ଚାଲିଛି ଶିବଙ୍କ ପ୍ରିୟ ଶ୍ରାବଣ ମାସ । ଏହି ମାସରେ ବାସ୍ତୁ ସହ କିଛି ଉପାୟ ଆପଣାଇଲେ ଶୁଭଫଳପ୍ରାପ୍ତ ହୋଇଥାଏ । ଅନେକ ଜିନିଷ ଅଛି ଯାହା ଉପରେ ଏହି ମାସରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଶ୍ରାବଣ ମାସରେ କେଉଁ ଗଛ ଲଗାଇଲେ କେଉଁ ଶୁଭଫଳପ୍ରାପ୍ତ ହୁଏ ଜାଣନ୍ତୁ...
ବଜ୍ରାସନ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପିଠି ଓ ଅଣ୍ଟା ସମସ୍ୟାକୁ ଦୂରକରେ। ଖାଲି ଏତିକି ନୁହେଁ ଏହା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା।
ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍ ସ୍ତରକୁ ସନ୍ତୁଳିତ ରଖିଥାଏ ।
ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।
ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।
ଶରୀର ପାଇଁ ଶକ୍ତି ଜରୁରୀ। ଶକ୍ତି କମିଗଲେ ଶରୀର ହାଲିଆ ହୋଇପଡେ। କାମ କରିବାରେ ଇଛା ଲାଗେନି। ତେବେ ଶରୀରକୁ ଶକ୍ତି ଯୋଗାଇବା ପାଇଁ କେଉଁସବୁ ଯୋଗ କରିବା ଜରୁରୀ ଆସନ୍ତୁ ଜାଣିବା।
ଆପଣ ୧୦ ସେକେଣ୍ଡ ଗୋଟିଏ ଗୋଡରେ ଠିଆ ହୋଇ ପାରୁଛନ୍ତି ତ? ଯଦି ନା, ତେବେ ଆପଣଙ୍କ ପ୍ରତି ବିପଦ ରହିଛି। ଅନ୍ୟମାନଙ୍କ ତୁଳନାରେ ଆଗାମୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ରହିଛି।
କମ୍ପ୍ୟୁଟର ଆଗରେ ଅଧିକ ସମୟ ବସିବା ପଡିପାରେ ମହଙ୍ଗା...
ନିଶ-ଦାଢି ଆଜିକାଲି ଟ୍ରେଣ୍ଡ୍ ହୋଇଛି। ଯୁବପିଢି ଏହାକୁ ଆଦରୁଛନ୍ତି। ଏହା ଏକ ଫ୍ୟାସନ ହୋଇଥିଲେ ମଧ୍ୟ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ।
ପାର୍ଲରରେ ପଇସା ଖର୍ଚ୍ଚ ନକରି ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ମୁହଁର ଯତ୍ନ ନେଇପାରିବେ । ଖରା ଦିନେ କିପରି ଆମ ତ୍ୱଚାର ଯତ୍ନ ନେବା ତାହା ଏକ ବଡ ସମସ୍ୟା ଭାବେ ଦେଖାଦିଏ । ଏଥିଯୋଗୁ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍ ସମସ୍ୟା ଦେଖାଦିଏ । ଆପଣ ଘରୋଇ ଉପାୟରେ ହର୍ବାଲ ଫେସ୍ପ୍ୟାକ ବନେଇ ତ୍ୱଚ୍ଚାରେ ଲଗେଇ ପାରିବେ । ତା’ହେଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ…
ଆଜି, ୨୦୨୨ ମସିହା, ମେ ମାସ, ୧୮ ତାରିଖ, ବୁଧବାର, ବୃଷ, ୪ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…
ଆଜି ୨୦୨୨ ମସିହା, ମେ ମାସ, ୧୭ ତାରିଖ, ମଙ୍ଗଳବାର, ସୈାର, ବୃଷ ମାସ, ଜ୍ୟେଷ୍ଠ କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା, ମେ ମାସ, ୧୬ ତାରିଖ, ସୋମବାର, ବୃଷ, ୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ପୂର୍ଣ୍ଣିମ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ....
ଆଜି ୨୦୨୨ ମସିହା, ମେ ମାସ, ୧୫ ତାରିଖ, ରବିବାର, ବୃଷ, ୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର, ତୁଳା ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ
ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।
ଆଜି ୨୦୨୨ ମସିହା, ମେ ମାସ ୧୩ ତାରିଖ, ଶୁକ୍ରବାର, ମେଷ, ୩୦ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ହସ୍ତା ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା ମେ ମାସ ୧୨ ତାରିଖ, ଗୁରୁବାର, ମେଷ, ୨୯ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି, ଉତ୍ତରା ଫାଲଗୁନି ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା, ମେ ମାସ, ୧୧ ତାରିଖ, ବୁଧବାର, ମେଷ, ୨୮ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ପୂର୍ବାଫାଲଗୁନି ନକ୍ଷତ୍ର, ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ହସ୍ତତନ୍ତ ମେଳା ଆରମ୍ଭ...ଏହି ମେଳା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ
ଆଜି ୨୦୨୨ ମସିହା ମେ ୧୦ ତାରିଖ, ମଙ୍ଗଳବାର, ମେଷ, ୨୭ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ମଘା ନକ୍ଷତ୍ର, ସିଂହ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା ମେ ମାସ ୯ ତାରିଖ, ସୋମବାର, ମେଷ, ୨୬ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା ମେ ମାସ ୮ ତାରିଖ ରବିବାର ମେଷ ୨୫ ଦିନ ବୈଶାଖ ମାସ ଶୁକ୍ଳପକ୍ଷ, ସପ୍ତମୀ ତିଥି ପୂଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଜ୍ୟୋତିଷ ବାଣୀ- ଶରୀର ସୁସ୍ଥ ରହିବା ସହିତ ଗୃହରେ ସୁଖ ଶାନ୍ତି ପାଇବା ପାଇଁ ସରଳ ପ୍ରତିକାର। ପ୍ରତ୍ୟେକ ରବିବାର ଦିନ ସ୍ନାନ ପରେ ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧି ଧୂପ, ଦୀପ, ଲାଲ୍ ମନ୍ଦାର ଫୁଲ, ଦେଇ ତମ୍ବା ପାତ୍ରରେ ଗୁଡ଼ ପାଣିରେ ଆଦିତ୍ୟ ହୃଦୟ ସ୍ତୋତ୍ର ପଢି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ, ଏହା ୪୩ ଟି ରବିବାର କରନ୍ତୁ
ଆଜି ୨୦୨୨ ମସିହା, ମେ ମାସ, ୬ ତାରିଖ, ଶୁକ୍ରବାର, ମେଷ, ୨୩ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ଆଦ୍ରା ନକ୍ଷତ୍ର,ମିଥୁନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...