Advertisment

NPCILରେ ପୂରଣ ହେବ ୧୨୮ ପୋଷ୍ଟ୍; ଦରମା ୫୬ ହଜାର

NPCIL ଡେପୁଟି ମ୍ୟାନେଜର ଓ ଜୁନିଅର ହିନ୍ଦୀ ଅନୁବାଦକଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ଚାଲିଛି। ପ୍ରାର୍ଥୀମାନେ ୨୯ ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ।

author-image
Pramod Behera
Npcil recruitment for deputy manager and junior hindi translator

Npcil recruitment for deputy manager and junior hindi translator

ପାଇଁ ଆଣବିକ ନିଗମ, ଇଣ୍ଡିଆ (NPCIL) ଡେପୁଟି ମ୍ୟାନେଜର ଓ ଜୁନିଅର ହିନ୍ଦୀ ଅନୁବାଦକଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ଚାଲିଛି। ପ୍ରାର୍ଥୀମାନେ ୨୯ ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାଏ NPCILର ଅଫିସିଆଲ୍ ୱେବସାଇଟ୍‌ npcilcareers.co.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀ ପାଇଁ ପ୍ରାର୍ଥୀମାନେ ସ୍ନାତକ / ପିଜି କରିଥିବା ଉଚିତ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।

ଖାଲି ପଦବୀ:

  • ଡେପୁଟି ମ୍ୟାନେଜର (HR) – ୪୮ ପୋଷ୍ଟ୍
  • ଡେପୁଟି ମ୍ୟାନେଜର (ଫାଇନାନ୍ସ ଏବଂ ଆକାଉଣ୍ଟସ୍) – ୩୨ ପୋଷ୍ଟ୍
  • ଡେପୁଟି ମ୍ୟାନେଜର (C & MM – ୪୨ ପୋଷ୍ଟ୍
  • ଡେପୁଟି ମ୍ୟାନେଜର ଲିଗାଲ୍ – ୨ ପୋଷ୍ଟ୍
  • ଜୁନିଅର ହିନ୍ଦୀ ଅନୁବାଦକ – ୪ ପୋଷ୍ଟ୍
  • ମୋଟ୍ – ୧୨୮ ପୋଷ୍ଟ୍
Advertisment

ଯୋଗ୍ୟତା:

ଡେପୁଟି ମ୍ୟାନେଜର୍ - ପ୍ରାର୍ଥୀମାନେ ଅତିକମରେ ୬୦% ମାର୍କ ସହିତ ପ୍ରାସଙ୍ଗିକ ଷ୍ଟ୍ରିମ୍‌ରେ ସ୍ନାତକ କରିଥିବା ଉଚିତ। ଏହା ସହିତ, ଦୁଇ ବର୍ଷର MBA ମଧ୍ୟ ଆବଶ୍ୟକ।

ଜୁନିୟର୍‌ ଟ୍ରାନ୍ସଲେଟର୍ - ହିନ୍ଦୀ/ଇଂରାଜୀରେ ପିଜି ଡିଗ୍ରୀ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ -୧୨ ମେ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ -୨୯ ମେ ୨୦୨୩

ଆବେଦନ ଶୁଳ୍କ:

  • ଡେପୁଟି ମ୍ୟାନେଜର - ୫୦୦ ଟଙ୍କା
  • ଜୁନିୟର୍‌ ଟ୍ରାନ୍ସଲେଟର୍ – ୧୫୦ ଟଙ୍କା

ଦରମା:

  • ଡେପୁଟି ମ୍ୟାନେଜର୍ - ୫୬,୧୦୦
  • ଜୁନିଅର ହିନ୍ଦୀ ଅନୁବାଦକ - ୩୫,୪୦୦

ବୟସ ସୀମା:

  • ଡେପୁଟି ମ୍ୟାନେଜର୍ – ୧୮-୩୦ ବର୍ଷ
  • ଜୁନିଅର ହିନ୍ଦୀ ଅନୁବାଦକ – ୧୮-୨୮ ବର୍ଷ

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs
Advertisment
Advertisment