• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

New recruit jawans
ଜୟ ଯବାନ ନାରାରେ ପ୍ରକମ୍ପିତ ହେଲା ସାରା ଗାଁ

ସିଆରପିଏଫ୍‌ରେ ଯୋଗଦେଇ ଗାଁକୁ ଫେରିବା ପରେ ଦୁଇ ଓଡିଆ ପୁଅଙ୍କୁ ମିଳିଲା ଭବ୍ୟ ସମ୍ବର୍ଦ୍ଦନା । କାରଣ ଏବେ କେବଳ ସେ ଖାଲି ଫୋର୍ସକୁ ଯୋଗ ଦେଇନାହାନ୍ତି ବରଂ ଗାଁରେ ଥିବା ଅନ୍ୟ ମାନଙ୍କୁ ବି ପ୍ରେରଣା ଦେଇଛନ୍ତି ।

Odisha Assembly Winter Session From Today, Law & Order Situation To Take Centrestage
ଶୀତ ଅଧିବେଶ ହେବ ଗରମ : ଶାସକଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଶୀତ ଅଧିବେଶ ହେବ ଗରମ : ଶାସକଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ…

Saswat Mishra, IAS
IASଙ୍କ ଉପରେ କାମର ଚାପ ! ଏକାଧିକ ବିଭାଗର ଦାୟିତ୍ୱ ଯୋଗୁ ଭାରାକ୍ରାନ୍ତ !

ଏକାଧିକ ବିଭାଗର ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର।  

India Observes World AIDS Day 2021, Odisha’s Sudarsan Pattnaik Creates Sand Art On Puri Sea Beach
ବାଲୁକା କଳାରେ HIV ସଚେତନତା

ଏବେ ବି ବିଶ୍ୱରେ ୩ କୋଟି ୭୭ ଲକ୍ଷ ଲୋକ ଏଡସ୍ ସହ ସଂଗ୍ରାମ କରୁଛନ୍ତି.. କରୋନା ମହାମାରୀ ପରେ ଏଡସ୍ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି..

Cut-Off Odisha Village Gets Bridge After Two Children Seek PM Modi, CM Naveen\'s Help
ବଡ଼ ହାରିଗଲେ, କୁନି ଭାଇ-ଭଉଣୀ ପାରିଲେ

ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା

Cyclone Threat Grips Farmers In Odisha’s Mayurbhanj
ବାତ୍ୟା ଆସୁଛି, ତରତର ହୋଇ ଧାନ କାଟିନେଉଛନ୍ତି ଚାଷୀ

ବାତ୍ୟା ଆସୁଛି, ତରତର ହୋଇ ଧାନ କାଟିନେଉଛନ୍ତି ଚାଷୀ...ଦେଖନ୍ତୁ ଏହି ଭିଡ଼ିଓ…

special story
4 ଝିଅ ସାଙ୍ଗ ନୂଆପଡାକୁ ଦେବେ ନୂଆ ପରିଚୟ, ବିକଶିତ କରିବେ ଲୁକ୍କାୟିତ ପ୍ରତିଭା

ଚାରି ଝିଅ ସାଙ୍ଗ ଏବେ ଚର୍ଚ୍ଚାରେ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଗେଇ ଆସିଛନ୍ତି । ରଙ୍ଗ ଓ ତୂଳୀରେ ଖେଳାଉଛନ୍ତି ପିଲାଙ୍କୁ । ମନ ରଙ୍ଗୀନ ହେଉ ଓ ପରିବେଶ ବି ରଙ୍ଗୀନ ହେଉ, ଏହା ହିଁ ଲକ୍ଷ୍ୟ । କୁନି କୁନି ପିଲାଙ୍କୁ ଡ୍ରଇଂ, ପେଣ୍ଟିଂ, ପେପର ଆର୍ଟ ଓ କ୍ରାଫ୍ଟ ଆଦି ଶିଖାଉଛନ୍ତି ।

special story
ବିଧବା ମହିଳାଙ୍କ ଦୁଃଖ, ଭୁଲରେ କଟିଗଲା ଚାଉଳ

ସ୍ୱାମୀ ଓ ପୁଅ ମରିଯାଇଛନ୍ତି । ପର ଘରେ ଆଶ୍ରୟ ନେଇଛନ୍ତି ବିଧବା ମହିଳା । ଘର ବୋଲି କିଛି ନାହିଁ । କିଛି କାରଣ ନଥାଇ ଯୋଗାଣ ବିଭାଗ କାଟିଦେଲା ତାଙ୍କ ଚାଉଳ । ପ୍ରଶାସନ କହୁଛି, ଆମେ ଜାଣିନୁ । ଧନ୍ୟ ଏ ସରକାର ।

Newly-Recruited Jawans
ସେନାରେ ଚାକିରି ପାଇଲେ, ଗାଁରେ ପହଞ୍ଚିବା ପରେ ଦିଆଯାଉଛି ବିପୁଳ ସମ୍ବର୍ଦ୍ଧନା...

ଗାଁର ଏହି ଦୁଇଜଣ ଯୁବକ ସେନାରେ ପାଇଲେ ଚାକିରି। ଦେଶ ସେବାର ସୁଯୋଗ ମିଳିଥିବାରୁ ବିରାଟ ଶୋଭାଯାତ୍ରା ଓ ପଟିଆରରେ ଦିଆଗଲା ସମ୍ବର୍ଦ୍ଧନା...ଦେଖନ୍ତୁ ଏହି ଭିଡ଼ିଓ

Special Story
ଅସହ୍ୟ ଯନ୍ତ୍ରଣା ସହିନପାରି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ଯୁବକ, ତା ପରେ...

ଗାଁରେ ସେ ଅନୀଲ କପୁର ନାଁରେ ପରିଚିତ । କିନ୍ତୁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଗଲେ । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଭୀଷଣ ଯନ୍ତ୍ରଣା ହେବାରୁ ଇଚ୍ଛାମୃତ୍ୟୁ ପାଇଁ କଲେ ଆବେଦନ । ଖବର ପ୍ରସାରଣ ପରେ ଘରେ ପହଞ୍ଚି ପ୍ରଶାସନ ବଢାଇଲା ସହଯୋଗର ହାତ ।

news fuse
କ୍ୟାମେରା ଆଗକୁ ଆସିବା ପୂର୍ବରୁ ଭାଲୁ ଭାଇନାଙ୍କ ପ୍ରସ୍ତୁତି ଏମିତି

ଆଜିଠୁ ବିଧାନସଭା। କଂଗ୍ରେସର ଦବଙ୍ଗ ବିଧାୟକ ତାରାପ୍ରସାଦ ବିଧାୟକଙ୍କ ଷ୍ଟାଇଲ ଦେଖିଲେ ଆପଣଙ୍କର ଉଡିଯିବ ହୋସ୍। କ୍ୟାମେରା ଆଗକୁ ଆସିବା ପୂର୍ବରୁ ଏମିତି କଲେ ପ୍ରସ୍ତୁତି...

African sibling great performance on bollywood songs
ବଲିଉଡ୍ ପ୍ରେମରେ ଆଫ୍ରିକୀୟ ଭାଇ-ଭଉଣୀ; କରୁଛନ୍ତି ଧମାଲ

ବଲିଉଡ୍ ଗୀତରେ ପାଗଳ ହୋଇଛନ୍ତି ଆଫ୍ରିକାର ଏହି ଭାଇ-ଭଉଣୀ ଯୋଡି। ବଲିଉଡ ଗୀତରେ ଏମିତି ଅଭିନୟ କରୁଛନ୍ତି ଯେ ସବୁ ଭାରତୀୟ ଏବେ ସେମାନଙ୍କ ପ୍ରେମରେ।

Big Asteroid hit earth orbit on 11 december
ପୃଥିବୀ ଆଡକୁ ମାଡି ଆସୁଛି ମହାବିପଦ; ଆଉ ମାତ୍ର ଗୋଟିଏ ସପ୍ତାହ

ଆଉ ମାତ୍ର ଗୋଟିଏ ସପ୍ତାହ। ପୃଥିବୀ ପ୍ରତି ରହିଛି ବିପଦ। କ୍ଷୀପ୍ର ଗତିରେ ମାଡି ଆସୁଛି ବିରାଟକାୟ ଉଲକାପିଣ୍ଡ। ବଡ ପରିମାଣର ଧ୍ୱଂସ ହେବ ବୋଲି ରହିଛି ସୂଚନା।

  • Wednesday, 01 December 2021
  • Science
Oldman goes back to school to fulfill dream of reading
ସ୍କୁଲ୍ ଯାଉଛନ୍ତି ୮୧ ବର୍ଷୀୟ ଜେଜେବାପା

ଯେଉଁ ବୟସରେ ଲୋକେ ଶେଯ ଧରନ୍ତି ସେହି ବୟସରେ ଆରମ୍ଭ ହୋଇଛି ପାଠ ପଢା। ୮୧ ବର୍ଷରେ ବୃଦ୍ଧା ଯାଉଛନ୍ତି ସ୍କୁଲ୍। ମନଦେଇ ପଢୁଛନ୍ତି ପାଠ। ନିଜର ସ୍ୱପ୍ନ ପୂରଣ କରି ଦୁନିଆ ପାଇଁ ହୋଇଛନ୍ତି ପ୍ରେରଣାର ଉତ୍ସ।

AIDS
ବିଶ୍ୱ ଏଡ୍‌ସ ଦିବସ, ପାଳନ କରାଯାଏ କାହିଁକି ?

ଏଡ୍‌ସ ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଆସିଛି । କାହିଁକି ପାଳନ ହେଉଛି ବିଶ୍ୱ ଏଡ୍‌ସ୍ ଦିବସ । ପଢନ୍ତୁ, ଏଇ ରିପୋର୍ଟ ।

Farmer
ମାଳ ମାଳ ଯୋଜନା, ହେଲେ ଚାଷୀଙ୍କର ବଢ଼ୁନି ଆୟ ! କାଳିଆ-ବଳିଆ ନାଁକୁ ମାତ୍ର

ଚାଷ ଓ ଚାଷୀର ଉନ୍ନତି ଲାଗି କାଳିଆ ଓ ବଳିଆ ଭଳି ଖାଲି ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଉତ୍ପାଦନ ଓ ବିକ୍ରିବଟା ଲାଗି ଭିତ୍ତିଭୂମି ନିର୍ମାଣ, ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଚାଷୀ ଅନୁକୂଳ ନୀତିକୁ ଗୁରୁତ୍ୱ ଦେବା ଦରକାର ଜନମଙ୍ଗଳ ସରକାର ।

Sagar Kavach
ସମୁଦ୍ର ଦେଇ ଚାଲିଆସିବେ କି ଆତଙ୍କବାଦୀ?

ଜଳପଥ ଦେଇ ଅନୁପ୍ରବେଶ କରିବେ କି ଆତଙ୍କବାଦୀ? ଦେଖନ୍ତୁ କେମିତି ସମୁଦ୍ର ପଥରେ ଲଢେଇ କରୁଛନ୍ତି ସୁରକ୍ଷାକର୍ମୀ

Odisha Farmers
ମାଳ ମାଳ ଯୋଜନା, ଗଣ୍ଡା ଗଣ୍ଡା ପୁରସ୍କାର କିନ୍ତୁ ଚାଷୀର ବଦଳୁନି ଭାଗ୍ୟ

ମାଳ ମାଳ ଯୋଜନା, ଗଣ୍ଡା ଗଣ୍ଡା ପୁରସ୍କାର କିନ୍ତୁ ଚାଷୀର ବଦଳୁନି ଭାଗ୍ୟ....ରୋଜଗାର କମୁଛି ଚଷା ପୁଅର

newspaper hawkers
ଦୁର୍ଘଟଣାରେ ମୃତ୍ୟୁ ହେଲେ ହକର୍‌ଙ୍କୁ ମିଳିବ ୨ ଲକ୍ଷ ଟଙ୍କା

ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକର୍‌ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ।

Farmer Incomes In Odisha
ଚାଷୀଙ୍କ ଆୟ: ଓଡ଼ିଶା ତଳ ଆଡ଼ୁ ଦ୍ୱିତୀୟ

ଚାଷୀଙ୍କ ମାସିକ ଆୟରେ ସାରା ଦେଶରେ ଓଡ଼ିଶା ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଅଛି।  ଓଡ଼ିଶା ତଳକୁ କେବଳ ଝାଡ଼ଖଣ୍ଡ ରହିଛି।

Wife Continues Sit-In Protest Outside Husband’s House
‘ମୁଁ ଘରର ବୋହୂ ବାହାରେ ଶୋଉଛି, କୁକୁର ଆସି ପାଖରେ ଶୋଉଛି’

୯ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ସେ କହିଛନ୍ତି, ‘ଯେତେବେଳେ ସ୍ତ୍ରୀ ରାସ୍ତାରେ ଧୂଳିମାଟିରେ ଶୋଉଛି, ଏପରିକି କୁକୁର ଆସି ପାଖରେ ଶୋଉଛି, ତାଙ୍କୁ(ସ୍ୱାମୀ) କ’ଣ ଏସବୁ ଦେଖିକି ଦୟା ଲାଗୁନି ? ଏସବୁ ଦେଖି ବାହାର ଲୋକଙ୍କ ଆଖିରୁ ଲୁହ ଆସି ଯାଉଛି, ହେଲେ ତାଙ୍କ ଆଖିରୁ କ’ଣ ଲୁହ ଆସୁନି ?’

Lawyer's unique Constitution-themed wedding card goes viral, leaves netizens amused
ନିଆରା ବିବାହ କାର୍ଡ; କାର୍ଡରେ ଆଇନର ତର୍ଜମା କରିଛନ୍ତି ଓକିଲ ବର

ଦମ୍ପତିଙ୍କ ନିଆରା ବାହାଘର କାର୍ଡ । ଆସାମର ଜଣେ ଓକିଲ ନିଜ ବିବାହର ଏକ ନିଆରା କାର୍ଡ ଛପାଇଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଲୋକମାନେ କାର୍ଡକୁ ପଢିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ।

maklkangiri
ଖଚରରେ ବୁଲି ଉନ୍ନୟନ କାମର ତଦାରଖ କଲେ ସରକାରୀ ଅଧିକାରୀ

ଖଚରରେ ବୁଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସରକାରୀ ଅଧିକାରୀ। ଦୁର୍ଗମ ଅଞ୍ଚଳରେ ପାଦ ଚଲା ରାସ୍ତା ଥିବାରୁ ଖଚରରେ ଗଲେ ଅଧିକାରୀ

Cyclone Theart To Odisha - North Coastal State Sees Early Paddy Harvesting
ଧାନ କାଟିବାରେ ଚଳଚଞ୍ଚଳ ଚାଷୀ ଭାଇ

ବାତ୍ୟା ଭୟରେ ଚଳଚଞ୍ଚଳ ଚାଷୀଭାଇ । ଆଗନ୍ତୁକ ବର୍ଷାକୁ ନେଇ ଶୀଘ୍ର ଧାନ କାଟିଦେଉଛନ୍ତି ଚାଷୀ । ବାଲେଶ୍ୱରରୁ ଏ ସଂପର୍କରେ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବାଲେଶ୍ୱର ବ୍ୟୁରୋ ଚିପ୍ ରଶ୍ମୀ ରଞ୍ଜନ ଦାସ ।

Unknown Vehicle Hits Bike Killing 2 People In Kalahandi, Motorcycle Up In Flames
ଦୁର୍ଘଟଣାରେ ଜଳିଗଲା ବାଇକ ..୨ ମୃତ, ଜଣେ ଗୁରୁତର..

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଆରପିଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଅଜଣା ଗାଡି। ଧକ୍କା ପରେ ସଂପୂର୍ଣ୍ଣ ଜଳିଗଲା ବାଇକ୍ । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର ।