ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍ ସ୍ତରକୁ ସନ୍ତୁଳିତ ରଖିଥାଏ ।