ଭାରତ ୩ଟି ମ୍ୟାଚ ଖେଳି ଅପରାଜେୟ ରହିଛି ...ଭାରତୀୟ ବ୍ୟାଟର ଓ ବୋଲରଙ୍କ ଦମଦାର ପ୍ରଦର୍ଶନ
ଇସ୍ରାଏଲ ଉପର ଆକ୍ରମଣ ୧୫ଟି ୯/୧୧ ଆକ୍ରମଣ ସହ ତୁଳନୀୟ ...୧୩ଦିନ ହେଲା ହମାସ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିରହିଛି ...
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିବା କାର୍ଯ୍ୟକ୍ରମ ...ଯୁଦ୍ଧ ବଢୁଥିବାରୁ ସୁନକଙ୍କ ଗସ୍ତର ଗୁରୁତ୍ୱ ରହିଛି ...ଗତକାଲି ଆମେରିକା ରାଷ୍ଟ୍ରପତି ଯାଇଥିଲେ ଇସ୍ରାଏଲ୍
ଇସଲାମିକ ଜିହାଦ ଗୋଷ୍ଠୀଙ୍କ ମିସ୍ ଫାୟାରରୁ ନରସଂହାର । ନେତନ୍ୟାହୁଙ୍କୁ ଭେଟି ସହାୟତାର ଅଭୟବାଣୀ ଦେଲେ ବାଇଡେନ୍ ।
ଅଗ୍ନିଶମ ଅଧିକାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କିର୍ତ୍ତି ନଗରର ବ୍ଲକ ଟୁ ଅଞ୍ଚଳରେ ଥିବା ଏକ ବଡ଼ ଫର୍ଣ୍ଣିଚର ସୋ’ ରୁମରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି ।
୨୦୦୮ରେ ହୋଇଥିବା ଏହି ହତ୍ୟାକାଣ୍ଡରେ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସାକେତ କୋର୍ଟ ।
ଗାଜା ସିଟିରେ ଥିବା ଅଲ ଆହାଲି ହସପିଟାଲ ପଛପଟରେ ଥିବା କବରସ୍ଥାନରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ଛାଡିଥିଲା ଇସଲାମିକ ଜିହାଦ ଗୋଷ୍ଠୀ ।
ଦେଶ ମଧ୍ୟରେ ଉଡାଣ କରୁଥିବା ୧୩ଟି ବିମାନ ବାତିଲ ହୋଇଛି । ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନ ଉଡ଼ାଣ ମଧ୍ୟ ରଦ୍ଦ ହୋଇଛି ।
କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ପୂଜା ଭେଟି ଦେଇଛନ୍ତି । ଦୁର୍ଗାପୂଜା ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ।
ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ଏସବୁ ଭିତରେ ଭାରତୀୟ ମହିଳାଙ୍କ ସାହସିକତାକୁ ସମସ୍ତେ ସାଲ୍ୟୁଟ୍ କରିଛନ୍ତି ।
ହସ୍ପିଟାଲ୍କୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିବାରୁ ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି । ବିଶ୍ୱ ସ୍ୱ୍ୟାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଅତ୍ୟନ୍ତ ଅମାନବୀୟ ଘଟଣା ବୋଲି କୁହାଯାଇଛି ।
ନେଦରଲ୍ୟାଣ୍ଡସଠୁ ହାରିଲା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା । ଆଜି ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇ ଦେଇଛି ନେଦରଲ୍ୟାଣ୍ଡସ ଟିମ୍ ।
ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।
ଭାରତୀୟ ସେନାର ତ୍ରିଶକ୍ତି କୋର ଦେଖାଉଛି ପରାକ୍ରମ । ବିଛିନ୍ନ ଅଞ୍ଚଳକୁ କରାଯାଉଛି ଯୋଗାଯୋଗ ।
ସୋସିଆଲ ମିଡିଆରେ ସେୟାର କଲା ଭିଜୁଆଲ । ଇସ୍ରାଏଲ ଓ ଜୋର୍ଡାନ ଯିବେ ବାଇଡେନ । ବାଇଡେନଙ୍କ ଗସ୍ତ ଉପରେ ନଜର ।
ବାଣ ଗୋଦାମରେ ବିସ୍ଫୋରଣରେ ଘଟି ୧୧ ମୃତ । ମୃତକଙ୍କ ମଧ୍ୟରେ ୯ ମହିଳା ଥିବା ସୂଚନା । ତାମିଲନାଡ଼ୁର ଶିବକାଶୀର ବିରୁଧୁନଗରର କମ୍ମାପଟ୍ଟିଗାଁରେ ଥିବା ଦୁଇଟି ବାଣ ଗୋଦାମରେ ବିସ୍ଫୋରଣ ଘଟିଛି ।
ଭେଟେରାନ୍ ଅଭିନେତ୍ରୀ ୱାହିଦା ରେହମାନ ଅଭିନେତା ଦେବ ଆନନ୍ଦଙ୍କ ସ୍ମୃତିକୁ ମନେ ପକାଇଛନ୍ତି । ତାଙ୍କୁ ସେ ‘decent flirt’ ବୋଲି କହିଥିଲେ ।
ମିଟିଂରେ ବସିଛନ୍ତି, ପୁଣି ବିନା ସାର୍ଟରେ । ଆଉ ତା ଉପରେ ମାଲିସ ମଧ୍ୟ ନେଉଛନ୍ତି । କମ୍ପାନୀ ପରିଚାଳନା ବୈଠକରେ ବସିବା ବେଳେ ଏପରି ବ୍ୟବହାର ପ୍ରଦର୍ଶନ କରିଛନ୍ତି ଏୟାର ଏସିଆ ସିଇଓ ।
ଚଳଚ୍ଚିତ୍ର ମିମି ପାଇଁ କ୍ରୀତି, ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ପୁରସ୍କୃତ । ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ।
ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ ।
ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଧ୍ବସ୍ତ ବିଧ୍ବସ୍ତ ହେଲାଣି ଗାଜା ଓ ଇସ୍ରାଏଲ । ଏହାରି ମଧ୍ୟରେ, ଇସ୍ରାଏଲ କମାଣ୍ତରଙ୍କ ଆହ୍ବାନ । ବ୍ୟର୍ଥ ଯିବନି ବଳିଦାନ ।
କଂଗ୍ରେସ ବିଧାୟକଙ୍କୁ ଅଭିଯୋଗ ଶୁଣାଇବାକୁ ଯାଇଥିଲେ ଚାଷୀ । ସହାୟତା ବଦଳରେ ଚାଷୀଙ୍କ ପଗଡ଼ିକୁ ଲାତ ମାରିଲେ କଂଗ୍ରେସ ବିଧାୟକ ।
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ ।
ଆପଣ ଯଦି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SOL DU ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଅଣଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି।
ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ସେନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜାଣନ୍ତୁ କ’ଣ ରହିଛି ରାୟ..