• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Nikunja Bihari Dhal CEO
ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆ SRC ଭାବେ ଅତିରିକ୍ତ ଦାୟିତ୍ୱ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । ଓଡ଼ିଆ ଭାଷା, ସାହିତ୍ୟ, ବିଭଗର ACS ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

Sambalpur News
ବ୍ରାଣ୍ଡେଡ୍ ବଟଲରେ ଡୁପ୍ଲିକେଟ୍ ମାଲ୍; ସମ୍ବଲପୁରରେ ଜବତ ହେଲା ନକଲି ମଦ ଫ୍ୟାକ୍ଟ୍ରି

ରେଡ୍ ବେଳେ ଘଟଣାସ୍ଥଳରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୧୦ ହଜାର ଠିପି, ୪୫୨ ବୋତଲ, ୪୫୦ ଲିଟର ସ୍ପିରିଟ୍, ବ୍ଲେଣ୍ଡେଡ୍ ସ୍ପିରିଟ୍ ଭଳି ସାମଗ୍ରୀ ସହ ଗୋଟିଏ ପଂଚିଂ ମେସିନ୍ ଓ ଓଡ଼ିଶା ଅବକାରୀ ବିଭାଗର ଡୁପ୍ଲିକେଟ୍ ଆଡେସିଭ୍ ଲେବୁଲ ବି ଜବତ କରିଛି ।

Balangir News
ନକଲି ସାର୍ଟିଫିକେଟରେ ଅସଲି ଚାକିରି; ଧରାପଡ଼ିଲା ବଲାଙ୍ଗିର ଜିଲ୍ଲାର ୪ ପୋଷ୍ଟମାଷ୍ଟରଙ୍କ କେଳେଙ୍କାରୀ

ନକଲି ସାର୍ଟିଫିକେଟରେ ଅସଲି ଚାକିରୀ । ଡାକଘରେ ଡୁପ୍ଲିକେଟ୍ କର୍ମଚାରୀ । ଧରାପଡ଼ିଛନ୍ତି ଏକାଧିକ ୪୨୦ ପୋଷ୍ଟରମାଷ୍ଟର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପୋଷ୍ଟଅଫିସର ପୋଷ୍ଟ ମାଷ୍ଟର ହେଉଛନ୍ତି ଜଗନ୍ନାଥ ପୋଢ଼ । ସାମ୍ନାକୁ ଆସିଛି ବାବୁଙ୍କ ଜାଲିଆତି । ପାଟଣାଗଡ ମରୁଆଁ ପୋଷ୍ଟ ଅଫିସର ସହକାରୀ ପୋଷ୍ଟମାଷ୍ଟର କୋକିଳ ମେହେରଙ୍କ ବି ଦେଖାନାହିଁ ।

Mahula Cultivation
ମହୁଲ ଫୁଲର ବିକ୍ରି ପାଇଁ ଉପଯୁକ୍ତ ବଜାର ନଥିବାରୁ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ

ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏହି ସଂପ୍ରଦାୟର ଲୋକେ ଲାଗିପଡ଼ନ୍ତି ମହୁଲ ସଂଗ୍ରହରେ । ହାଡ ଭଙ୍ଗା ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍‍ ବ୍ୟବସ୍ଥା କରାଯାଉ ନଥିବାରୁ ଶୋଷଣର ଶିକାର ହେଉଥିବା ସବୁବେଳେ ଅଭିଯୋଗ ହେଉଛି..

Red Chili
ଲଙ୍କା କରିଛି ଲକ୍ଷପତି; ୫ ଏକର ଜମିରେ ଚାଲିଛି ନାଲି ଲଙ୍କା ଚାଷ

ଲଙ୍କା ଚାଷ କରି ଲକ୍ଷପତି । ଦୃଢ଼ ଇଛାଶକ୍ତି ବଳରେ ନିଜେ ଲକ୍ଷ ପତି ହେବା ସହ ଅନ୍ୟ ପରିବାରଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା..

Eco-warriors
ଗଛ ଦେହରେ ସାଲାଇନ୍, ପ୍ରଚଣ୍ଡ ଖରାରେ ହସୁଛି ଗଛ..

ଗଛକୁ ଜୀବନସହ ଜଳ ସଞ୍ଚୟର ନୂଆ ଉପାୟ ବାହାର କରିଦେଲେ ସବୁଜ ବାହିନୀ ...ଗଛରେ ଲାଗିଲା ସାଲାଇନ୍..

Quintals Of Dead Fish Found Floating In Ponds In Kendrapara
ପୋଖରୀରେ ବିଷ ପକାଇ ମାରିଦେଲେ ମାଛ !

ପୋଖରୀରେ ବିଷ ପକାଇ ମାରିଦେଲେ ମାଛ।  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ।

  • Friday, 24 March 2023
Western disturbance to cause moderate-to-heavy rainfall in Odisha from March 26
ଆସୁଛି ଆଉ ଏକ ପଶ୍ଚିମା ଝଡ଼ ! ୨୬ ତାରିଖରୁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା...

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି, ବର୍ଷା ଏବଂ ଝଡ଼ ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।

News Fuse
ହଇରେ ନାରଣ ଆଙ୍କର କ’ଣ ହେଲା ?

ପେଟି ଧରି ଇଏ କ’ଣ ଏମିତି ଧାଇଁଛନ୍ତି, ଆଙ୍କର କଣ ହେଲାକି ?

Agniveer
ନୌବାହିନୀରେ ସାମିଲ ହେବେ ପ୍ରଥମ ବ୍ୟାଚ୍ ଅଗ୍ନିବୀର

ଚିଲିକାର ଗଭୀର ଜଳରେ ନୀଳ ଢେଉ ଚିରି ଆଗକୁ ଯାଉଛନ୍ତି ଭାରତର ନୂଆ ସୁରକ୍ଷା କବଚ । ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଥିବା ପ୍ରଥମ  ବ୍ୟାଚ୍ ଅଗ୍ନିବୀର ।

Electricity Bill
ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ବଢ଼ିବନି ବିଦ୍ୟୁତ ଦର

ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ ବୋଲି ସୂଚନା ଦିଆଯାଇଛି ।

Babas video on the stove goes viral
Viral Video: ହୁ… ହୁ… ଜଳୁଛି ନିଆଁ, ଉପରେ ବସିଛନ୍ତି ବାବା, ଟାଣୁଛନ୍ତି ବିଡି

ସାମ୍ନାକୁ ଆସିଛି ଏକ ଚମତ୍କାର ଦୃଶ୍ୟ। ଚୁଲିରେ ନିଆଁ ହୁ… ହୁ… ହୋଇ ଜଳୁଛି। ଉପରେ ପଡିଛି ଲୁହା ପ୍ଲେଟ୍। ଏହା ଉପରେ ଆରାମରେ ବସିଛନ୍ତି ବାବା। ଲୋକେ ଆସୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ଆଶୀର୍ବାଦ ନେଉଛନ୍ତି।

Baba Bhenga
ଆସୁଛି ବଡ଼ ବିପଦ ! ଭାରତକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।

 sanitary pads
ଆମେ କପଡ଼ା ନୁହଁ.. ସାନିଟାରୀ ପ୍ୟାଡ୍ ପିନ୍ଧିବୁ

ମହିଳାଙ୍କ ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି.. ପିରିୟଡ ବେଳେ ଆଉ କପଡା ପିନ୍ଧିବୁନି କି କାହାକୁ ପିନ୍ଧିବାକୁ ଦେବୁନି.. ସେହି ଲକ୍ଷ୍ୟରେ ମହିଳାମାନେ ମିଶି ଗାଁ ମହିଳାଙ୍କ ଲାଗି ତିଆରି କରୁଛନ୍ତି ସାନିଟାରୀ ପ୍ୟାଡ୍..

Things made for men used by women today
ପୁରୁଷଙ୍କ ପୋଷାକ ଏବେ ମହିଳାଙ୍କ ହାତରେ; ଲେଗିଙ୍ଗ୍ ଠାରୁ କ୍ରପ୍ ଟପ୍

ଅନେକ ପୋଷାକ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ହୋଇଥାଏ। ଆପଣ ହୁଏତ ଗୋଟିଏ ଜିନିଷ ଜାଣି ନଥିବେ ଯେ କିଛି ଆଇଟମ୍ ପୁରୁଷଙ୍କ ପାଇଁ ତିଆରି କରାଯାଇଥିଲା, ଯାହାକୁ ଏବେ ମହିଳାମାନେ ହିଁ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା ସେହିସବୁ ପୋଷାକ କ’ଣ…

Flower Village
ଆସ ବୁଲିଯିବା ଫୁଲର ଗାଁ; ଫୁଲ ଦେଖିବା ତୋଳି ଆଣିବା

ଫୁଲର ବଗିଚା ଭିତରେ ରହିଛି ଦୁଇଟି ଗାଁ । ଏହି ଗାଁକୁ ଥରେ ଗଲେ ଆଉ ଥରେ ଯିହାକୁ ମନ କହିବ ନିଶ୍ଚିତ । ଆସନ୍ତୁ ବୁଲିଯିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ...

Unknown Animal
ପୁଣି ଡରାଇଲାଣି ଅଜଣା ଜନ୍ତୁ; ଅଧରାତିରେ ମେଣ୍ଢା ମାରି ଖାଉଛି

୨ ସପ୍ତାହ ମଧ୍ୟରେ ଗ୍ରାମର ୫ ଜଣ ଚାଷୀଙ୍କର ୩୬ ମେଣ୍ଢାକୁ ଖାଇଲା ଅଜଣା ଜନ୍ତୁ ।

  • Wednesday, 22 March 2023
  • Cattle
death ritual feast of a bull
ବୁଲା ଷଣ୍ଢର ମୃତ୍ୟୁ ପରେ ଦଶାହ ଭୋଜି ଦେଲେ ଲୋକେ

ବଦଳୁଥିବା ସମୟ ସହ ମଣିଷତ୍ୱ ବି ବଦଳୁଛି । ଯେଉଁଠି ରକ୍ତର ସମ୍ପର୍କ ଫିକା ପଡ଼ି ଯାଉଛି ସେହି ସମୟରେ ସମାଜକୁ ସ୍ନେହ ଶ୍ରଦ୍ଧା ଓ ଭାଇଚାରର ବାର୍ତ୍ତା ବାଣ୍ଟିବା ଭଳି ଏକ ଖବର ଆସିଛି ଭଦ୍ରକରୁ । ଏଠାରେ ଏକ ବୁଲା ଷଣ୍ଢର ମୃତ୍ୟୁ ଭୋଜିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା....

Another Jolt To  Actress Varsha Priyadarshini
ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଝଟ୍‌କା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଝଟ୍‌କା। ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

News Fuse
ଇଏ କଣ BDO ସାର୍ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି !

ଇଏ କଣ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି । କହିଲେଣି ମନାଅଛି ପ୍ଲିଜ ପ୍ଲିଜ୍ । ହେଲେ ସାମ୍ବାଦିକ ତ ତାଙ୍କ ପ୍ଲିଜକୁ ଖାତିର କରୁନାହାନ୍ତି... ଦେଖୁନ ତାଙ୍କ ପଛରେ ଗୋଡେଇଲେଣି...

Canal
ସରକାର ଶୁଣିଲେନି, ଦେଢ଼ କିଲୋମିଟରର କେନାଲ ତିଆରି କଲେ ଗାଁ ଲୋକେ

କାହାର ହାତରେ କୋଦାଳ ତ ଆଉ କାହାରି ହାତରେ ଶାବଳ । ଚାଲିଛି କେନାଲ ଖୋଳା କାମ ।

BMC to implement new pet animal guidelines in Bhubaneswar soon
ପୋଷା କୁକୁରଙ୍କୁ ନେଇ ଆସିବ ଆଇନ୍‌ !

ରାଜଧାନୀ ଭୁବନେଶ୍ୱରରେ ପୋଷା କୁକୁରଙ୍କୁ ନେଇ ଆସିବ ଆଇନ୍‌। ଏହାଛଡ଼ା ଭୁବନେଶ୍ୱରରେ ଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣକୁ ତ୍ୱରାନିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।

Road between Khandagiri, Udaygiri closed for vehicular movement
ଜରୁରୀ ସୂଚନା ! ଭୁବନେଶ୍ୱରର ଏଇ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ...

ଆପଣ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା ଦେଇ ଯାତାୟତ କରୁଛନ୍ତି କି ? ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ।

7 Odisha cities have air pollution at alarming level
ଓଡ଼ିଶାର ଏହି ୭ ସହରରେ ବାୟୁ ପ୍ରଦୂଷଣ ସାଂଘାତିକ

ରାଜ୍ୟର ୭ ସହରରେ ପ୍ରଦୂଷଣ ମାତ୍ରା ବିପଦଜନକ ସ୍ଥିତିରୋ ଏହାକୁ ଦୃଷ୍ଟିରେ ରଖି ଏହି ସହର ଗୁଡ଼ିକୁ ନନ୍ ଆଟେନ୍‌ମେଣ୍ଟ ସିଟି ଭାବେ ଚିହ୍ନଟ କରାଯାଇଛି।

Forest Fire
ନିଆଁ ଛାର୍‌ଖାର୍‌ କରିଦେଲା ହଜାର ହଜାର ହେକ୍ଟର ଜଙ୍ଗଲ

ଜଙ୍ଗଲ ନିଆଁକୁ ନେଇ ଟେନସନ୍‌ରେ ରାଜ୍ୟ ସରକାର ।