କ୍ୟାନସର ରୋଗରେ ଭେଣ୍ଡିଆ ପୁଅ। ମାଆ କୋଳରେ କାନ୍ଦି କାନ୍ଦି କହୁଛି, ମାଆଲୋ ମତେ ଭଲ କରିଦେ। ଯେଉଁ ବୟସରେ ବାପା-ମାଆଙ୍କୁ ରୋଜଗାର କରି ଖାଇବାକୁ ଦେଉଥିଲା ସେହି ବୟସରେ ପୁଅ ପାଇଁ ସାହାଯ୍ୟ ମାଗୁଛନ୍ତି ପରିବାର
Published: Pallipuspa Samal
Last updated: 04 February 2023, 12:33 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।