ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି। ଯାହାର ଫଟୋ କେହି ଉଠାନ୍ତିନି ତା' ଫଟୋ ରଞ୍ଜନ ଉଠାନ୍ତି। ଆଉ ସେ ଫଟୋକୁ ବନ୍ଧେଇ କରି ଫଟୋରେ ଥିବା ବ୍ୟକ୍ତିଙ୍କୁ ଦେଇ ଦିଅନ୍ତି। ଜୀବନରେ ଆଉ କଣ ଦରକାର କି? ଟିକିଏ ଖୁସି ତ... ଚାଲନ୍ତୁ ଭେଟିବା ଏହି ନିଆରା ମଣିଷଙ୍କୁ...
ବାତ୍ୟା ଭୟରେ ଚଳଚଞ୍ଚଳ ଚାଷୀଭାଇ । ଆଗନ୍ତୁକ ବର୍ଷାକୁ ନେଇ ଶୀଘ୍ର ଧାନ କାଟିଦେଉଛନ୍ତି ଚାଷୀ । ବାଲେଶ୍ୱରରୁ ଏ ସଂପର୍କରେ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବାଲେଶ୍ୱର ବ୍ୟୁରୋ ଚିପ୍ ରଶ୍ମୀ ରଞ୍ଜନ ଦାସ ।