• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ମେ ମାସ, ୧୭ ତାରିଖ, ମଙ୍ଗଳବାର, ସୈାର, ବୃଷ ମାସ, ଜ୍ୟେଷ୍ଠ କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ :-

  • ଖଳଲୋକ ମାନଙ୍କ କଥାରେ ପ୍ରଭାବିତ ହୋଇ କର୍ମ କ୍ଷେତ୍ରରେ କୈଣସି ଭୁଲ୍ କାମ କରିପାରନ୍ତି
  • କଟୁକଥା କହିବା ଦ୍ୱାରା ବନ୍ଧୁଙ୍କ ସହିତ ସୁସମ୍ପର୍କ ବ୍ୟାହାତ ହୋଇପାରେ
  • ପୂର୍ବରୁ ବ୍ୟବସାୟରେ ଲାଗିରହିଥିବା ସମସ୍ୟାର ସମାଧାନ କରିପାରନ୍ତି

ପ୍ରତିକାର- ଗାଧୋଇ ସାରି ଗାଈକୁ ଅରୁଆ ଚାଉଳ ଓ ଦୂବ ଘାସ ନିଜ ହାତରେ ଖୁଆଇ ଦିଅନ୍ତୁ

 

ବୃଷ :-

  • ବାକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିପାରନ୍ତି
  • କିଛି ଯାନ୍ତ୍ରୀକ ଜିନିଷ ଉପକରଣ କ୍ରୟ କରିପାରନ୍ତି
  • କିଛି ନୂତନ ତଥ୍ୟ ଦେଇ ପ୍ରଂଶସିତ ହୋଇପାରନ୍ତି
  • ଘରକୁ ସଜାଇବାରେ ସମୟ କଟାଇପାରନ୍ତି

ପ୍ରତିକାର- ଇଷ୍ଟ ଦେବୀ ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ

 

ମିଥୁନ :-

  • ସୁଯୋଗର ସଦ୍‌ବ୍ୟବହାର କରି କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହୋଇପାରନ୍ତି
  • ବାକି ପଡିଥିବା ଅର୍ଥକୁ କୈଶଳରେ ଆଦାୟ କରିବାକୁ ସମର୍ଥ ହୋଇପାରନ୍ତି
  • ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇପାରନ୍ତି

ପ୍ରତିକାର- ବୁଧଙ୍କର ମନ୍ତ୍ର ଓଁ ବୁଧାୟ ନମଃ ପାଠ କରନ୍ତୁ

 

କର୍କଟ :-

  • ଗତ କାଲିଠାରୁ ଚିନ୍ତା କରୁଥିବା କାମଟି ସହଜ ଓ ସୁବିଧାରେ ହୋଇଯାଇପାରେ
  • ବହୁ ପ୍ରତିକ୍ଷିତ କାମ ଆଜି ପାଇପାରିବେ
  • ପୂର୍ବ ଯୋଜନା ଅନୁସାରେ କାମ କରିପାରନ୍ତି
  • ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରାଇପାରନ୍ତି

ପ୍ରତିକାର- ସକାଳୁ ଉଠି ସ୍ନାନସାରି ନିଜ ମା ଙ୍କର ପାଦ ସ୍ପର୍ଶ କରନ୍ତୁ

 

ସିଂହ:-

  • ବିଭିନ୍ନ ଅନିଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିପାରନ୍ତି
  • ସବୁ ଜାଣିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିରବତା ଅବଲମ୍ବନ କରିପାରନ୍ତି
  • ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଅନେକ ସମସ୍ୟାର ସମ୍ମୁଖୀନ ହୋଇପାର

ପ୍ରତିକାର- ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

 

କନ୍ୟା :-

  • ପ୍ରତ୍ୟେକ କାମରେ ପ୍ରତିବନ୍ଧକର ସାମ୍ନା କରିପାରନ୍ତି
  • କତକାଲିର କୈଣସି ଘଟଣାକୁ ନେଇ ମନ ଚିନ୍ତିତ ରହିପାରେ
  • ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ ସେଥିପ୍ରତି ସତର୍କ ରୁହନ୍ତୁ

ପ୍ରତିକାର- ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ ଓ ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

 

ତୁଳା :-

  • ଉଭୟ ପ୍ରେମ ଓ ପାରିବାରିକ ଜୀବନରେ ଭଲ ବୁଝାମଣା ରହିବପାରେ
  • ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯାଇପାରେ
  • ଆର୍ଥିକ କ୍ଷେତ୍ରରେ ଉନ୍ନତି କରିପାରନ୍ତି
  • କର୍ମ କରିବା ଶୈଳିରେ ପରିବର୍ତ୍ତନ ଆଣିପାରନ୍ତି

ପ୍ରତିକାର- ଗାଇକୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ

 

ବିଛା :-

  • କର୍ମ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ଲାଭ କରିପାରନ୍ତି
  • ମହିଳା ମାନେ କର୍ମ ତତ୍ପରତ ରହିବେ
  • ସମସ୍ତ ଚିନ୍ତାରୁ ମୁକ୍ତି ମିଳିପାରିବ
  • କରିଥିବା କର୍ମ ପାଇଁ ସମ୍ମାନିତ ହୋଇପାରିବ
  • ଦକ୍ଷତା ପ୍ରତିପାଦତ କରିପାରନ୍ତି

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

ଧନୁ :-

  • ଉଭୟ ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିପାରେ
  • ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ
  • କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦତ କରିପାରନ୍ତି

ପ୍ରତିକାର- ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

 

ମକର :-

  • ବହୁ ଦିନର ମନସ୍କାମନା ପୂରଣ ହୋଇପାରେ
  • ବ୍ୟସ୍ତତା ଭିତରେ ସମୟ କଟାଇପାରନ୍ତିବେ
  • କୈଣସି କାର୍ଯ୍ୟ ପ୍ୟର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ
  • ସମ୍ପତ୍ତି ବୃଦ୍ଧି, ଅର୍ନିହିତ ପ୍ରତିଭାର ବିକାଶ ଘଟିପାରେ

ପ୍ରତିକାର- ମା କାଳୀଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

 

କୁମ୍ଭ :-

  • ସମସ୍ତ କର୍ଯ୍ୟରେ ବିଳମ୍ବ ହେବା ସହ ମାନସିକ ଦୁଶ୍ଚିନ୍ତା ଲାଗିରହିପାରେ
  • ପୂର୍ବରୁ କରିଥିବା କର୍ମ ପାଇଁ ଦଣ୍ଡ ଭୋଗିପାରନ୍ତି
  • ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରନ୍ତି
  • ଶୁଭ ଖବର ଶୁଣିବାକୁ ପାଇପାରିବେ

ପ୍ରତିକାର- ମହାମୃତ୍ୟୁଞୟ ମନ୍ତ୍ର ପାଠ କରି ଦିନ ଅରମ୍ଭ କରନ୍ତୁ

 

ମୀନ :-

  • ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି
  • ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି
  • କରିଥିବା କର୍ମ ପାଇଁ ପାରସ୍କୃତ ହୋଇପାରନ୍ତି
  • ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହୋଇପାରନ୍ତି
  • ବନ୍ଧୁତ୍ୱର ସମ୍ପର୍କରେ ଉନ୍ନତି ଅସିପାରେ
  • ବନ୍ଧୁଙ୍କ ସହିତ ମିଶି କିଛି ନୂତନ ଯୋନଜା ପାରନ୍ତି

ପ୍ରତିକାର- ସକାଳୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

(ଜୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)