ଆଜି ୨୦୨୨ ମସିହା, ଫେବୃଆରୀ ୯ ତାରିଖ, ବୁଧବାର, ମକର, ୨୭ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି,କୃତ୍ତିକା ନକ୍ଷତ୍ର,ବୃଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ ।
ଆଜି ୨୦୨୨ ମସିହା ଫେବୃଆରୀ ୮ ତାରିଖ, ମଙ୍ଗଳବାର, ମକର, ୨୬ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି, ଦ୍ୱିଜା ନକ୍ଷତ୍ର,ମେଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଆଜି ୨୦୨୨ ମସିହା, ଫେବୃଆରୀ ୭ ତାରିଖ, ସୋମବାର, ମକର, ୨୫ ଦିନ, ମାଘ ମାସ, ଶୁକ୍ଳପକ୍ଷ,ସପ୍ତମୀ ତିଥି, ଅଶ୍ୱିନୀ ନକ୍ଷତ୍ର,ମେଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା, ଫେବୃଆରୀ ୬ ତାରିଖ, ରବିବାର, ମକର ୨୪ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଆଜି ୨୦୨୨ ମସିହା, ଫେବୃଆରୀ ୫ ତାରିଖ, ଶନିବାର, ମକର ୨୩ ଦିନ ମାଘ ମାସ ଶୁକ୍ଳପକ୍ଷ,ପଞ୍ଚମୀ ତିଥି, ଉତ୍ତର ଭାଦ୍ର, ନକ୍ଷତ୍ର, ମୀନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।
ଆଜି ୨୦୨୨ ମସିହା, ଫେବୃଆରୀ ୪ ତାରିଖ, ଶୁକ୍ରବାର, ମକର, ୨୨ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ପୂର୍ବ ଭାଦ୍ର, ନକ୍ଷତ୍ର କୁମ୍ଭ, ଜାଣନ୍ତୁ ଆଜିର ରାଶିଫଳ....
ବାସ୍ତୁଶାସ୍ତ୍ରରେ ଏମିତି କିଛି ଟିପ୍ସ ରହିଛି ଯାହାକୁ ଜୀବନରେ ଗ୍ରହଣ କଲେ ଆର୍ଥିକ ସଙ୍କଟ ଦୂର କରାଯାଇପାରିବ ଏବଂ ନକାରାତ୍ମକତା ଦୂର ହୋଇପାରିବ। ନକାରାତ୍ମକ ଶକ୍ତି ଦୂର ହେବା ମାତ୍ରେ ଅର୍ଥ ସମସ୍ୟାର ସମାଧାନ ହୁଏ ଏବଂ ଘରେ ସୁଖ ଏବଂ ଶାନ୍ତି ବିସ୍ତାର ହୁଏ।
ରୁପି ଏକ ସାଧାରଣ ସମସ୍ୟା। ଚର୍ମରେ ଯେଉଁଠାରେ ସିବାସିସ୍ ଗ୍ଲାଣ୍ଡ ଥାଏ, ସେଠାରେ ରୁପି ଦେଖାଦେଇଥାଏ। ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା। କିନ୍ତୁ ଠିକ୍ ସମୟରେ ରୁପିର ଉପଚାର ନକଲେ, ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ ବ୍ୟାପି ଯାଇଥାଏ।
ଆଜି ୨୦୨୨ ମସିହା, ଫେବୃଆରୀ, ୩ ତାରିଖ, ଗୁରୁବାର, ମକର, ୨୧ ଦିନ, ମାଘ ମାସ, ଶୁକ୍ଳପକ୍ଷ, ତୃତୀୟା ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଅଧିକାଂଶ ଲୋକ ସିଝା କ୍ଷୀର ପିଇଥାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କଞ୍ଚା କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି । କଞ୍ଚା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ ରହିଛି, କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କଞ୍ଚା କ୍ଷୀର ଫିଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ ବାର ଅନୁସାରେ ବିଭିନ୍ନ କାର୍ଯ୍ୟ କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ତେବେ ବାରକୁ ନେଇ ଘରର କାର୍ଯ୍ୟ ସଂପନ୍ନ କଲେ ଶୁଭପ୍ରଦ ହୋଇଥାଏ । ଚାଲନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ୍ ।
ସବୁବେଳେ ସେଲୁନ୍ ଯାଇ ଚୁଟି ସିଧା କରିବା ସମ୍ଭବ ନୁହେଁ। କାରଣ ଏହା ବ୍ୟୟବହୁଳ ହୋଇଥାଏ। ଚୁଟି ସିଧା କରିବା ପାଇଁ କେମିକାଲ ବ୍ୟବହାର ହୋଇଥାଏ। ଯାହାଦ୍ୱାରା ଚୁଟି ଖରାପ ହେବାର ଭୟ ମଧ୍ୟ ଥାଏ। ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ ଚୁଟିକୁ କେମିତି ସିଧା କରିହେବ ଜଣାଇବୁ। ଯାହାଦ୍ୱାରା ଆପଣ କମ୍ ଖର୍ଚ୍ଚରେ ଘରେ ହିଁ ଚୁଟିକୁ ସିଧା କରିପାରିବେ।
ଆଜି ୨୦୨୨ ମସିହା, ଫେବୃଆରୀ ୨ ତାରିଖ, ବୁଧବାର, ମକର, ୨୦ ଦିନ, ମାଘମାସ, ଶୁକ୍ଳପକ୍ଷ,ପ୍ରତିପଦା ଭୁକ୍ତ ଦ୍ୱିତୀୟା ତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ସମସ୍ତେ ନିଜକୁ ସୁନ୍ଦର ଦେଖିବାକୁ ଚାହିଁଥାନ୍ତି । ବିଶେଷକରି ଆଜିକାଲିର ଯୁବପୀଢି ସବୁବେଳେ ନୂଆ ଟ୍ରେଣ୍ଡ୍ ସହ ତାଳ ଦେଇ ଚାଲିବାକୁ ପସନ୍ଦ କରୁଛନ୍ତି । ଆଜି ଆମେ ଆପଣଙ୍କୁ କିଛି ଟ୍ରେଣ୍ଡି ଫ୍ୟାଶନ୍ ଟିପ୍ସ ଦେବୁ।
ଆଜି ୨୦୨୨ ମସିହା, ଫେବୃଆରୀ ୧ ତାରିଖ, ମଙ୍ଗଳବାର, ମକର, ୧୯ଦିନ, ମାଘ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଶ୍ରଣା ନକ୍ଷତ୍ର, ମକର ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ ।
କୁହାଯାଏ ବାହାଘର ସମୟରେ ମେହେନ୍ଦୀ ଯେତେ ଗାଢ଼ ହୁଏ ବୈବାହିକ ଜୀବନ ସେତେ ପ୍ରେମରେ ଭରିଯାଏ। ତେବେ ଆପଣ ବି ଚାହୁଁଛନ୍ତି ଥିବେ ଯେ ମେହେନ୍ଦୀର ରଙ୍ଗ ଗାଢ଼ ହେଉ ଓ ଏହା ଅଧିକ ସମୟ ଧରି ହାତରେ ରହୁ । ତେବେ ବିଲକିଲ୍ ଚିନ୍ତା କରନ୍ତୁ ନାହିଁ। ଅଳ୍ପ ପରିଶ୍ରମରେ ମେହେନ୍ଦୀ କିପରି ଅଧିକ ଗାଢ଼ ଦେଖାଯିବ ଆଜି ଆମେ ଆପଣଙ୍କୁ ଜଣେଇବୁ। ଚାଲନ୍ତୁ ଜାଣିବା ମେହେନ୍ଦୀକୁ ନେଇ କିଛି ବିଉଟି ଟିପ୍ସ୍ ।
ଅଧିକାଂଶ ଲୋକ ସେମାନଙ୍କର ଓଜନ ବିଷୟରେ ସଚେତନ, ଯେଉଁଥିପାଇଁ ସେମାନେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି, କାରଣ ଏହା ଓଜନ ବୃଦ୍ଧି ନକରି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ । କିନ୍ତୁ ଯଦି ଏହାକୁ ଭୁଲ ଉପାୟରେ ଖାଇଥାନ୍ତି, ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ, ୩୧ ତାରିଖ, ସୋମବାର, ମକର ୧୮ ଦିନ, ମାଘମାସ, କୃଷ୍ଣପକ୍ଷ ,ଚତୁର୍ଦ୍ଦଶୀତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ଏହା ଏକ ଅନୁକୂଳ ସପ୍ତାହ ହେବ । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଶୁଭ ଫଳାଫଳ ପାଇବେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...
କେଶକୁ ଘନ ଓ ଲମ୍ୱା କରିବା ପାଇଁ ଆପଣ ଅନେକ ଉପଚାର କରିଥା’ନ୍ତି। କେଶ ପାଇଁ ସାଧାରଣତଃ ଆମେ ମାନେ ଏକ ଆୟୁର୍ବେଦିକ ଉପଚାର କରିଆନ୍ତି। କେଶ ଝଡ଼ିଲେ, କୁଞ୍ଚୁକୁଞ୍ଚିଆ ହୋଇଥିଲେ କିମ୍ୱା ଶୁଖାଶୁଖା ହୋଇଯାଉଥିଲେ ଅନେକ ସେରମ୍ ବ୍ୟବହାର କରିଥା’ନ୍ତି। ତେବେ ଏହି ସେରମ୍ ଆମ କେଶ ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି ?
ଜ୍ୟୋତିଷ ବାଣୀ: କନ୍ୟା ରାଶିରେ ଶୁକ୍ର ରହିଲେ ଜାତକ- ଅଳ୍ପଭାଷୀ, ତୀର୍ଥଯାତ୍ରୀ, ସୁଖୀ, ଭୋଗୀ, ଶୁଭ କାମ କରି ପ୍ରଶଂସିତ ହୋଇଥାନ୍ତି । ଶାନ୍ତସ୍ୱଭାବ ଓ ମିଷ୍ଟଭାଷୀ ହୋଇଥାନ୍ତି । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ.. ୧ - ଗୋମାତାଙ୍କୁ ପାଳନ କରନ୍ତୁ ନାହିଁ ବରଂ ଅନ୍ୟର ଗାଇକୁ ଖାଇବାକୁ ଦିଅନ୍ତୁ । ୨- ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ୩- ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ । ୪- ଧର୍ମ ପାଳନରେ କୌଣସି ଆପତ୍ତି କରନ୍ତୁ ନାହିଁ । ୫- ତୀର୍ଥଯାତ୍ରାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
ପ୍ରତେକ ବାସ୍ତୁ ନିୟମରେ କିଛିନାକିଛି ରହସ୍ୟ ରହିଥାଏ l ବସ୍ତୁକୁ ନେଇ ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ନିଜର ପ୍ରଭାବ ପକାଇଥାନ୍ତି
ଟ୍ରେଣ୍ଡ୍ରେ ଏବେ ‘ଶିମର ମେକ୍ଅପ୍’ । ଅନେକ ସମୟରେ ସେଲେବ୍ରିଟିମାନଙ୍କୁ ସିମର୍ ମେକ୍ଅପ୍ ଲୁକ୍ରେ ଦେଖିଥିବେ। ବର୍ତ୍ତମାନ ସମୟରେ ‘ରୋଜ୍ ଗୋଲ୍ଡ ଶିମର ଆଇ ମେକଅପ’ ଲୁକ୍ ଟ୍ରେଣ୍ଡିଂରେ ଅଛି। ଏହା ଏକ ଫେଷ୍ଟିଭ ଲୁକ୍। ତେଣୁ ଏହାକୁ ଆପଣ ବାହାଘର, ପୂଜାପାର୍ବଣ ସହ ଅଫିସ୍ର ନାଇଟ୍ ପାର୍ଟିରେ ମଧ୍ୟ ନେଇପାରିବେ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା ଆପଣାଇଲେ ଖୁବ୍ କମ୍ ସମୟରେ ଆପଣ ସେଲିବ୍ରିଟିଙ୍କ ପରି ପାର୍ଟି ରେଡି ସିମର୍ ଲୁକ୍ ପାଇପାରିବେ ।
୨୦୨୨ ମସିହା, ଜାନୁଆରୀ ମାସ ୨୯ ତାରିଖ, ଶନିବାର, ମକର ୧୬ ଦିନ, ମାଘମାସ, କୃଷ୍ଣପକ୍ଷ, ଦ୍ୱାଦଶୀତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...