/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696566729.jpg)
Today Panchang
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର । ଚନ୍ଦ୍ର –ତୁଳା ଅହୋରାତ୍ର । ତିଥି- ପ୍ରତିପଦ ରାତ୍ରି ୧୨.୩୨ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ମେଷ ରାଶିର । ପୁଷ୍କର ଦୋଷ-୧ ପାଦ-କୃଷିହାନି–ଭୂମିଦାନ ରାତ୍ରି ୧୨.୩୨ ଗତେ ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୩୧ ରୁ ୦୮.୫୦
ଦିବା- ୧୨.୫୯ ରୁ ୦୩.୦୧
ଦିବା- ୦୩.୪୭ ରୁ ୦୩.୫୩
ରାତ୍ରି- ୦୭.୪୯ ରୁ ୦୯.୨୮
ରାତ୍ରି-୧୧.୫୭ ରୁ ୦୧.୦୫
ରାତ୍ରି- ୦୨.୩୮ ରୁ ୦୫.୪୫
ଅଶୁଭ ସମୟ
ରାହୁକାଳ - ଦିବା ୦୩.୫୩ ରୁ ୦୫.୨୦
କାଳବେଳା - ଦିବା ୧୧.୩୨ ରୁ ୧୨.୫୯
ବାରବେଳା- ଦିବା ୧୦.୦୫ ରୁ ୧୧.୩୨
କାଳରାତ୍ରି- ରାତ୍ରି ୦୧.୦୫ ରୁ ୦୨.୩୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)