• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Minor Girl Death
ମଦୁଆ ଭାଇକୁ ବାଟକୁ ଆଣିବାକୁ ଜୀବନ ଦେଇଦେଲା ଭଉଣୀ : ଚିଠିରେ ଲେଖିଦେଇ ଗଲା ଛାତିଥରା କାହାଣୀ

କହି କହି ଭାଇ ଭଲ ବାଟକୁ ଫେରିଲାନି ଭାଇ । ସବୁବେଳେ ନିଶାରେ ଚୁର ରହି ଠିକ୍‌ଭୁଲ୍‌ ଜାଣି ପାରିଲାନି । ଭାଇକୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ନିଜ ଜୀବନ ହାରିଦେଲା ଭଉଣୀ ।

30041 Vacancy in Post Office Across India
Indian Post Recruitment 2023: ଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ

ଯଦି ଆପଣ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ମିଳିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

mobile app
ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍‌ ? ରଖନ୍ତୁ ଏହି ୪ ଆପ୍‌, ମିଳିବ ଅନେକ ଫାଇଦା

ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍‌ ରହିଛି ଯାହା ଆପଣ ଆପଣଙ୍କ ଫୋନ୍‌ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍‌ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।

Jailer box office collection day 2
Jailer: ଜେଲର୍ ପାଇଁ ପ୍ରଶଂସକ ପାଗଳ: ଦୁଇ ଦିନରେ ୭୫ କୋଟିରୁ ଅଧିକ ରୋଜଗାର

ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ସବୁବେଳେ ପାଗଳ। ଅନ୍ୟପକ୍ଷରେ, ଯଦି ତାଙ୍କ ଫିଲ୍ମ ବହୁ ବର୍ଷର ବ୍ୟବଧାନ ପରେ ପ୍ରେକ୍ଷାଳୟକୁ ଆସେ ତେବେ କିଏ ତାଙ୍କ ଫିଲ୍ମ ଦେଖିବାକୁ ଯିବ ନାହିଁ, ଏହା ହୋଇ ନ ପାରେ।

Salman khan congratulate sunny deol for gadar-2 and praise to team
Gadar 2: ଅଢେଇ କିଲିଆ ହାତରେ ପୂରା ୪୦ କୋଟିର ଓପେନିଂ: ସଲମାନ ଖାନ

‘ଗଦର ୨’ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରୁଛି। ଖାଲି ସାଧାରଣ ଦର୍ଶକ ନୁହେଁ ସୁପରଷ୍ଟାର୍‌ମାନେ ମଧ୍ୟ ଏହାର ଫ୍ୟାନ ହୋଇଯାଇଛନ୍ତି। ସଲମାନ ଯେଉଁଭଳି ଭାବରେ ସନି ପାଜିଙ୍କୁ ପ୍ରଶଂସା କରିଛନ୍ତି ତାହା ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି।

Hindu outfit will give Rs 10 lakh to anyone who slaps bollywood actor Akshay Kumar
କାହିଁକି ଏମିତି ଘୋଷଣା ? ଅଭିନେତା ଅକ୍ଷୟ କୁମାରଙ୍କୁ ଚାପୁଡ଼ା ମାରିଲେ ମିଳିବ ୧୦ ଲକ୍ଷ ଟଙ୍କା !

ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଯଦି କେହି ଚାପୁଡ଼ା ମାରନ୍ତି କିମ୍ବା ତାଙ୍କ ଉପରେ ଛେପ ପକାନ୍ତି, ତା’ହେଲେ ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏନେଇ ଆଗ୍ରାର ଏକ ହିନ୍ଦୁ ସଂଗଠନ ଘୋଷଣା କରିଛି।

manipur violence
ବିରୋଧୀଙ୍କୁ ପୁଣି ମୋଦିଙ୍କ ଟାର୍ଗେଟ୍‌; କହିଲେ, ମଣିପୁରକୁ ନେଇ ରାଜନୀତି କରାଯାଉଛି

ପୂର୍ବରୁ ମଣିପୁର ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଗୃହ ମଧ୍ୟ ସରଗରମ ହୋଇଥିଲା । ପରେ ପରେ ବିରୋଧୀ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଲୋଡ଼ିଥିଲା । ବିରୋଧୀଙ୍କୁ ଜବାବ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହରେ ନିଜର ପ୍ରତିକ୍ରିୟା ରଖିଥିଲେ ।

mumbai accident
ଦ୍ରୁତଗତିରେ ଆସି ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଲା କାର୍‌; ହୋଇଗଲା ଦୁଇଖଣ୍ଡ

ପୋଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନେହେରୁ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।

 Up To 10 Years Jail For Marrying Woman By Concealing Identity
ଆସିବ ନୂଆ ନିୟମ ! ପରିଚୟ ଲୁଚାଇ ଯୁବତୀଙ୍କୁ ବାହା ହେଲେ ୧୦ ବର୍ଷ ଯାଏ ହୋଇପାରେ ଜେଲ୍‌

ପରିଚୟ ଲୁଚାଇ ଯଦି କୌଣସି ଯୁବତୀଙ୍କୁ ବିବାହ କରନ୍ତି କିମ୍ବା ପଦୋନ୍ନତି ଓ ଚାକିରିର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ତା’ହେଲେ ଏଥିପାଇଁ ୧୦ ‍ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ମିଳିପାରେ।

International Youth Day 2023 history significance and theme
International Youth Day 2023: ଆନ୍ତର୍ଜାତୀୟ ଯୁବ ଦିବସ; ଯୁବକମାନଙ୍କୁ ସଶକ୍ତ କରିବାର ଦିନ

ପ୍ରତିବର୍ଷ ଅଗଷ୍ଟ ୧୨ରେ ସାରା ବିଶ୍ୱ ଏହି ଦିନକୁ ଆନ୍ତର୍ଜାତୀୟ ଯୁବ ଦିବସ ଭାବରେ ପାଳନ କରନ୍ତି। ଏହା ଏକ ସଚେତନତା ଦିବସ ଭାବରେ ପାଳନ କରାଯାଏ ଏବଂ ଯୁବକମାନଙ୍କୁ ପ୍ରଭାବିତ କରୁଥିବା ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଆହ୍ୱାନର ଏକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରିଥାଏ।

International Youth Day 2023 5 tips to get strong Brain
International Youth Day 2023: ଆପଣ ମାନସିକ ସ୍ତରରେ ଦୁର୍ବଳ ହୋଇଯାଉଛନ୍ତି କି; ଆପଣଙ୍କ ପାଇଁ ୫ଟି ଟିପ୍ସ

ଯୁବ ଗୋଷ୍ଠୀ ଶାରୀରିକ ଏବଂ ମାନସିକ ସ୍ତରରେ ଯେକୌଣସି କାର୍ଯ୍ୟକୁ ଦକ୍ଷତାର ସହିତ କରିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ଆଜିକାଲି ଦେଖାଯାଏ ଯେ ଯୁବପିଢି ମାନସିକ ସ୍ତରରେ ଦୁର୍ବଳ ହେଉଛନ୍ତି। ଏନେଇ ଯୁବପିଢିଙ୍କୁ ମାନସିକ ଭାବେ ସୁସ୍ଥ ରହିବା ନେଇ କେତେକେ ଦିଗ ପ୍ରତି ଦୃଷ୍ଟିଦେବା ନିହାତି ଜରୁରୀ।

Sedition Law
ବଦଳିବ ଦେଶଦ୍ରୋହ ଆଇନର ସଂଜ୍ଞା; ଏଣିକି ନାବାଳିକା ଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ

ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍ । ନୂଆ ଆଇନରେ ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି।

AIIMS Recruitment 2023
AIIMS Jobs 2023: AIIMS ରେ ସିଧାସଳଖ ନିଯୁକ୍ତି ସୁଯୋଗ; ହାତଛଡା କରନ୍ତୁ ନାହିଁ

AIIMS, ମଙ୍ଗଳଗିରି, ଆନ୍ଧ୍ରପ୍ରଦେଶ ବିଭିନ୍ନ ଅଣ-ଅଧ୍ୟାପକ ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କ ଠାରୁ ଅନ୍‌ଲାଇନ୍ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ।

Omg 2  review movie on sex education must watch
Omg 2 review: କାହାଣୀ ପୂରା ଫିଟ୍: ଅତି ଚତୁରତା ସହ ଦିଆଯାଇଛି ଯୌନ ଶିକ୍ଷା

ପରିସ୍ଥିତି ବଦଳିଛି ଆଉ ଭାବନା ମଧ୍ୟ। ବର୍ତ୍ତମାନ OMG 2 ଆସିଛି। ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ତିଆରି କରିଛନ୍ତି ଏବଂ ଆଜିର ପରିବେଶକୁ ନେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ କରିବାକୁ ଚେଷ୍ଟା କରିଛନ୍ତି। ସେ ଖୁବ ଚତୁରତାର ସହିତ ସେହି ବିଷୟରେ ହାତ ମାରିଛନ୍ତି, ଯାହା କରିବାକୁ ଅନ୍ୟମାନେ ଶହେ ଥର ଚିନ୍ତା କରିବେ।

Congress MLA
ଛି ! ଏମାନେ କାଳେ ଜନସେବକ ! ‘ପୋଲିସ ମୋ ଉପରେ ପରିସ୍ରା କଲା, ବିଧାୟକ ମୋତେ ଜୋତା ଚାଟିବାକୁ କହିଲେ’

ବର୍ତ୍ତମାନ ସେହିପରି ଏକ ଘଟଣା ନଜରକୁ ଆସିଛି । ଖୋଦ୍‌ ଆଇନ୍‌ର ରକ୍ଷକ ପୋଲିସ ଓ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଖାଲି ଯେ ଅଭିଯୋଗ ତାହାନୁହେଁ, ବିଧାୟକଙ୍କ ବିରୋଧରେ ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି ।

India's New Jersey
ଇତିହାସରେ ପ୍ରଥମ; ପାକିସ୍ତାନ ନାମ ଲେଖାଥିବା ଜର୍ସି ପିନ୍ଧି ଫିଲ୍ଡକୁ ଓହ୍ଲାଇବ ଟିମ୍‌ ଇଣ୍ତିଆ !

ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ୨୦୨୩ ରେ ଟିମ୍‌ ଇଣ୍ତିଆର ଜର୍ସିରେ ପାକିସ୍ତାନର ନାମ ରହିପାରେ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

₹24 crore teapot
ଟି-ପଟ୍‌ର ଦାମ୍‌ ୨୪ କୋଟି ! କ’ଣ ରହିଛି ଏହାର ବିଶେଷତ୍ୱ ? ଜାଣନ୍ତୁ...

ଏହି ଅସାଧାରଣ ଟି-ପଟ୍‌ର ନାଁ 'ଇଗୋଷ୍ଟ' ରଖାଯାଇଛି । ଏହାକୁ N. Sethia Foundation (UK) ଏବଂ Newby Teas of London, ମିଳିତ ଭାବେ ତିଆରି କରିଛନ୍ତି।

Gadar 2 review sunny deol ameesha patel movie is average
Gadar 2 review: ଉଭୟ କାହାଣୀ ଏବଂ ନିର୍ଦ୍ଦେଶନାରେ କିଛି ନୂଆ ନାହିଁ; ସନି ଦେଓଲ ହିଁ ସବୁକିଛି...

‘ଗଦର ୨’ ରିଲିଜ୍ ହୋଇଛି। ଏହା ଅକ୍ଷୟ କୁମାରଙ୍କ ଅଭିନୀତ ‘OMG 2’ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ‘ଗଦର ୨’ର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା। ଦେଖିବାକୁ ଯିବା ପୂର୍ବରୁ ଆସନ୍ତୁ ଜାଣିନେବା କିପରି ହୋଇଛି ଗଦର ୨ ।

firing
ଚାଲିବାକୁ ବାହାରୁଥିଲେ ପାର୍କକୁ, ୩ ଜଣ ଦୁର୍ବୃତ୍ତ ଆସି ଗୁଳି ମାରିଦେଲେ

ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ପରିବାର ଲୋକ କହିଛନ୍ତି । ବିରୋଧୀ ଦଳର ନେତା ଲୋକ ଲଗେଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ପରିବାର ଲୋକ ।

Indian Criminal Laws
ନ୍ୟାୟ ପାଇବେ ଦୁଷ୍କର୍ମ ପୀଡ଼ିତା; ନାବାଳିକା ଦୁଷ୍କର୍ମୀଙ୍କୁ ମିଳିବ ଫାଶିଦଣ୍ଡ

ଗୃହମନ୍ତ୍ରୀଙ୍କ ବିବୃତି ଅନୁସାରେ ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।

Amit Shah On New Law
ନୂଆ ଆଇନ୍ ! ୯୦ ଦିନରେ ଚାର୍ଜସିଟ୍ ହେବ, ଇଂରେଜ ଅମଳର CRPC-IPC ହଟିବ

ଖାଲି ସେତିକି ନୁହେଁ ୯୦ ଦିନ ଭିତରେ ମାମଲାର ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ବୋଲି କୁହାଯାଇଛି ।

Aadhar Card
BIG SCAM: ଗୋଟିଏ ଆଧାରକାର୍ଡରେ ଚାଲିଛି ୬୫୮ ସିମ୍‌, ଆପଣଙ୍କ ନାଁରେ କେତେ ସିମ୍‌ ? କେମିତି ଜାଣିବେ...

ଗତ ୪ ମାସ ମଧ୍ୟରେ ତାମିଲନାଡ଼ୁର ସାଇବର ପୋଲିସ ମୋଟ ୨୫ ହଜାର ୧୩୫ ସିମ୍ କାର୍ଡ ଅଚଳ କରିଛି ।

Bharatiya Nyaya Sanhita Bill, 2023
ହଟିଯିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା; IPC, CRPC ଏବଂ IEA ହଟାଇବାକୁ ବ୍ୟବସ୍ଥା

ଆଇପିସିରେ ୫୧୧ ଧାରା ଥିଲା, ହେଲେ ଏବେ ୩୫୬ଟି ଧାରା ରହିବ । ୧୭୫ଟି ଧାରାରେ ପରିବର୍ତ୍ତନ କରାଯିବ । ୮ଟି ନୂଆ ଧାରା ଯୋଡ଼ାଯିବ । ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିଯିବ ବୋଲି କୁହାଯାଇଛି ।

Delhi government
କଠୋର ହେଲେ ଦିଲ୍ଲୀ ସରକାର; ଏଣିକି ସ୍କୁଲରେ ଶିକ୍ଷକ ଓ ପିଲାଙ୍କୁ ମୋବାଇଲ୍‌ ବାରଣ

ଜରୁରୀକାଳୀନ କାର୍ଯ୍ୟ ପାଇଁ ହେଲ୍ପଲାଇନ୍‌ର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ହେଲ୍ପ ଲାଇନ୍‌ ଜରିଆରେ ଅଭିଭାବକମାନେ ସ୍କୁଲ ସହିତ ହୋଗାଯୋଗ କରିପାରିବେ ।

Marijuana Chocolate
ସାଧାରଣ ଚକୋଲେଟ ଭଳି ଦିଶୁଛି ଏହି ଗଞ୍ଜେଇ ଚକୋଲେଟ୍ !

ଏହି ଖବର ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଏହା ଗଞ୍ଜେଇ ବିକିବାର ଏକ ନୂଆ ଉପାୟ । ପୂର୍ବରୁ କେବେ ଏଭଳି ଖବର ସାମ୍ନାକୁ ଆସିନଥିଲା ।