ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୨୮ ତାରିଖ, ସୋମବାର ମୀନ ୧୪ ଦିନ, ଚୈତ୍ର ମାସ ୭ ଦିନ, କୃଷ୍ଣପକ୍ଷ,ଏକାଦଶୀ ତିଥି, ଶ୍ରାବଣା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୭ ତାରିଖ ରବିବାର ମୀନ ୧୩ ଦିନ ଚୈତ୍ର ମାସ ୬ ଦିନ, କୁଷ୍ଣପକ୍ଷ,ଦଶମୀତିଥି, ଉତ୍ତରାଷାଢା ନକ୍ଷତ୍ର ମକର ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ଏହି ସବୁ ବସ୍ତୁକୁ ଘରୁ କାଢ଼ିଦେବା ଆବଶ୍ୟକ ।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୫ ତାରିଖ, ଶୁକ୍ରବାର, ମୀନ ୧୧ ଦିନ, ଚୈତ୍ରମାସ ୪ ଦିନ, କୃଷ୍ଣ୍ନପକ୍ଷ, ଅଷ୍ଟମୀତିଥି, ମୂଳା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ମାର୍ଚ୍ଚମାସ ୨୪ ତାରିଖ, ଗୁରୁବାର, ମୀନ୧୦ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଜ୍ୟେଷ୍ଠାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି୨୦୨୨ ମସିହା, ମାର୍ଚ୍ଚମାସ ୨୩ ତାରିଖ, ବୁଧବାର, ମୀନ୯ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ଅନୁରାଧା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ...
ଆଜି ୨୦୨୨ ମସିହା, ମାର୍ଚ୍ଚମାସ ୨୨ ତାରିଖ, ମଙ୍ଗଳବାର, ମୀନ୮ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର, ବେଲ ନ ଖାଇଲେ ଭଲ । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି ।
ଆଜି୨୦୨୨ ମସିହା, ମାର୍ଚ୍ଚ ମାସ ୨୧ ତାରିଖ, ସୋମବାର, ମୀନ୭ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ତୃତୀୟାତିଥି, ସ୍ୱାତୀନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର ।
ପିଲାଦିନରୁ ସଂଘର୍ଷ କରି କରି ବଞ୍ଚିଛନ୍ତି କୃଷ୍ଣା ମହାନ୍ତି। ସବୁ ଆନ୍ଦୋଳନରେ ମୁଁ ମାଆ ସାଙ୍ଗରେ ଥିଲି, ସବୁବେଳେ ଜେଲ୍ରେ ରହିବାକୁ ଇଚ୍ଛା ହେଉଥିଲା। ହେଲେ ଆଜି ସମାଜ ପାଇଁ ସେ ସାଜିଛନ୍ତି ପ୍ରେରଣା, ଦେଖନ୍ତୁ କେମିତି କରୁଛନ୍ତି କାମ
ଆଜି ପଖାଳ ଦିବସ...ଚୁନା ମାଛ ଭଜାକୁ ଶାଗ ଆଉ ସାଙ୍ଗରେ ଥିବ ଆଳୁ, ବାଇଗଣ ଓ ବିଲାତି ପୋଡ଼ା। ଟିକିଏ ପିଆଜ, ରସୁଣ ଓ କଞ୍ଚାଲଙ୍କା ଦେଇ ଚକଟି ଖାଇଦେଲେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପେଟ ଠୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ଶାନ୍ତି। ଡାକ୍ତର ବି କହୁଛନ୍ତି ପଖାଳ ଖାଇଲେ ହେବନି ରୋଗ...
ଆପଣଙ୍କର କେମିତି କଟିବ ଆଜି ଦିନଟି ଜାଣନ୍ତୁ ନିଜର ରାଶିଫଳରୁ
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୯ ତାରିଖ, ଶନିବାର, ମୀନ,୫ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ,ପ୍ରତିପଦାତିଥି,ହସ୍ତାନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର, ବୃଷ, ସିଂହ ଓ କନ୍ୟା ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର ।
ହୋଲି ଖେଳିଲାବେଳେ କେଶ ଉପରେ କ୍ୟାମିକଲ୍ ରଙ୍ଗର ପ୍ରଭାବ ପଡ଼ିଥାଏ। କେଶ ଖରାପ ହେବାର ଆଶଙ୍କା ମଧ୍ୟ ଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ସୋରିଷ ତେଲ ଲଗାନ୍ତୁ। ଫଳରେ ସାମ୍ପୁକଲେ କେଶରୁ ସବୁ ରଙ୍ଗ ସହଜରେ ବାହାରିଯିବ
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୮ ତାରିଖ, ଶୁକ୍ରବାର, ମୀନ୪ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପୂର୍ଣ୍ଣିମାତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର, ବିଛା, ଧନୁ ଓ ମୀନ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର । ଚାଲନ୍ତୁ ଜାଣିବା ଆଜିର ରାଶିଫଳ....
ଆଜିର ଦିନର ସଂମ୍ପୂର୍ଣ୍ଣ ଭାଗ୍ୟଫଳ ଜାଣନ୍ତୁ ରାଶିଫଳ...
ଆଜି ହେଉଛି ୨୦୨୨ ମସିହା, ମାର୍ଚ୍ଚମାସ ୧୬ ତାରିଖ, ବୁଧବାର, ମୀନ୨ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ। ତିଥି ତ୍ରୟୋଦଶୀ, ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର...
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୫ ତାରିଖ, ମଙ୍ଗଳବାର, ମୀନ,୧ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ଦ୍ୱାଦଶୀତିଥି, ଆଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର । ଜାଣନ୍ତୁ ଆଜିର ରାଶିଫଳ ।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୪ ତାରିଖ, ସୋମବାର, କୁମ୍ଭ,୩୦ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ଏକାଦଶୀ ତିଥି, ପୁଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର , ମିଥୁନ ରାଶିର ଘାତବାର, ଜାଣନ୍ତୁ ଆଜିର ରାଶିଫଳ ।
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ, ତୁମ ସ୍ୱାସ୍ଥ୍ୟ ସହିତ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡିପାରେ । ପାରିବାରିକ ଜୀବନ ସୁଖମୟ ହେବ । ସପ୍ତାହର ମଧ୍ୟଭାଗରେ, ଆପଣ ନିଜକୁ ସାଧାରଣ ଅପେକ୍ଷା ତୁମର ବୃତ୍ତିଗତ ଜୀବନକୁ ଅଧିକରୁ ଅଧିକ ସମୟ ଦେବେ । ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।
ସାଧାରଣତଃ ନଖ ଚୋବେଇବା ଅଭ୍ୟାସ ସାଧାରଣତଃ ପିଲା ଦିନରୁ ହିଁ ଆରମ୍ଭ ହୋଇ ଥାଏ । ଏହି ଅଭ୍ୟାସ କେବେ ଚିନ୍ତା କେବେ ଷ୍ଟ୍ରେସ କାରଣରୁ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ, ଆପଣ କିଛି ଘରୋଇ ଉପଚାର ଗ୍ରହଣ କରିପାରିବେ। ନଖ ଚୋବାଇବା ଦ୍ୱାରା ନଖରେ ଥିବା ଜୀବାଣୁ ଶରୀରରେ ରୋଗ ସୃଷ୍ଟି କରିଥାଏ । ଏହି ଅଭ୍ୟାସ ବୟସ୍କ ଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଚାଲିଥାଏ। ସେ ଯାହା ହେଉନା କାହିଁକି, ନଖ କାମୁଡ଼ିବା କୌଣସି ବୟସର ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ, ୧୩ ତାରିଖ, ରବିବାର, କୁମ୍ଭ ୨୯ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ,ଦଶମୀ ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ....
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୨ ତାରିଖ, ଶନିବାର, କୁମ୍ଭ୨୮ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ, ନବମୀତିଥି, ଆଦ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୧ ତାରିଖ, ଶୁକ୍ରବାର, କୁମ୍ଭ୨୭ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ,ନବମୀତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୯ ତାରିଖ, ବୁଧବାର, କୁମ୍ଭ, ୨୫ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା ମାର୍ଚ୍ଚ ତା ୮ ରିଖ, ମଙ୍ଗଳବାର କୁମ୍ଭ ୨୪ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ। ଷଷ୍ଠୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର