ବ୍ୟାଙ୍କ ଅଫ୍ ବରୋଦାରେ ପୂରଣ ହେବ SO ପଦବୀ। ଏନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
BOBରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ବ୍ୟାଙ୍କ ଅଫ୍ ବରୋଦାର କର୍ପୋରେଟ୍ ଏବଂ ଆନୁଷ୍ଠାନିକ କ୍ରେଡିଟ୍ ବିଭାଗରେ ଅନେକ ପଦବୀ ଖାଲି ଅଛି। ଏହାକୁ ପୂରଣ କରିବା ନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ବ୍ୟାଙ୍କ୍ ଅଫ୍ ବରୋଦା(BOB) ନିୟମିତ ଭାବରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ସର୍ବାଧିକ ୮୯, ୮୯୦ ଟଙ୍କା ପାଇବେ।