ଏଡ୍ସ୍ ବ୍ୟାପିବାର ଅନେକ କାରଣ ରହିଛି । କ’ଣ ରହିଛି କାରଣ ନଜର ପକାନ୍ତୁ . .
ସାଧାରଣ ମଣିଷ ଲୋଭ ମୋହ ମାୟା ଭିତରେ ଛନ୍ଦି ହୋଇଥାଏ। କିନ୍ତୁ ଆଜି ବି ଅନେକ ମଣିଷ ଏହି ପୃଥିବୀର ଅଛନ୍ତି ସେମାନେ ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ । ସ୍ୱାଭିମାନ ଆଗରେ ସେମାନଙ୍କ ପାଇଁ ସୁନା ରୂପା ତୁଛ । ଏମିତି ଜଣେ ନିଆରା ମଣିଷ ହେଲେ ଅଟୋଚାଳକ ଶ୍ରବଣ କୁମାର ।
ଏଡ୍ସ୍ ଏପରି ଏକ ରୋଗ ଯାହା ମଣିଷକୁ ଜୀବିତ ଥିବାବେଳେ ମରିବାକୁ ବାଧ୍ୟ କରେ। ଆଜି ଏଡ୍ସ୍ ଦୁନିଆର ସବୁଠାରୁ ମାରାତ୍ମକ ରୋଗ ଭାବରେ ଉଭାହୋଇଛି। ଏହି ରୋଗର ସେଭଳି କୌଣସି ଦୃଢ ଉପଶମ ବାହାରି ନାହିଁ, କିନ୍ତୁ ଏହା ନୁହେଁ ଯେ ଏହି ରୋଗକୁ ଏଡାଇ ଦିଆଯାଇପାରିବ ନାହିଁ। ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ।
ଏଡ୍ସ୍ ପୀଡ଼ିତ ବ୍ୟକ୍ତି ମୃତ୍ୟୁରୁ ରକ୍ଷା ପାଇପାରିବେ କି ?
ବଡମାନେ ହାର ମାନିଥିଲେ ହେଲେ ସାନ ମାନେ କରି ଦେଖାଇଲେ । ଗାଁର ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଫଳରେ ସୀମା ବିବାଦ କାରଣରୁ ବର୍ଷ ବର୍ଷ ଧରି ପଡି ରହିଥିବା ପୋଲ ନିର୍ମାଣ ହୋଇପାରିଛି ।
ସିଆରପିଏଫ୍ରେ ଯୋଗଦେଇ ଗାଁକୁ ଫେରିବା ପରେ ଦୁଇ ଓଡିଆ ପୁଅଙ୍କୁ ମିଳିଲା ଭବ୍ୟ ସମ୍ବର୍ଦ୍ଦନା । କାରଣ ଏବେ କେବଳ ସେ ଖାଲି ଫୋର୍ସକୁ ଯୋଗ ଦେଇନାହାନ୍ତି ବରଂ ଗାଁରେ ଥିବା ଅନ୍ୟ ମାନଙ୍କୁ ବି ପ୍ରେରଣା ଦେଇଛନ୍ତି ।
ଶୀତ ଅଧିବେଶ ହେବ ଗରମ : ଶାସକଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ…
ଏକାଧିକ ବିଭାଗର ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର।
ଏବେ ବି ବିଶ୍ୱରେ ୩ କୋଟି ୭୭ ଲକ୍ଷ ଲୋକ ଏଡସ୍ ସହ ସଂଗ୍ରାମ କରୁଛନ୍ତି.. କରୋନା ମହାମାରୀ ପରେ ଏଡସ୍ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି..
ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା
ବାତ୍ୟା ଆସୁଛି, ତରତର ହୋଇ ଧାନ କାଟିନେଉଛନ୍ତି ଚାଷୀ...ଦେଖନ୍ତୁ ଏହି ଭିଡ଼ିଓ…
ଚାରି ଝିଅ ସାଙ୍ଗ ଏବେ ଚର୍ଚ୍ଚାରେ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଗେଇ ଆସିଛନ୍ତି । ରଙ୍ଗ ଓ ତୂଳୀରେ ଖେଳାଉଛନ୍ତି ପିଲାଙ୍କୁ । ମନ ରଙ୍ଗୀନ ହେଉ ଓ ପରିବେଶ ବି ରଙ୍ଗୀନ ହେଉ, ଏହା ହିଁ ଲକ୍ଷ୍ୟ । କୁନି କୁନି ପିଲାଙ୍କୁ ଡ୍ରଇଂ, ପେଣ୍ଟିଂ, ପେପର ଆର୍ଟ ଓ କ୍ରାଫ୍ଟ ଆଦି ଶିଖାଉଛନ୍ତି ।
ସ୍ୱାମୀ ଓ ପୁଅ ମରିଯାଇଛନ୍ତି । ପର ଘରେ ଆଶ୍ରୟ ନେଇଛନ୍ତି ବିଧବା ମହିଳା । ଘର ବୋଲି କିଛି ନାହିଁ । କିଛି କାରଣ ନଥାଇ ଯୋଗାଣ ବିଭାଗ କାଟିଦେଲା ତାଙ୍କ ଚାଉଳ । ପ୍ରଶାସନ କହୁଛି, ଆମେ ଜାଣିନୁ । ଧନ୍ୟ ଏ ସରକାର ।
ଗାଁର ଏହି ଦୁଇଜଣ ଯୁବକ ସେନାରେ ପାଇଲେ ଚାକିରି। ଦେଶ ସେବାର ସୁଯୋଗ ମିଳିଥିବାରୁ ବିରାଟ ଶୋଭାଯାତ୍ରା ଓ ପଟିଆରରେ ଦିଆଗଲା ସମ୍ବର୍ଦ୍ଧନା...ଦେଖନ୍ତୁ ଏହି ଭିଡ଼ିଓ
ଗାଁରେ ସେ ଅନୀଲ କପୁର ନାଁରେ ପରିଚିତ । କିନ୍ତୁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଗଲେ । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଭୀଷଣ ଯନ୍ତ୍ରଣା ହେବାରୁ ଇଚ୍ଛାମୃତ୍ୟୁ ପାଇଁ କଲେ ଆବେଦନ । ଖବର ପ୍ରସାରଣ ପରେ ଘରେ ପହଞ୍ଚି ପ୍ରଶାସନ ବଢାଇଲା ସହଯୋଗର ହାତ ।
ଆଜିଠୁ ବିଧାନସଭା। କଂଗ୍ରେସର ଦବଙ୍ଗ ବିଧାୟକ ତାରାପ୍ରସାଦ ବିଧାୟକଙ୍କ ଷ୍ଟାଇଲ ଦେଖିଲେ ଆପଣଙ୍କର ଉଡିଯିବ ହୋସ୍। କ୍ୟାମେରା ଆଗକୁ ଆସିବା ପୂର୍ବରୁ ଏମିତି କଲେ ପ୍ରସ୍ତୁତି...
ବଲିଉଡ୍ ଗୀତରେ ପାଗଳ ହୋଇଛନ୍ତି ଆଫ୍ରିକାର ଏହି ଭାଇ-ଭଉଣୀ ଯୋଡି। ବଲିଉଡ ଗୀତରେ ଏମିତି ଅଭିନୟ କରୁଛନ୍ତି ଯେ ସବୁ ଭାରତୀୟ ଏବେ ସେମାନଙ୍କ ପ୍ରେମରେ।
ଆଉ ମାତ୍ର ଗୋଟିଏ ସପ୍ତାହ। ପୃଥିବୀ ପ୍ରତି ରହିଛି ବିପଦ। କ୍ଷୀପ୍ର ଗତିରେ ମାଡି ଆସୁଛି ବିରାଟକାୟ ଉଲକାପିଣ୍ଡ। ବଡ ପରିମାଣର ଧ୍ୱଂସ ହେବ ବୋଲି ରହିଛି ସୂଚନା।
ଯେଉଁ ବୟସରେ ଲୋକେ ଶେଯ ଧରନ୍ତି ସେହି ବୟସରେ ଆରମ୍ଭ ହୋଇଛି ପାଠ ପଢା। ୮୧ ବର୍ଷରେ ବୃଦ୍ଧା ଯାଉଛନ୍ତି ସ୍କୁଲ୍। ମନଦେଇ ପଢୁଛନ୍ତି ପାଠ। ନିଜର ସ୍ୱପ୍ନ ପୂରଣ କରି ଦୁନିଆ ପାଇଁ ହୋଇଛନ୍ତି ପ୍ରେରଣାର ଉତ୍ସ।
ଏଡ୍ସ ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଆସିଛି । କାହିଁକି ପାଳନ ହେଉଛି ବିଶ୍ୱ ଏଡ୍ସ୍ ଦିବସ । ପଢନ୍ତୁ, ଏଇ ରିପୋର୍ଟ ।
ଚାଷ ଓ ଚାଷୀର ଉନ୍ନତି ଲାଗି କାଳିଆ ଓ ବଳିଆ ଭଳି ଖାଲି ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଉତ୍ପାଦନ ଓ ବିକ୍ରିବଟା ଲାଗି ଭିତ୍ତିଭୂମି ନିର୍ମାଣ, ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଚାଷୀ ଅନୁକୂଳ ନୀତିକୁ ଗୁରୁତ୍ୱ ଦେବା ଦରକାର ଜନମଙ୍ଗଳ ସରକାର ।
ଜଳପଥ ଦେଇ ଅନୁପ୍ରବେଶ କରିବେ କି ଆତଙ୍କବାଦୀ? ଦେଖନ୍ତୁ କେମିତି ସମୁଦ୍ର ପଥରେ ଲଢେଇ କରୁଛନ୍ତି ସୁରକ୍ଷାକର୍ମୀ
ମାଳ ମାଳ ଯୋଜନା, ଗଣ୍ଡା ଗଣ୍ଡା ପୁରସ୍କାର କିନ୍ତୁ ଚାଷୀର ବଦଳୁନି ଭାଗ୍ୟ....ରୋଜଗାର କମୁଛି ଚଷା ପୁଅର
ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକର୍ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ।
ଚାଷୀଙ୍କ ମାସିକ ଆୟରେ ସାରା ଦେଶରେ ଓଡ଼ିଶା ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଅଛି। ଓଡ଼ିଶା ତଳକୁ କେବଳ ଝାଡ଼ଖଣ୍ଡ ରହିଛି।