/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684475627.jpg)
ASO merit list scrapped
ASO ମେରିଟ୍ ଲିଷ୍ଟ୍ ଖାରଜ। ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଛି। OPSC ଦ୍ୱାରା ପରିଚାଳିତ ASO ପରୀକ୍ଷାର ମେରିଟ୍ ଲିଷ୍ଟ୍ ହାଇକୋର୍ଟ ଖାରଜ କରିଛନ୍ତି।
Advertisment
୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୭୯୬ଟି ASO ପଦବୀ ପାଇଁ ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)