• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି, ୨୦୨୨ ମସିହା, ମେ ମାସ, ୧୮ ତାରିଖ, ବୁଧବାର, ବୃଷ, ୪ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…

ମେଷ:-

  • ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରିବେ
  • ଯାତ୍ରା ଓ ଭ୍ରମଣରେ ସଫଳତା ଲାଭ କରିପାରନ୍ତି
  • ବାଣିଜ୍ୟ ବ୍ୟବସାୟରେ ବାଧା ଉତ୍ପନ୍ନ ହୋଇପାରେ
  • କଠିନ ପରିଶ୍ରମ କାରଣରୁ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି

ପ୍ରତିକାର :- ହନୁମାନଙ୍କର ଆରାଧନା କରନ୍ତୁ

 

ବୃଷ:-

  • ଦେବାଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିପାରେ
  • ବ୍ୟବସାୟରେ ଦିନଟି ଲାଭ ରହିବ
  • କର୍ମ କ୍ଷେତ୍ରରେ କିଛି ଏଭଳି କାମ କରିବେ ଯାହା ଦ୍ୱାରା ପ୍ରଂଶସା ପାଇପାରିବେ
  • ଯେତେ ଚେଷ୍ଟା କରିଲେ ମଧ୍ୟ ଅନ୍ୟ ମାନେ ଆପଣଙ୍କର କ୍ଷତି କରିପାରିବେ ନାହିଁ

ପ୍ରତିକାର:- ମା ଲକ୍ଷ୍ମୀଙ୍କର ପ୍ୟଜାର୍ଚ୍ଚନା କରନ୍ତୁ

 

ମିଥୁନ:-

  • ଅଚାନକ କୈଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ
  • କର୍ମ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସଂମ୍ଭାବନା ଅଧିକ
  • ବ୍ୟବସାୟ ରେ ଲାଭ କମାଇପାରନ୍ତି
  • କୈଣସି ସମସ୍ୟାର ସମାଧାନ କରିପାରନ୍ତି
  • ଅନ୍ୟମାନେ ସାହାର୍ଯ୍ୟ ସହଯୋଗର ହାତ ବଢାଇପାରନ୍ତି

ପ୍ରତିକାର:- ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ

 

କର୍କଟ:-

  • ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ କରିପାରନ୍ତି
  • କର୍ମ କ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିପାରନ୍ତି
  • ପୂର୍ବର କାମକୁ ପୂରା କରିବା ପାଇଁ ନୂତନ ଯୋଜନା କରିପାରନ୍ତି
  • ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ
  • ପରିବାରରେ ଥିବା ବାଦ ବିବାଦ ସମାଧାନ କରିବେ ଓ ଜୀବନସାଥୀ ଠାରୁ ଖୁସି ପାଇବେ

ପ୍ରତିକାର:- ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

 

ସିଂହ:-

  • ମନରେ ଧାର୍ମିକ ଭାବନା ଉଦୟ ହୋଇପାରେ
  • ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିପାରନ୍ତି
  • କ୍ୟାରିୟର ଓ ଚାକିରିରେ ସଫଳତା ମିଳିପାରିବ
  • ଆର୍ଥିକସ୍ଥିତିରେ ସୁଧାର ଆସିପାରେ
  • ଅଫିସ୍‌ରେ କୈଣସି କାମରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି

ପ୍ରତିକାର:- ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ

 

କନ୍ୟା:-

  • ପୂର୍ବର ଯୋଜନା ଅନୁସାରେ କାର୍ଯ୍ୟ କରିପାରିବେ ନାହିଁ
  • ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ
  • ପରିବାରରେ ସନ୍ତାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବୃଦ୍ଧି କରିପାରେ
  • କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ନିନ୍ଦା ମିଳିପାରେ

ପ୍ରତିକାର:- ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

 

ତୁଳା:-

  • ମନସ୍ତାପରେ ସମୟ କଟାଇପାରିବେ
  • କର୍ମରେ ବିରକ୍ତି ଅନୁଭବ କରିପାରନ୍ତି
  • ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବାରୁ ଯାହା ନ କହିବା କଥା କହି ସମସ୍ୟାକୁ ଡାକି ଆଣିପାରନ୍ତି
  • ଆକସ୍ମିକ ଧନବ୍ୟୟ ହୋଇପାରେ
  • ସ୍ୱାମୀ ଓ ସ୍ତ୍ରୀଙ୍କର ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ

ପ୍ରତିକାର:- ଗାଇକୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ

 

ବିଛା:-

  • ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯେ ମିଳିପାରେ
  • ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହୋଇପାରନ୍ତି
  • ବ୍ୟବସାୟରେ ଧନଲାଭର ସୁଯୋଗ ରହିଛି
  • ରୋଜଗାର ବୃଦ୍ଧି ଅନ୍ୟର ସହଯୋଗ ମିଳିପାରେ
  • ଲୋକମାନଙ୍କର ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିପାରେ

ପ୍ରତିକାର:-ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

 

ଧନୁ:-

  • ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିପାରନ୍ତି
  • କିଛି ନୂଆ କଥା ଶିଖିପାରିବେ
  • ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ
  • କଳା ଓ ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦିତ କରିପାରନ୍ତି

ପ୍ରତିକାର:- ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

 

ମକର :-

  • ଅନେକ ଗୁଡିଏ କାମ ଅଟକି ରହିଥିବାରୁ ଅନ୍ୟମନସ୍କ ରହିପାରନ୍ତି
  • ପରିବାରରେ ରହିଥିବା ମତାନ୍ତରରେ ପରିଣତ ହୋଇପାରେ
  • ସାଧାରଣ କଥାକୁ ଜଟିଳ ‌ଆକାରରେ ଗ୍ରହଣ କରିପାରନ୍ତି

ପ୍ରତିକାର:-ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

 

କୁମ୍ଭ:-

  • ଭଲ ସପଂର୍କ ରହିଥିଲେ ମଧ୍ୟ ପରିହାସ ଯୁକ୍ତ କଥା କହିବା କାରଣରୁ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ
  • ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସୂତ୍ରରେ ଅର୍ଥ ପାଇ ପାରନ୍ତି
  • କର୍ମ କ୍ଷେତ୍ରରେ କେୈଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ ଜାଣିବାକୁ ପାଇପାରନ୍ତି

ପ୍ରତିକାର :-କୈଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

 

ମୀନ:-

  • ବନ୍ଧୁଙ୍କର ସାହାଯ୍ୟରେ ଅଟକି ରହିଥିବା କାମକୁ ପୁରା କରିପାରନ୍ତି
  • ଲକ୍ଷ୍ୟ ପ୍ରାପ୍ତି ସଫଳ ହୋଇପାରନ୍ତି
  • ପରିବାରରେ କୈଣସି ଦ୍ରବ୍ୟ ନଷ୍ଟ ଯୋଗୁ ମନ ଅଶାନ୍ତି ରହିପାରେ
  • ବିବାଦିୟ ଘଟଣାରେ ବିଜୟଲାଭ କରିପାରନ୍ତି
  • ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇପାରେ

ପ୍ରତିକାର :-ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ

(ଜୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)