‘ପଠାନ୍’ର ବକ୍ସ ଅଫିସ୍ ରୋଜଗାରକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଅନଲାଇନରେ ଦେଖାଯାଇଥିବା ବେଳେ ‘ପଠାନ୍’ ବକ୍ସ ଅଫିସ୍ ରୋଜଗାରକୁ ନେଇ କାଜୋଲଙ୍କ ମତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି। ଏନେଇ ଶାହରୁଖଙ୍କ ପ୍ରଶଂସକମାନେ କାଜୋଲଙ୍କ ଉପରେ ରାଗିଯାଇଛନ୍ତି।
ପ୍ରେମ ପାଇଁ ଭୟଙ୍କର ସଜା । ସମ୍ପର୍କୀୟାଙ୍କୁ ପ୍ରେମ କରି ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ନାବାଳକ । ତାଙ୍କ ଆକୁଳ ଚିତ୍କାରରେ ଫାଟି ପଡ଼ୁଛି ହସ୍ପିଟାଲ । ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲ କର୍ମଚାରୀଙ୍କ ଆଖିରେ ଲୁହ ।
ଏହି ଯୋଜନା ଅଧୀନରେ ଲୋକଙ୍କୁ ୩୦ ହଜାର ଟଙ୍କା ମିଳୁଛି । ଯୋଜନାର ନିୟମ ଅନୁସାରେ ଏହି ଟଙ୍କା କେବଳ, ଯେଉଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥାଏ ତାଙ୍କୁ ମିଳିବ ବୋଲି କୁହାଯାଇଛି ।ଏହି ଯୋଜନାର ଲାଭ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ମିଳିବ ବୋଲି କୁହାଯାଇଛି ।
ମୃତଦେହ ଫିଙ୍ଗିବା ପାଇଁ ଓଲା କ୍ୟାବ୍ ବୁକିଂ। ହେଲେ କ୍ୟାବ୍ ଡ୍ରାଇଭର ଏସବୁ ଜାଣିବା ପରେ ସବୁକିଛି ପ୍ଲାନ୍ ଫେଲ୍ ହୋଇଥିଲା ଓ ଶେଷରେ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲେ ଅଭିଯୁକ୍ତ।
ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ଫେସ୍ବୁକ୍ରେ ଏକ ଫେକ୍ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ ।
କାର୍କୁ ପିଛା କରି କେତେବେଳେ କାର୍ ଆଗକୁ ଚାଲି ଆସୁଥିଲେ ତ ଆଉ କେତେବେଳେ ସାଇଡ୍ରେ ବାଇକ୍ ଚଲାଇ ଯାଉଥିଲେ। ଏମିତି କିଛି ସମୟ ପାଇଁ ଦୁର୍ବୃତ୍ତମାନେ ଆତଙ୍କିତ କରି ପୁରା ଅଞ୍ଚଳକୁ ରଖିଥିଲେ।
ଦିନେ ଯାହାକୁ କାଖେଇ କୋଳେଇ ବୁଲୁଥିଲେ, ଆଜି ସେ ଅତି ନୃଶଂସ ଭାବରେ କକାଙ୍କୁ ହତ୍ୟା କରିଛି । ଟଙ୍କା ନେଲା, ହେଲେ ଟଙ୍କା ଫେରାଇବାକୁ କହିବା ପରେ ଜୀବନ ନେଇଗଲା ।
୨୦ ଟଙ୍କା ପକାଇ ଲୁଟିନେଲେ ୧୦ ଲକ୍ଷ । ତଳେ ପଡ଼ିଥିବା ୨୦ ଟଙ୍କା ଖୋଜିବାରେ ବ୍ୟସ୍ତ ଥିଲେ କିରାଣୀ..ପଛପଟୁ ୧୦ ଲକ୍ଷ ଉଡ଼ାଇନେଲେ ଚୋର ।
ରବିବାର ସନ୍ଧ୍ୟାରେ ସାଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ର ଏକ କୋଚ୍ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।
ଯୁବତୀ ବାଇକ୍ ଷ୍ଟଣ୍ଟ କରିବା ସମୟରେ ନିଜ ଜୀବନ ପ୍ରତି ନା ମନରେ ଭୟ ରହିଛି ନା କୌଣସି ଲୋକଙ୍କ ଜୀବନ ଯିବା ପ୍ରତି ଖାତିର ଅଛି । ଫୁଲ୍ ଆକ୍ସନ ଓ ଷ୍ଟାଇଲିସ୍ରେ ଯୁବତୀ ଜଣକ ଭିଡିଓରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି ।
ଯମୁନା ବନ୍ୟା ଯନ୍ତ୍ରଣାରୁ ଏବେବି ମୁକୁଳି ପାରିନି ଦିଲ୍ଲୀ । ନଦୀ ଜଳସ୍ତର ଖସିଥିଲେ ବି ଦୁର୍ଦ୍ଦଶା ହଟିନି । ଦିଲ୍ଲୀର ଯେଉଁଆଡେ ଅନାଇଲେ ଜଳାର୍ଣ୍ଣବ ସ୍ଥିତି । ଗତକାଲି ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ବର୍ଷା ହେବାରୁ ସ୍ଥିତି ଆହୁରି ବିଗିଡିଛି ।
କୋଚିନ୍ ଶିପ୍ୟାର୍ଡ ଲିମିଟେଡ୍ ଏବେ ଶ୍ରମିକ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ ପଦବୀ ପୂରଣ ହେବ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।
ଡ୍ରାମା କ୍ୱିନ୍ ରାଖୀ ସାୱନ୍ତଙ୍କ ଟଙ୍କା, କାର୍, ମୋବାଇଲ୍ ଚୋରି ହୋଇଯାଇଛି। ଏହି କାରଣରୁ ସେ ଖୁବ୍ ଚିନ୍ତାରେ ଥିବା ଜଣାପଡିଛି। ଅଭିନେତ୍ରୀଙ୍କ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଅତି ସୁନ୍ଦର ଚିତ୍ର.. ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ ଚନ୍ଦ୍ରୟାନ-୩ର ଫଟୋ ।
ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।
ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଜଣେ ଶିକ୍ଷକଙ୍କ ଅଭିନବ ପ୍ରୟାସ। ସେ ନାଚ, ଗୀତ ମାଧ୍ୟରେ ପିଲାମାନଙ୍କୁ ପାଠ ପଢଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି।
ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ
ମହଙ୍ଗା ପଡିଲା ମୋମୋ ଚ୍ୟାଲେଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ ।
ଏୟାର ଇଣ୍ଡିଆ ଫ୍ଲାଇଟରେ ଜଣେ ଯାତ୍ରୀ ହଙ୍ଗାମା କରିଛନ୍ତି । ସିଡନୀ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଘଟଣା ଘଟିଛି ।
ଦିଲ୍ଲୀ ବନ୍ୟା ନେଇ ମୋଦି- LG ଆଲୋଚନା
ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ୫ କାଉଡ଼ିଆଙ୍କ ଜୀବନ ଯାଇଛି । ଘଟଣାରେ ୫ଜଣ ଆହତ ମଧ୍ୟ ହୋଇଛନ୍ତି ।
ଚାଲିଛି ଶ୍ରାବଣ ମାସ। ଶିବ ଭକ୍ତମାନେ ମହାଦେବଙ୍କ କୃପା ପାଇବା ପାଇଁ ପାଣି ଭାର ନେଇ ସବୁ ସୋମବାରରେ ବିଭିନ୍ନ ଶୈବପୀଠକୁ ଯାଇ ଶିବ ଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଏହି ଶିବ ଲିଙ୍ଗକୁ ସମଗ୍ର ଶକ୍ତିର ଉତ୍ସ ବୋଲି କୁହାଯାଏ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ।
ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି ।