ଭୟଙ୍କର ଦୃଶ୍ୟ...ଜଙ୍ଗଲ ଭିତରେ ବୁଲୁଥିଲା ଅହିରାଜ । କିସ୍ କରିଦେଲେ ଏହି ଯୁବକ । ପୁଣି କିସ୍ ସମୟର ଭିଡିଓ କଲେ ଭାଇରାଲ
ବାଦଲଫଟା ବର୍ଷା ଯୋଗୁଁ ମାଟି ଧସୁଛି । ଗଛ ଉପୁଡ଼ୁଛି । ଘର ଭାଙ୍ଗି ଯାଉଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।
ଖାଲି ସେତିକି ନୁହେଁ, ଛାତ୍ରଙ୍କୁ ପ୍ରବଳ ମାଡ଼ ମଧ୍ୟ ମରାଯାଇଛି । ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଛନ୍ତି । ଆଉ ଗୁରୁତର ଅବସ୍ଥାରେ ଛାଡ଼ିଛନ୍ତି ।
ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍
ଆଜି ନିର୍ବାଚନ ହେଲେ NDA ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବେ ମୋଦି ସରକାର ।
ପାଇଲଟଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ପଶିଥିଲା ଛନକା । ଏହି ଯାତ୍ରା ତାଙ୍କର ଶେଷ ଯାତ୍ରା ବୋଲି ଅନେକ ଯାତ୍ରୀ ଭାବି ସାରିଥିଲେ ।
ଖାଲି ସେତିକି ନୁହେଁ ଏହି ରୁମ୍ରେ ଏୟାର କଣ୍ଡିସନର ବି ଲାଗିଛି । ଟଏଲେଟ୍ ପାଖରେ ବେଡ୍ ବି ପଡ଼ିଛି ।
ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍ କଟର ମେସିନରେ କାଟିଲେ ବେକ, ତା’ପରେ...
ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।
ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା । ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ।
ଆଜିକାଲି ଧାଁ ଧପଡ ଜୀବନରେ ଲୋକମାନେ ପ୍ରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି ଏବଂ କ୍ଲାନ୍ତ ହୋଇ ଘରକୁ ଫେରନ୍ତି। ଏହାପରେ ତୁରନ୍ତ ଖାଦ୍ୟ ଖାଇ ଶୋଇବାକୁ ଯାଆନ୍ତି। ଲୋକମାନେ ରାତ୍ରି ଭୋଜନ କରିବା ପରେ ଅନେକ ଭୁଲ ମଧ୍ୟ କରନ୍ତି। ଏହିସବୁ ଭୁଲ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଥାଏ।
ଅଧିକାଂଶ ପିଲା ପ୍ରତିଯୋଗିତାମୂଳକ ପରୀକ୍ଷାର ନାମକୁ କେବଳ ସର୍ଟ ଫର୍ମ ଭାବେ ଜାଣନ୍ତି। କଥାବାର୍ତ୍ତାରେ ଆମେ ପ୍ରାୟତଃ ସର୍ଟ ଫର୍ମ ବ୍ୟବହାର କରୁ। କିନ୍ତୁ ଆପଣ ଯଦି କୋଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସମସ୍ତ ପରୀକ୍ଷାର ଫୁଲ ଫର୍ମ ମଧ୍ୟ ଜାଣିନେବା ଉଚିତ।
ମହିଳା କର୍ମଚାରୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ଆସୁଛି ଗୋଟିକ ପରେ ଗୋଟିଏ ଛାତିଥରା ଚିତ୍ର । ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ପାର ।
ରିଷବଙ୍କ ଫ୍ୟାନ୍ମାନେ ତାଙ୍କୁ ଖୁବ୍ ଶୀଘ୍ର ଆନ୍ତର୍ଜାତୀୟ ମଇଦାନରେ ଦେଖିବେ ବୋଲି ଆଶା ବାନ୍ଧି ବସିଛନ୍ତି ।
ଜଣେ ବିଚାରପତି ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳିମାରିବା ପରେ ସେ ଜଣେ ସହକର୍ମୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ “ମୁଁ ଆସନ୍ତାକାଲି ଏଠାରେ ରହିବି ନାହିଁ, ମୁଁ ଜେଲ୍ରେ ରହିବି।” ମଙ୍ଗଳବାର ଦିନ ଏହି ମାମଲାରେ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି।
ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ମୃତ୍ୟୁର ଇଚ୍ଛା ସହିତ ଜଡିତ ଏକ ସମସ୍ୟାକୁ ନେଇ କଠିନ ପରିସ୍ଥିତିରେ ପଡିଛନ୍ତି। ସେ ତାଙ୍କ ପତ୍ନୀଙ୍କ ଇଛାରେ ସହମତ ହୋଇପାରୁ ନାହାନ୍ତି ଏବଂ ଏ ବିଷୟରେ ଆଲୋଚନା କଲେ କଷ୍ଟ ଅନୁଭବ କରୁଛନ୍ତି। ଆସନ୍ତୁ ଜାଣିବା ସେହି ଇଛା କ’ଣ।
ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ 'ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।
ସନି ଦେଓଲଙ୍କ 'ଗଦର ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି। ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି।
ଅଭିଯୁକ୍ତ ପ୍ରେମିକା ବିବାହିତ ଯୁବକ ଜିତେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ରିଲେସନସିପ୍ରେ ମଧ୍ୟ ରହିଥିଲେ । ରିଲେସନସିପ୍ରେ କିଛି ଦିନ ରହିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ ।
୧୬ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି । ତା’ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି ।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।
ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଆଜି ଛଚିନ୍ଦ୍ରାର ପୁଷ୍ଟିକର ଗୁଣ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।
ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି।
BA କରିବା ପରେ, ଛାତ୍ରମାନଙ୍କ ପାଖରେ ଅନେକ ବିକଳ୍ପ ଅଛି ଯେଉଁଥିରେ ସେମାନେ ଆଡ୍ମିଶନ୍ ନେଇ ଏକ ଭଲ କ୍ୟାରିଅର୍ କରିପାରିବେ। ଏହି ପାଠ୍ୟକ୍ରମଗୁଡିକ ଅଧ୍ୟୟନ କରିବା ପରେ, ପିଲାମାନେ ନିଜ ଚାକିରି ବ୍ୟତୀତ ନିଜର କିଛି ବି ଆରମ୍ଭ କରିପାରିବେ।