• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Gaganyaan mission
ଉତ୍‌କ୍ଷେପଣର ୫ ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ ମିଶନ

ଉତ୍‌କ୍ଷେପଣର କିଛି ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ ମିଶନ ।

Gaganyaan Mission
ଆଜି ଗଗନୟାନର ପ୍ରଥମ ଟ୍ରାଏଲ, ସମୁଦ୍ର ମଝିରେ ଖସିବ ମାନବ-ବିହୀନ କ୍ରୁ-ମଡ୍ୟୁଲ୍

ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍…ସକାଳ ୮ଟାରେ ଶ୍ରୀହରିକୋଟ୍ଟାରୁ TV-D1ର ଉତକ୍ଷେପଣ…ଭୂପୃଷ୍ଠରୁ ୧୭ କି.ମି. ଉପରକୁ ଯାଇ ଖସିବ କ୍ରୁ-ମଡ୍ୟୁଲ୍…୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ,,

Maa kalratri puja vidhi in maha saptami
Maha Saptami: ଏମିତି କରନ୍ତୁ କାଳରାତ୍ରୀ ପୂଜା, ରୋଗର ହେବ ନାଶ...ହେବ ଶତ୍ରୁ ଉପରେ ବିଜୟ

ଆଜି ହେଉଛି ନବରାତ୍ରୀର ସପ୍ତମ ଦିନ। ଏହି ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ଶକ୍ତି ମା’ କାଳରାତ୍ରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ମା’ କାଳରାତ୍ରୀଙ୍କ ପୂଜା ବିଧି ଏବଂ ମହତ୍ତ୍ୱ।

mahua moitra and jai anant dehadrai case for Rottweiler henry
ଓକିଲ ଜୟ ଅନନ୍ତ ଦେହାଦ୍ରଇ ଏବଂ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କ ମଧ୍ୟରେ ବିବାଦ କାହିଁକି

ଓକିଲ ଜୟ ଅନନ୍ତ ଦେହାଦ୍ରଇ ଏବଂ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କ ମଧ୍ୟରେ ଏକ ତିନି ବର୍ଷର କୁକୁର ବିବାଦର କାରଣ ପାଲଟିଛି। ସଂସଦରେ ପ୍ରଶ୍ନ ପଚାରିବାକୁ ନେଇ ନଗଦ ଟଙ୍କା ନେଇ ମହୁଆ ଅସୁବିଧାରେ ପଡିଛନ୍ତି।

thalaivar rajinikanth wishes tiger shroff film ganapath
Ganapath: 'ଗଣପତ’ର ପ୍ରେମରେ ପଡିଲେ ସାଉଥ୍‌ସୁପରଷ୍ଟାର୍ ରଜନୀକାନ୍ତ, କହିଲେ ଏମିତି…

'ଗଣପତ୍' ଆଜି ମୁକ୍ତିଲାଭ କରିଛି। ଏହାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି। ଏଭଳି ପରିସ୍ଥିତିରେ ମେଗାଷ୍ଟାର ରଜନୀକାନ୍ତ ମଧ୍ୟ ଫିଲ୍ମରେ ପ୍ରେମରେ ପଡିଯାଇଛନ୍ତି। ସେ କହିଛନ୍ତି…

Rapid Rail
ମେଟ୍ରୋଠୁ ଦ୍ରୁତ ‘Namo Bharat’; ୧୨ ମିନିଟ୍‌ରେ ୧୭ କିଲୋମିଟର୍

NAMO ଭାରତର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ-ଗାଜିଆବାଦ୍-ମେରଠ ସହ ଏହା ସଂଯୋଗ ହେବ ।

leo become highest grossing tamil movie earned on opening day
Leo Box Office Collection Day 1: ବିଜୟ କଲେ କମାଲ; ପଛରେ ପଡିଗଲେ ଶାହରୁଖ, ରଜନୀକାନ୍ତ

‘ଲିଓ’ ପ୍ରଥମ ଦିନରେ ଏକ ଜବରଦସ୍ତ ଓପେନିଂ କରିଛି। ସାରା ବିଶ୍ୱରେ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ପାର୍ କରିଛି। ଏହି ହିସାବରେ ପଛରେ ପଡିଯାଇଛି ପଠାନ୍ ଆଉ ଜେଲର୍।

king cobra
ଅନଲାଇନ ଦୁନିଆର ହୃଦୟହୀନ ଦୃଶ୍ୟ, ଭିୟୁଜ୍ ପାଇଁ ବାଜିରେ ଲାଗୁଛି ଜୀବନ

ସାପର ଚୋଟରେ ମଇଁଷିର ମୃତ୍ୟୁ ହେବାର ସମସ୍ତ ସମ୍ଭାବନା ଥିବା ସତ୍ତ୍ବେ ବ୍ୟକ୍ତିଙ୍କର ଏପରି ଉଦାସୀନତା ଗ୍ରହଣୀୟ ହୋଇ ପାରୁନାହିଁ । ବାରମ୍ବାର ସାପଟି ଚୋଟ ମାରିବାକୁ ପ୍ରୟାସ କରୁଛି, ଏହା ସତ୍ତ୍ବେ ମଇଁଷିଟି ନିଜକୁ ବଞ୍ଚାଇ ପାରିଛି । ଏହି ମୁକାବିଲାରେ କ୍ୟାମେରା ପଛରେ ଥିବା ବ୍ୟକ୍ତିଙ୍କ ଆଚରଣ ନେଟିଜେନ ମାନଙ୍କୁ କ୍ଷୁବ୍ଧ କରିଛି । ଉକ୍ତ ବ୍ୟକ୍ତିଙ୍କ ଆଚରଣ ନେଇ ପ୍ରବଳ ମାତ୍ରାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁଜର୍ସ ।

MOHUA MAITRA
'ଦର୍ଶନ ହୀରାନନ୍ଦାନୀଙ୍କ ବିସ୍ଫୋରକ ବୟାନ, ଟିଏମସି ସାଂସଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ'

ସାଂସଦରେ ପ୍ରଶ୍ନ ପଚାରିବାକୁ ନେଇ ଉଠିଲା ପ୍ରଶ୍ନବାଚୀ । TMC ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦର୍ଶନ ହୀରାନନ୍ଦାନୀ । କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବାକୁ ହେଉଛି ଷଡ଼ଯନ୍ତ୍ର । ଏନେଇ ଦର୍ଶନଙ୍କ ବିସ୍ଫୋରକ ବୟାନ । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଆଦାନୀଙ୍କୁ ନିଶାଣ କରୁଛନ୍ତି ମହୁଆ ।

Bull Train
ଏବେ ୨୦୦ ସ୍ପିଡ୍‌ରେ ଯାଉଥିବା ଟ୍ରେନ୍‌, ଦିନେ ଚାଲୁଥିଲା ବଳଦ କାନ୍ଧରେ

ଆହୁରି ସହଜ କରିବା ପାଇଁ ସାରା ଦେଶରେ ପ୍ରଥମେ ଏଇଠି ହିଁ ଟ୍ରେନ୍‌ ଚଳାଚଳ ପାଇଁ ଯୋଜନା କରାଯାଇଥିଲା ।

Calcutta High Court
୨ ମିନିଟ୍‌ର ଆନନ୍ଦରୁ ଦୂରେଇ ଯୌନ ଇଚ୍ଛା ଉପରେ ଲଗାମ୍ ଲଗା ! ଏପରି କାହିଁକି କହିଲେ ହାଇକୋର୍ଟ...

ସମାଜ ଆଖିରେ ହୀନମନ୍ୟତାର ଶିକାର ହେବା ପୂର୍ବରୁ ସଚେତନ ହେବା ଆବଶ୍ୟକ...ଝିଅମାନେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ..

Virat Kohli
ସଚିନଙ୍କୁ ଟପିଲେ କିଙ୍ଗ କୋହଲି

ବିରାଟ କମାଲ କୋହଲି .. ବିରାଟ ମାଇଲଷ୍ଟୋନ ମ୍ୟାନ କୋହଲି .. ବିରାଟ ରେକର୍ଡ ବ୍ରେକର କୋହଲି ..

murder
ବୋହୂର ଖୁନୀ ଷଡ଼ଯନ୍ତ୍ର, ୨୦ ଦିନରେ ପରିବାରର ୫ ସଦସ୍ୟଙ୍କୁ ହତ୍ୟା

ମହିଳାଙ୍କ ପ୍ରତିଶୋଧରେ ପୂରା ପରିବାର ଶେଷ...ମହାରାଷ୍ଟ୍ରର ଗଡଚିରୋଲିରେ ଗୋଟିଏ ପରିବାରରେ ପାଞ୍ଚ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁର ପର୍ଦ୍ଦାଫାଶ କରିଛି ପୋଲିସ

male contraceptive
ସଂପୂର୍ଣ୍ଣ ନିରାପଦ ଓ ନିର୍ଭରଯୋଗ୍ୟ, ICMR ଟେଷ୍ଟିଂରେ ପାସ୍‌ ପୁରୁଷ ଗର୍ଭ ନିରୋଧକ ଇଂଜେକସନ୍

ICMR ପ୍ରସ୍ତୁତ କରିଛି ଏପରି ଇଂଜେକସନ.. ପୁରୁଷ ବନ୍ଧ୍ୟାକରଣ ହୋଇପାରିବ... ଇଞ୍ଜେକସନର ନାଁ ହେଲା RISUG ...

Maldives President-Elect Says Moving Indian Troops Out Is 'Top Most Priority'
ଭାରତକୁ ମାଳଦ୍ୱୀପ ଅଡୁଆ, ଭାରତୀୟ ସୈନ୍ୟଙ୍କୁ ଫେରାଇ ଦେବା କଥା କହିଲେ ନୂଆ ରାଷ୍ଟ୍ରପତି

ମାଳଦ୍ୱୀପକୁ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି କି ଚୀନ୍ .... ୭ ଦିନ ଭିତରେ ଭାରତ ଫେରିବେ ସୈନ୍ୟ: ମୋଇଜୁ

Biden tells Israel not to ‘repeat mistakes’ made by US after 9/11
ରାଗର ବଶବର୍ତ୍ତୀ ହୋଇ ନିଜର ସର୍ବନାଶ କରନି, ନେତାନ୍ୟାହୁଙ୍କୁ ବାଇଡେନଙ୍କ ପରାମର୍ଶ

୯-୧୧ ଆକ୍ରମଣ ପରେ ଆମେ କରିଥିବା ଭୁଲ ତୁମେ କରନି...ଇସ୍ରାଏଲ ନଦୋହରାଉ ଆମେରିକାର ଭୁଲ୍ ...

Modi speaks to Palestine President
ଇସ୍ରାଏଲ-ହମାସ ଯୁଦ୍ଧ: ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

'ଦୁଇ ରାଷ୍ଟ୍ର ଫର୍ମୁଲାରେ ବିବାଦର ସମାଧାନ କରାଯାଉ.....ଭାରତ ନିଜ ପୂର୍ବ ଆଭିମୁଖ୍ୟରେ ଅଟଳ ରହିଛି..ଗାଜାରେ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ ଭାରତ ଚିନ୍ତିତ..

IND vs BAN
ବିଶ୍ୱକପ୍ କ୍ରିକେଟରେ ଭାରତର କ୍ରମାଗତ ଚତୁର୍ଥ ବିଜୟ, ୭ ୱିକେଟରେ ହାରିଲା ବାଂଲାଦେଶ

ଛକାରେ ଶତକ, ଛକାରେ ବିଜୟ.. ସୁବମନ ଗିଲ, ରୋହିତ ଶର୍ମା ଓ କେଏଲ ରାହୁଲଙ୍କ କମାଲ..୪୧ତମ ଓଭରରେ ବିରାଟଙ୍କ ବିଶାଳ ଛକା ଦେଲା ବିଜୟ....

Organ Donation
ସାନ ସିନା ଦାନ ତା' ମହାନ; ଚାଲିଗଲା, ୬ ଜଣଙ୍କୁ ବଞ୍ଚାଇଦେଲା

ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ ଘଟଣା ସାରା ଦେଶରେ ଅଙ୍ଗଦାନ କ୍ଷେତ୍ରରେ ସୃଷ୍ଟି କରିଛି ବିରଳ ଉଦାହରଣ।

Joe Biden
ସମର୍ଥନର ପରିଣାମ ଭୋଗିଲା ଆମେରିକା, ସୈନ୍ୟଙ୍କ ଉପରେ ହେଲା ହମଲା

ଗତ ୨୪ ଘଣ୍ଟା ମଧ୍ୟରେ ଇରାକରେ ଥିବା ଆମେରିକାର ଦୁଇ ଦୁଇଟି ଶିବିରରେ ଡ୍ରୋନ ମାଡ଼ ହୋଇଛି । ପଶ୍ଚିମ ଓ ଉତ୍ତର ଇରାକରେ ଥିବା ସାମରିକ ଶିବିର ଉପରେ ଡ୍ରୋନ ମାଡ଼ ହୋଇଥିବା ବେଳେ ଇରାକ ସେନାର ମଧ୍ୟ କିଛି ସୈନ୍ୟ ନିହତ ହୋଇଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆହତଙ୍କ ବାବଦରେ କୌଣସି ସୂଚନା ମିଳି ପାରିନାହିଁ ।

Dharmendra Pradhan
ଦିଲ୍ଲୀରୁ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର, କହିଲେ ମୋତେ କଷ୍ଟ ହେଉଛି..!

ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ଦ୍ୱାରା ଆୟୋଜିତ ଆଲୋଚନଚକ୍ରରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଓଡ଼ିଆ ସ୍ଥାପତ୍ୟ ଓ କୀର୍ତ୍ତିରାଜି ଅନନ୍ୟ ଓ ଚିତାକର୍ଷକ ।

Ram Doli
ହଠାତ୍ ଅଟକିଗଲା ରାମ ଦୋଳି, ୪୦ ଫୁଟ୍‌ ଉପରେ ଲୋକଙ୍କ ଛାତି ଧଡ଼ ଧଡ଼..!

ସ୍ଥାନୀୟ ଲୋକ ଓ ପ୍ରଶାସନର ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।

Atal pension yojana
ସରକାରଙ୍କ ଏହି ସ୍କିମ୍‌; ଦିନକୁ ରଖନ୍ତୁ ୭ଟଙ୍କା, ମାସକୁ ମିଳିବ ୫ ହଜାର

ଏହି ସରକାରୀ ଯୋଜନା ଆପଣଙ୍କ ଓଠରେ ହସ ଫୁଟାଇବ । ଅଟଳ ପେନ୍‌ସନ୍‌ ଯୋଜନାରେ ଆପଣ ପ୍ରତିଦିନ ୭ଟଙ୍କା ସଞ୍ଚୟ କରି ମାସିକ ୫୦୦୦ ଟଙ୍କା ପେନ୍‌ସନ୍‌ ପାଇପାରିବେ ।

Organ Donate
୪ ଦିନ ହେବ ଦୁନିଆକୁ ଆସିଥିଲା, ଯିବା ବେଳକୁ ୬ ଜଣଙ୍କୁ ନୂଆ ଜୀବନ ଦେଲା...

ଶିଶୁଟି ଜନ୍ମ ହେବା ପରେ ବୋହୋସ ଥିଲା ପରେ ତାକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରିନଥିଲା।

Rohit Sharma
ଟ୍ରାଫିକ ନିୟମ ଉଲଙ୍ଘନ କଲେ ରୋହିତ, ବସ୍‌ରେ ଯିବାକୁ କହିଲା ପୋଲିସ

କାର୍‌ର ବେଗ ଥିଲା ଘଣ୍ଟା ପ୍ରତି ୨୧୫ କିଲୋମିଟର । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେରେ ଗଡ଼ୁଥିଲା ଗାଡ଼ି । ଟିମ ଇଣ୍ତିଆ କ୍ୟାପଟେନ ରୋହିତ ଶର୍ମା ଚଳାଉଥିଲେ ଗାଡ଼ି । ଏନେଇ ପ୍ରକାଶ ପାଇଛି ରିପୋର୍ଟ ।