• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Motivational Thoughts
Motivational Thoughts: ମନକୁ ସବୁବେଳେ ଖରାପ ଚିନ୍ତା ଆସୁଛି କି ? ଏମିତି କରନ୍ତୁ, ଆଉ ଆସିବନି...

ନକାରାତ୍ମକ ଚିନ୍ତାକୁ ଯଥାଶୀଘ୍ର ମନରୁ ହଟାଇବା ଉଚିତ୍ । କାରଣ ଯଦି ନକାରାତ୍ମକ ଚିନ୍ତା ଦୀର୍ଘ ସମୟ ଧରି ମନରେ ରହେ ଆପଣଙ୍କର ଭଲ କାମ ମଧ୍ୟ ଖରାପ ହୋଇପାରେ । 

How Safe Are Bottled Water
Bottled Water: କେତେ ସୁରକ୍ଷିତ ବୋତଲରେ ସିଲ୍ ହୋଇଥିବା ପାଣି ? ଜୀବନ ପାଇଁ ଆଣିପାରେ ବିପଦ !

ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି FSSAI। 

There are several ways to find out what your child is interested in
Child Care: ପିଲାଙ୍କର ଆଗ୍ରହ କେଉଁ କାମରେ ଅଛି ତାହା ଜାଣିବା ଲାଗି କେତୋଟି ଉପାୟ

ଅନେକ ସମୟରେ ବଡମାନେ ନିଜ ପିଲାର ଆଗ୍ରହ କେଉଁଥିରେ ଅଛି ଜାଣିପାରନ୍ତି ନାହିଁ । ଆଜି ସେଇ ପ୍ରସଙ୍ଗରେ କେତୋଟି କଥା ଓ ଟିପ୍ସ।

Should You Eat Curd In Winter
Should You Eat Curd In Winter: ଶୀତଦିନରେ ଦହି ଖାଇବା ଭଲ ନା ଖରାପ ? ଜାଣନ୍ତୁ ଓ ମାନନ୍ତୁ...

ଶୀତଦିନେ ଦହି ଖାଇଲେ ଶରୀର ପାଇଁ କଣ ଫାଇଦା ହୋଇଥାଏ ? ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି ? ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ହୋଇଥାଏ... 

Use Turmeric In Winters
Use Turmeric In Winters: ଶୀତଦିନେ ଖାଆନ୍ତୁ ହଳଦୀରୁ ପ୍ରସ୍ତୁତ ଏହି ଖାଦ୍ୟ; ରହିବନି ଆଉ ଏହି ରୋଗ ! 

ହଳଦୀରେ ଔଷଧୀୟ ଗୁଣ ମିଳିଥାଏ ଏଥିରେ କ୍ୟାଲସିୟମ, ଆଇରନ ସହ ଅନେକ ଭିଟାମିନ ଥାଏ, ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଳଦୀରେ ପ୍ରସ୍ତୁତ କେଉଁ ଖାଦ୍ୟ ଖାଇ ହେବ ?  

ଅଁଳାର ଔଷଧୀୟ ଗୁଣ
Health Benefits Of Amla:୧୫ଟି ରୋଗ ପାଇଁ ଅଁଳାରୁ ଘରେ ପ୍ରସ୍ତୁତ କରନ୍ତୁ ମେଡିସିନ୍, ପାଚିବନି ଚୁଟି, ହେବନି ହାର୍ଟ ଆଟାକ୍

ଆପଣଙ୍କ ବାଡ଼ିରେ ଥିବା ଏହି ଗଛର ପତ୍ରଠାରୁ ଫଳ ଯାଏ ସବୁକିଛି ଔଷଧ। କେଶ ସମସ୍ୟା ରହିବନି, ହୃଦରୋଗ ଆସିବନି, ନପୁଂସକତା ଦୂରହେବ, ଆଜମା ଓ ଶ୍ୱାସରୋଗ ଉଡ଼ିଯିବ। କିନ୍ତୁ କିଛି ପଇସା ଖର୍ଚ୍ଚ ହେବନି। ପଢ଼ନ୍ତୁ ୧୫ଟି ରୋଗର ସହଜ ଆୟୁର୍ବେଦିକ ଔଷଧ ତିଆରିର ଉପାୟ।

How to prevent back pain for life follow 8 healthy habits
Tips to avoid back pain: ମାନନ୍ତୁ ଏହି ୮ଟି ଟିପ୍ସ; କେବେ ବି ହେବନାହିଁ ପିଠି ଯନ୍ତ୍ରଣା

ଏଠାରେ ଆମେ ଏପରି କିଛି ଅଭ୍ୟାସ ବିଷୟରେ କହୁଛୁ ଯାହାକୁ ଯଦି ଧ୍ୟାନରେ ରଖାଯାଏ, ଆପଣ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବେ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିପାରିବେ। ତେବେ ଆସନ୍ତୁ ସେହି ଉପାୟଗୁଡିକ ଜାଣିବା।

Is your child skipping lessons?
ଆପଣଙ୍କ ପିଲା ପାଠରୁ ଦୂରେଇ ଯାଉଛି କି ? ମାନନ୍ତୁ ଏହି ଟିପ୍ସ, ପାଠରେ ମନ ଲାଗିବ…

ଅନେକ ସମୟରେ ବାପାମାଆମାନେ ଅଭିଯୋଗ କରନ୍ତି ଯେ, ସେମାନଙ୍କ ପିଲା ପାଠପଢା ନାଁ ଶୁଣିଲେ ଦୌଡୁଛି। ତେବେ ପିଲାମାନେ ପାଠ ପଢାରେ କିପରି ମନ ଦେବେ ସେଥିପାଇଁ ବାପାମାଆ ସେମାନଙ୍କୁ ଅନେକ ପ୍ରକାରର ପ୍ରଲୋଭନ ମଧ୍ୟ ଦେଖାନ୍ତି । ଏହା ସତ୍ତ୍ୱେ ବି ସେମାନେ ପାଠ ପଢିବାରେ ମନ ଦିଅନ୍ତି ନାହିଁ। ଏଭଳି ପରିସ୍ଥିତିରେ ଆପଣଙ୍କ ପିଲା କେମିତି ପାଠ ମନସ୍କ ହେବ, ସେ ସଂପର୍କରେ ଆପଣଙ୍କ ପାଇଁ କିଛି ଟିପ୍ସ…

  • Saturday, 30 November 2024
cultivate vegetables on the roof of your house
Tips And Tricks: ଛାତରେ କରୁଛନ୍ତି କି ଚାଷ… ଜାଣନ୍ତୁ ବିନା ସାରରେ କିପରି ପାଇବେ ଅଧିକ ଉତ୍ପାଦନ

ଯଦି ଆପଣ ନିଜ ଘରର ଛାତରେ ଏକ ବଗିଚା କରିଛନ୍ତି ତେବେ ଏହି ଖବର ଉପରେ ନଜର ପକାଇବା ଜରୁରୀ। ଏଠାରେ ଆମେ ଆପଣଙ୍କୁ ଛାତ ବଗିଚାର କିଛି ଟିପ୍ସ କହିବୁ, ଯାହା ଦ୍ୱାରା ଜୈବିକ ସାର ବ୍ୟବହାର କରି ଆପଣ ପ୍ରଚୁର ପନିପରିବା ପାଇପାରିବେ।

Know the Hair Care Tips hair fall and graying will stop
Hair Care Tips: ବନ୍ଦ ହୋଇଯିବ କେଶ ଉପୁଡ଼ିବା ଓ ପାଚିବା, ଗାଏବ୍ ହୋଇଯିବ ରୁପି

ଚୁଟି କଳା କରୁଥିବାରୁ ମୁଣ୍ଡରେ ଘା’ ହେଉଛି ଓ ରୁପି ବଢୁଛି। ହାତରେ ବଜାରର କୃତ୍ରିମ ରଙ୍ଗ ଆଣି ମେହେନ୍ଦି କରିବାରୁ କଣନଖା ହେଲା ଓ ଚର୍ମରେ ଇମ୍ଫେକ୍ସନ୍ ହେଉଛି। ଏହା ଗୋଟିଏ ଥରରେ ଭଲ ହେଇଯିବ। ଆପଣଙ୍କ ବାଡ଼ିର ଏହି ଗଛଟି ଏହାର ମହୌଷଧି ପରି କାମ କରିବ।

Yoga poses for eye sight improve dry eyes
Yoga For Eye Sight: ଆପଣଙ୍କ ଦୃଷ୍ଟିଶକ୍ତି କମୁଛି କି…କରନ୍ତୁ ଏହି ଯୋଗ, ହେଇଯିବ ସମାଧାନ

ଆଖି ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା। ଯୋଗାସନର ନିୟମିତ ଅଭ୍ୟାସ ଆଖିର ପ୍ରତ୍ୟେକ ସମସ୍ୟାକୁ ହ୍ରାସ କରିଥାଏ।

ଆପଣଙ୍କୁ ଯଦି କୌଣସି ବ୍ୟକ୍ତି ଅପମାନିତ କରିବେ ତେବେ ଆପଣଙ୍କୁ କେମିତି ଅନୁଭବ ହେବ ।
Chanakya Niti: କେବେ କାହାରିକୁ ଅପମାନିତ କରିବା ଉଚିତ୍ ନୁହେଁ, କାହିଁକି..?

ଅନ୍ୟମାନଙ୍କ ସହ ସେମିତି ବ୍ୟବହାର କରନ୍ତି ଯେମିତି ସେ ନିଜ ପାଇଁ ବ୍ୟବହାର ଚାହାନ୍ତି । ସେମାନେ ନିଜ ପାଇଁ ଲୋକଙ୍କଠାରୁ ଭଲ ବ୍ୟବହାର ଚାହାନ୍ତି ତେଣୁ ସେମାନେ ଅନ୍ୟକୁ ମଧ୍ୟ ଭଲ ବ୍ୟବହାର କରିଥାନ୍ତି ।

Game develops children's abilities
Child Care: ଖେଳରେ ଲୁକ୍କାୟିତ ଶକ୍ତି – ୧୦ଟି ସାମର୍ଥ୍ୟ ଯାହା ଖେଳରୁ ଆସେ

ଖେଳରେ ଲୁଚି ରହିଛି ଅନେକ ଶକ୍ତି । ତେବେ ଖେଳ କେମିତି ଆପଣଙ୍କ ପିଲାର ମସ୍ତିଷ୍କ ବିକାଶ କରିବାରେ ସହାୟକ ହୁଏ ତା'ର ୧୦ଟି ପ୍ରୟୋଗାତ୍ମକ ଦିଗ ବିଷୟରେ ଜାଣିବା ଆସନ୍ତୁ ।

Use this chutney to reduce uric acid level
Health Tips: ଚଟଣୀରେ ବ୍ୟବହାର କରନ୍ତୁ ଏହିସବୁ ଜିନିଷ, ଦୂର ହେବ ୟୁରିକ୍ ଏସିଡ୍ ସମସ୍ୟା

କେବଳ ସୁସ୍ଥ ଖାଦ୍ୟ ଏବଂ ଘରୋଇ ଉପଚାର ୟୁରିକ୍ ଏସିଡ୍ ସମସ୍ୟା ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ବିଶେଷକରି ଯଦି ଆମେ ଆୟୁର୍ବେଦକୁ ଯାଇ ଏକ ସୁସ୍ଥ ଖାଦ୍ୟ ଶୈଳୀକୁ ଗ୍ରହଣ କରିବା, ତେବେ ମୂଳରୁ ୟୁରିକ୍ ଏସିଡ୍ ସମସ୍ୟା ସମାଧାନ ହୋଇପାରିବ।

gardening tips for growing tomato plants with homemade compost
Tips and Tricks: ଛାତରେ ଟମାଟୋ ଚାଷ କରି ଅଧିକ ଫଳ ପାଇବାକୁ ଚାହୁଁଛନ୍ତି କି… ଜାଣନ୍ତୁ ଏହି ଦେଶୀ ଟିପ୍ସ

ଆଜିର ଦିନରେ ଟମାଟୋ ଏକ ଅତି ଜରୁରୀ ପରିବା ହୋଇଥିବାରୁ ଅନେକ ଲୋକ ଏହାକୁ ଛାତ ଉପରେ କରିବାକୁ ପସନ୍ଦ କରନ୍ତି। ଯଦି ଆପଣ ମଧ୍ୟ ନିଜ ଛାତ, ଟେରାସ କିମ୍ବା ବାଲକୋନୀରେ ଟମାଟୋ ଗଛ ଲଗାଇଛନ୍ତି, ତେବେ କିଛି ଘରୋଇ ଉପଚାର ସହିତ ସେସବୁର ଉନ୍ନତି କରି ଶୀତଦିନେ ମଧ୍ୟ ପ୍ରଚୁର ଫଳ ପାଇପାରିବ।

Malaika arora flexibility workout routine easy yoga exercise without equipment
Health Tips: ମଲାଇକା ଆରୋରାଙ୍କ ଠାରୁ ଶିଖନ୍ତୁ ଏହିସବୁ ବ୍ୟାୟାମ; ବିନା ଉପକରଣରେ ହେବ ଫିଟ୍ ଫିଗର୍‌

ନିଜର ବୋଲ୍ଡ ଫିଗର ଏବଂ ଷ୍ଟାଇଲିସ୍ ଡ୍ରେସିଂ ସେନ୍ସ କାରଣରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚିତ। ମଲାଇକା ତାଙ୍କ ସୋସିଆଲ ମିଡିଆରେ ବହୁତ ସରଳ ୱାର୍କଆଉଟ୍ ରୁଟିନ୍ ଶେୟାର କରନ୍ତି, ଯାହା ତାଙ୍କ ପ୍ରଶଂସକମାନେ ଘରେ ସହଜରେ କରିପାରିବେ।

sleeping tips
ରାତିରେ ଭଲ ନିଦ ହେଉନି କି ? ମାନନ୍ତୁ ଏହି ଟିପ୍ସ, ଶାନ୍ତିରେ ଶୋଇବେ...

ଆଜିକାଲି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଅନେକ ସମୟରେ ଆପଣ ଯେତେ ଚେଷ୍ଟା କଲେ ବି ଆଖିକୁ ନିଦ ଆସେନି। ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ, ବେଡ୍‌ରେ ପଡୁ ପଡୁ ଆପଣଙ୍କୁ ନିଦ ଆସିଯିବ।

  • Friday, 22 November 2024
Chanakya Niti Odia
ଚାଣକ୍ୟ ନୀତି: ଶତ୍ରୁକୁ ପରାସ୍ତ କରିବାର ୧୦ ଗୁରୁତ୍ୱପୂର୍ଣ୍ଣ ଉପାୟ....

ଆସନ୍ତୁ ଜାଣିବା ଚାଣକ୍ୟ ନୀତିର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ, ଯାହା ଦ୍ୱାରା ଶତ୍ରୁକୁ ପରାସ୍ତ କରିବା ସହଜ ହେବ ।

  • Friday, 22 November 2024
Parenting Tips For Kids In Odia
ଟିକେ ଟିକେ କଥାରେ ପିଲାଟି ରାଗିଯାଉଛି କି ? କେମିତି ବୁଝାଇବେ…

ଆପଣଙ୍କ ପିଲା ଟିକେ ଟକେ କଥାରେ ରାଗି ଯାଉଛି କି ? ଆପଣ ଏହାକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଆମେ ଆପଣଙ୍କୁ କିଛି ସହଜ ଉପାୟ ବତେଇବୁ, ଯାହା ଆପଣଙ୍କ ପିଲାକୁ ଖୁବ୍ ସହଜରେ ଶାନ୍ତ କରିବ। ମନେ ରଖନ୍ତୁ ପିଲାଙ୍କ ରାଗ ପଛରେ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନ ରହିଛି।

  • Friday, 22 November 2024
Weight Loss Tips In Odia
ଆପଣଙ୍କ ଓଜନ ବଢ଼ିଯାଉଛି ? କେମିତି କମାଇବେ ଜାଣନ୍ତୁ....

ଆଜିକାଲି ଓଜନ ବଢ଼ିବା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଓଜନ କମାଇବାକୁ କିଏ ଜିମ୍‌ର ସାହାରା ନେଉଛି ତ ଆଉ କିଏ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହା ଆପଣ ସହଜରେ କରିପାରିବେ।

  • Thursday, 21 November 2024
Parenting Tips
ଏହି ୧୦ଟି କଥାକୁ ନେଇ କେବେବି ପିଲାମାନଙ୍କୁ ଟଣ୍ଟ୍ ମାରନ୍ତୁ ନାହିଁ; ଆସିଯିବ ସଂପର୍କରେ ଦୂରତା

ବାପାମାଆଙ୍କର ସବୁ କଥା ପିଲାମାନଙ୍କର ହୃଦୟର ଗଭୀରକୁ ଯାଇଯାଏ ଏବଂ ସେମାନଙ୍କ ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଏମିତି ୧୦ଟି ଜିନିଷ ବିଷୟରେ ଜାଣିବା ଯାହାକୁ ନେଇ ପିଲାମାନଙ୍କୁ ଗାଳି ନ ଦେବା ଉଚିତ।

  • Thursday, 21 November 2024
Importance of winter diet
Nutrition: କେଉଁ ଋତୁରେ କ’ଣ ଖାଇବେ, ଜାଣନ୍ତୁ ଶରୀର ଉପରେ ଏହାର କ’ଣ ପ୍ରଭାବ

ଶୀତଦିନ ଆସିବା ମାତ୍ରେ ପିଲାମାନଙ୍କଠାରେ ଥଣ୍ଡା କାଶ ଆଦି ଦେଖାଯାଏ। ଜଳବାୟୁର ପରିବର୍ତ୍ତନ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ, ଏଣୁ ଏହା ପୁନଃ ବିକାଶ କରିବାକୁ ଆମକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ। ସେଥିପାଇଁ ଋତୁ ପରିବର୍ତ୍ତନ ହେବା ସହ ଉକ୍ତ ସମୟରେ ମିଳୁଥିବା ପନିପରିବା ତଥା ଶସ୍ୟ ଆଦି ଖାଇବାର ଅଭ୍ୟାସ ରହି ଆସିଛି।

The best formula of walk 6-6-6 is walking rule
Health Tips: ଆପଣ ଜାଣନ୍ତି କି ଚାଲିବାର ଠିକ ଉପାୟ… ଜାଣନ୍ତୁ ଚାଲିବାର ବେଗ କେତେ ହେବା ଉଚିତ

ଚାଲିବା ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଚାପକୁ ହ୍ରାସ କରିଥାଏ। ଏନେଇ ଆଜିକାଲି ଅନେକ ଏହାକୁ ନିଜ ଦୈନନ୍ଦିନ ଅଭ୍ୟାସରେ ଯୋଡୁଛନ୍ତି। କିନ୍ତୁ ଚାଲିବାର ସଠିକ୍ ମାର୍ଗ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Relationships Questions For Couples
Relationship Tips: ବୈବାହିକ ଜୀବନକୁ ରୋମାଣ୍ଟିକ୍ କରିବା ନେଇ ନିଜ ପାର୍ଟନର୍‌ଙ୍କୁ ପଚାରନ୍ତୁ ଏହି ୫ ପ୍ରଶ୍ନ

ଆଜି ଆମେ ଆପଣଙ୍କୁ ଏମିତି ୫ଟି କଥା କହିବି ଯାହା ବିଷୟରେ ଆପଣ ନିଜ ପାର୍ଟନର ସହିତ ଖୋଲାଖୋଲି ଭାବେ କଥା ହେବା ଉଚିତ। ଏହି ପ୍ରଶ୍ନଗୁଡ଼ିକ ଆପଣଙ୍କ ସମ୍ପର୍କକୁ ବୃଢ କରିବାରେ ସାହାଯ୍ୟ କରିବ।

What are the benefits of kanji
Nutrienits: କାଞ୍ଜି ଭଲ କରେ ଛୋଟ ପିଲାଙ୍କ ତରଳ ଝାଡ଼ା

କାଞ୍ଜି କେବଳ ଯେ ଆମ ପାଟି ସୁଆଦ କରେ, ତାହା ନୁହେଁ, ବରଂ ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରିତା ଏହାର ରହିଛି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳି।