁଛି ମାଆ । ଏଦୃଶ୍ୟ ଦେଖିଲେ କାହା ଆଖିରେ ବି ଲୁହ ରହିବନି ।
ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।
ସୁନ୍ଦର ସୁନ୍ଦର ଡିଜାଇନର ହାର ପରି ଅନେକ ଅଳଙ୍କାର କିପରି ପ୍ରସ୍ତୁତ କରାଯାଏ ?
ଦିନେ ବସ୍ତାନୀ ନେଇ ପାଠ ପଢିବାକୁ ଆସିଥିଲେ।ସମୟ କ୍ରମେ ସେହି ସ୍କୁଲରେ ଦୀର୍ଘବର୍ଷ ଶିକ୍ଷାଦାନ ବି କଲେ।ଏବେ ଅବସର ସମୟରେ ସଭିଙ୍କୁ କନ୍ଦାଇ ଯାଉଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ।ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଆସିଛନ୍ତି।
ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ କରିଛନ୍ତି କିଚେନ୍ ଗର୍ଡେନ ଠାରୁ ଆରମ୍ଭ କରି ଅନେକ କିଛି... ଦେଖିଲେ ଆପଣଙ୍କ ଆଖି ଲାଖିଯିବ...
୧୪ ଫେବ୍ରୁଆରୀରୁ କଲେଜ ଆସିବାକୁ ହେଲେ ଗୋଟାଏ ବୟଫ୍ରେଣ୍ଡ୍ ଥିବା ନିହାତି ଦରକାର ! ଯାହାର ବୟଫ୍ରେଣ୍ଡ ନଥିବ
ସୀତାରମଣ ସବୁବେଳେ ନିଜ ଶାଢ଼ି ଓ ତାଙ୍କ ଲୁକ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।
ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍କୁ ଉପସ୍ଥାପନ ହୋଇଛି। କେତେକ ଜିନିଷ ଶସ୍ତା ହୋଇଛି ତ ପୁଣି କେତେକ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଏପର୍ଯ୍ୟନ୍ତ ଉପସ୍ଥାପିତ ହୋଇଥିବା ବଜେଟ୍ ସହିତ ଜଡିତ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ତଥ୍ୟଗୁଡିକ ଉପରେ ନଜର ପକେଇବା।
କରୋନାରେ ସ୍ୱାମୀ ଚାଲିଯିବା ପରେ ଅଳ୍ପ ବୟସରେ ଏକା ହୋଇଯାଇଥିଲେ ଲିଲି। ଉଚ୍ଛନ୍ନ ହୋଇଯାଇଥିଲା ତାଙ୍କ ଅଳ୍ପ ଦିନର ସଂସାର। ହେଲେ ତାଙ୍କର ଏହି ଦୁର୍ଦ୍ଦିନରେ, ଶାଶୂଘର ଲୋକ ଯାହା କଲେ, ତା ପାଇଁ ସେ ଆଜୀବନ ଋଣୀ ହେଇ ରହିବେ। ତାଙ୍କ ମଥାରେ ସିନ୍ଦୂର ଦେଇ, ପତ୍ନୀ ରୂପେ ଗ୍ରହଣ କରିଛନ୍ତି ତାଙ୍କ ଦିଅର। ଏହି ଭିଡିଓରେ ଦେଖନ୍ତୁ ତା ପରର ଦୃଶ୍ୟ।
ଆଉ କେବଳ ଜାଉ, ହାଲୁଆ କି କ୍ଷୀରିରେ ସୀମିତ ନାହିଁ.. ମାଣ୍ଡିଆ ମିଠା ଆଉ ଚକୋଲେଟ୍ ଥରେ ଖାଆନ୍ତୁ.. ଆପଣ ବି ମାଣ୍ଡିଆପ୍ରେମୀ ହୋଇଯିବେ.
ଏ ଯୁଗରେ ବି ବଞ୍ଚିଛି ଭାରତୀୟ ଗୁରୁକୂଳ ପରମ୍ପରା.. ଯେଉଁଠି ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା ଦିଆଯାଉଛି..
ପ୍ରଥମ ବଲରେ ପାରିଲେନି.. ଅଣ୍ଟାକୁ ସଳଖି ପରେ ନାଦି ଦେଇଗଲେ ଛକା..
ଫୁଲ କୋବି ପ୍ରିୟ ଖାଦ୍ୟପ୍ରେମୀ ଏ ପ୍ରକାର ଫୁଲକୋବି ଦେଖିଲେ ଖୁସି ହୋଇଯିବେ ନିଶ୍ଚୟ
ବଡି ବିଲ୍ଡିଂ ପ୍ରତିଯୋଗୀତାରେ ପାଇଛନ୍ତି ଅନେକ ସମ୍ମାନ ଓ ସ୍ୱିକୃତି ଏବେ ଆଗକୁ ବଢ଼ିବାକୁ ଲୋଡ଼ା ସରକାରୀ ସାହାଯ୍ୟ