୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି
୨୦୨୨ ମସିହାରେ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଟଙ୍କା ରଖିବାଠାରୁ ଆରମ୍ଭ କରି ଟଙ୍କା ଉଠାଣ ନିୟମ ବଦଳିବାକୁ ବସିଛି। ଆଉ କେଇଟା ଦିନ ପରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲାଗୁ ହେବ ଏହି ନିୟମ...
ପିଲାଟିର କଟିଯାଇଥିଲା ହାତ। ଡାକ୍ତର ଲଗେଇଦେଲେ ନୂଆ ହାତ। ନୂଆ ହାତ ଦେଖି ପିଲାଟିର ଖୁସି କହିଲେ ନ ସରେ। ଆପଣ ବି ଦେଖି ଖୁସି ହୋଇଯିବେ।
ପୁରୁଣା ୧ ଟଙ୍କିଆ ନୋଟ୍ ଦେଲେ ଆପଣଙ୍କୁ ମିଳିବ ୭ ଲକ୍ଷ ଟଙ୍କା। ଯଦି ଆପଣଙ୍କ ପାଖରେ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଦସ୍ତଖତ ଥିବା ନୋଟ୍ ରହିଛି, ତେବେ ଆପଣ ବି ହେବେ ଲକ୍ଷପତି....ଜାଣନ୍ତୁ ପୂରା ତଥ୍ୟ
ପଶୁମାନେ ବି ଭଲ ବନ୍ଧୁତା କରିପାରନ୍ତି। ସୋସିଆଲ ମିଡିଆରେ ପଶୁମାନଙ୍କର ପରସ୍ପର ପ୍ରତି ପ୍ରେମର ଅନେକ ଭିଡିଓ ଭାଇରାଲ ହେବା ଆପଣ ଦେଖିଥିବେ। ଏବେ ଭାଇରାଲ ହେଉଥିବା ବିଲେଇ ଓ ମାଙ୍କଡଙ୍କ ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ମଣିଷ କେବେ ପଶୁଙ୍କ ଭଳି ଚାଲି ଦେଖିଛନ୍ତି କି। ବୋଧହୁଏ ନା। ମଣିଷ ଦୁଇ ଗୋଡରେ ଚାଲେ। କିନ୍ତୁ ଏ ଦୁନିଆରେ ଏମିତି ଏକ ପରିବାର ଅଛି ଯାହାର ସମସ୍ତ ସଦସ୍ୟ ହାତ ଓ ଗୋଡ ବ୍ୟବହାର କରି ଚାଲନ୍ତି।
ବିଜ୍ଞାନ କ୍ଷ୍ରେତ୍ରରେ ତାଙ୍କ ଗବେଷଣା ଓ ଅବଦାନ ପାଇଁ ତାଙ୍କୁ ୧୯୯୦ ମସିହାରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।
ପ୍ରେମ ପାଖରେ ନା ଦେଖାଯାଏ ଜାତି, ବର୍ଣ୍ଣ ନା କୌଣସି ବୟସ। ପ୍ରେମ କେବଳ ଦେଖେ ଏକ ସତ୍ ହୃଦୟ ଓ ଏକ ସୁଦ୍ଧ ମନ। ଏହା ବାସ୍ତବରେ ସତ କରି ଦେଖେଇଛନ୍ତି ଏହି ପ୍ରେମୀ ଯୁଗଳ।
ବତ୍ୟା ଆସିବନି ସତ ! ହେଲେ ପ୍ରଭାବ କିନ୍ତୁ ପଡ଼ିଲା, ଚାଷୀକୂଳ ଚିନ୍ତାରେ
ଝିପି ଝିପି ବର୍ଷାରେ ପଡ଼ି କ୍ଷେତରେ ଦାନାପାଣି ବତୁରି ଯାଉଥିବାବେଳେ ଓଦା ହୋଇଯାଉଛି ଚାଷୀର ମନ ଆଉ ପ୍ରାଣ । ସବୁ ସେହି ଲୀଳାମୟଙ୍କ ଇଛା । ସେହି ଠାକୁରଙ୍କୁ ହାତଯୋଡ଼ି କେବଳ ଏତିକି ନିବେଦନ, ପ୍ରଭୁ ବାତ୍ୟା ନଆସୁ, ବର୍ଷକର ଦାନାପାଣି ବଞ୍ଚିଯାଉ ।
ପାର୍ଲାମେଣ୍ଟର ଚଳିତ ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ କୃଷିକୁ ନେଇ ବିବାଦୀୟ ଆଇନତ୍ରୟ ପ୍ରତ୍ୟାହୃତ ହୋଇଗଲା । କୃଷି ବିଲ୍ଟି ଆଇନରେ ପରିଣତ ହେଲାବେଳେ ପାର୍ଲାମେଣ୍ଟରେ ଯେପରି ପର୍ଯ୍ୟାପ୍ତ ଆଲୋଚନା ହୋଇ ନଥିଲା, ଏହାର ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ବିନା ଆଲୋଚନାରେ ସଂପନ୍ନ ହେଲା । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅବଶ୍ୟ କେବଳ ଔପଚାରିକତା ହିଁ ବାକି ଥିଲା ।
ଗୁଜୁରାଟରେ ଆରବ ସାଗର ଠାରୁ ୧୦୦ କିଲୋମିଟର ଦୂରରେ ଏକ ମରୁଭୂମି ଅଂଚଳରେ ବରଫ ଭଳି ଦୃଶ୍ୟମାନ ହେଉଥିବା ଲୁଣର ଏକ ବିସୃତ ମୈଦାନ ରହିଛି । ଯାହା ଉତ୍ତରରେ ପାକିସ୍ତାନର ବର୍ଡର ପର୍ଯ୍ୟନ୍ତ ବ୍ୟାପ୍ତ । ତେଣୁ ଏହାକୁ କଚ୍ଛର ରଣ ବୋଲି କୁହାଯାଏ । କଇଁଛ ଆକାରର ଏହି ଅଂଚଳ ଦୁଇ ଭାଗରେ ବିଭକ୍ତ ହୋଇଛି । ତେବେ ଏହି ସ୍ଥାନକୁ ଯାଇଥିବା ପର୍ଯ୍ୟଟକମାନେ କୁହନ୍ତି ଯେ, ଏହି ସ୍ଥାନଟି କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ । ଆଉ ଏହା ପ୍ରକୃତିର ଚମତ୍କାରର ନିଆରା ସୃଷ୍ଟି କହିଲେ କିଛି ଭୁଲ୍ ହେବନାହିଁ ।
ବାତ୍ୟାର ପ୍ରଭାବ; ରାଜଧାନୀ ରାଜ ରାସ୍ତାରେ ଏମିତି ଜନଜୀବନ, ଦେଖନ୍ତୁ ତାହାର କିଛି ଝଲକ ।
ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ଠାରୁ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।
ଦିନେ ଏଠାକାର ପ୍ରସିଦ୍ଧ ବୁଦ୍ଧ ମୂର୍ତ୍ତି ଚୀନ , ଜାପାନ ଭଳି ଦେଶକୁ ରପ୍ତାନୀ ହେଉଥିଲା ଶିଳ୍ପୀଙ୍କ କାରିଗିରୀ କୌଶଳର ରହିଥିଲା ବେଶ୍ ନାଁ ଡାକଥିଲା କିନ୍ତୁ କରୋନା ପରଠୁ ଗଲା ୨ ବର୍ଷ ହେଲା ଠପ୍ ପଡିଯାଇଛି ବ୍ୟବସାୟ । ଦେଶ ବାହାର ଦୂରର କଥା, ରାଜ୍ୟ ଭିତରେ ବି ବନ୍ଦ ହୋଇଯାଇଛି ବେପାର । ଯାହାକି କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି ଶିଳ୍ପୀଙ୍କ ଅଣ୍ଟା ଭାଙ୍ଗିଦେଲାଣି ।
କୃଷପ୍ରସାଦରେ ବାତ୍ୟା ନେଇ ପ୍ରଶାସନ କେତେ ପ୍ରସ୍ତୁତ ଅଛି ଶୁଣନ୍ତୁ ଏ ଭିଡିଓରେ...।
କଥା ଦେଇ ଠକିଦେଲେ କି ସରକାର ? ୨ ବର୍ଷ ତଳେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗାଁରୁ ଆଣି ଠାକୁରମୁଣ୍ଡା ବ୍ଲକରେ ଥଇଥାନ କରିଥିଲା ବନ ବିଭାଗ । ଭିଟା ମାଟି ଛାଡିଦେଲେ ଲୋକେ ହେଲେ ଏବେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେବା ସହ ଜୀବନ ଜୀବିକା ଚିନ୍ତାରେ ଦୁର୍ଦ୍ଦିନରେ ବିତୁଛି ଜୀବନ ,ତେବେ ବନ ବିଭାଗ ପକ୍ଷରୁ ମିଳିଛି ଶୀଘ୍ର ସମାଧାନର ଭରସା ...
ଦେଖନ୍ତୁ ବାତ୍ୟା ପୂର୍ବରୁ କୋରଣାର୍କର କିଛି ଦୃଶ୍ୟ...
ଜୱାଦକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ବନ୍ଦରର ନିକଟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ୫ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି ।
ବାତ୍ୟା ଖବର ଶୁଣି ପରିବା ଚାଷୀ ମନରେ ଛନକା । ଅମଳ ପୂର୍ବରୁ ବାତ୍ୟା ଆସୁଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।
ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ବାସୁଦେବପୁର ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ପାଇଁ ପ୍ରଶାସନ ପୁରା ତୟାର ରହିଛି । ଓଡ୍ରାଫର ୨୧ଜଣିଆ ଟିମ୍ ବାସୁଦେବପୁରରେ ପହଞ୍ଚିଛି ।
ବାତ୍ୟା ମୁକାବିଲା ପାଇଁ ଓ୍ୱାଲଟିୟର ରେଲ୍ୱେ ଡିଭିଜନ୍ ପକ୍ଷରୁ ପ୍ରସ୍ତୁତି ଜୋରଦାର । ପୂର୍ବତଟ ରେଳପଥରେ ଚାଲୁଥିବା ୯୫ରୁ ଅଧିକ ଟ୍ରେନ୍ ସେବା ବାତିଲ କରାଯାଇଛି ।
ସତରେ ଦେଶ ମୋର ରଙ୍ଗିଲା। କେଉଁଠି ଦେଖିବାକୁ ମିଳେ ବିଭିନ୍ନତା ମଧ୍ୟରେ ଏକତା। ଆଉ କେଉଁଠିକାର ସୁନ୍ଦରତାକୁ ଯେତେ କହିଲେ ବି ସରିନଥାଏ। ଏମିତି ଏକ ସ୍ଥାନ କାଶ୍ମୀର।
ବିଜେଡି କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ମୁକୁଟ ପିନ୍ଧିବାକୁ ସମସ୍ତେ ହାଇଁପାଇଁ । ଆରମ୍ଭ ହୋଇଗଲାଣି ଗୋଛି କଟାକଟି।
ଆଗରୁ ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାପାଳ ଛୁଟି ଘୋଷଣା କରାଯାଇଥିଲା।