କୋଣାର୍କର ଏ କି ଅବସ୍ଥା। ଲୋକେ ତାକୁ ଧୋବାତୁଠ ଭାବିଦେଲେ । ମାଗଣା ବୁଲି ଗଲା ପରେ ଯାହା ହୁଏ । ଓଡିଶାର ଐତିହ ଉପରେ ଶୁଖୁଛି ଲୁଗା
Published: Pallipuspa Samal
Last updated: 03 February 2023, 01:07 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।