• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

A store hangs from a large cliff
Viral: ୩୯୩ ଫୁଟ ଉପରେ ଝୁଲୁଛି ଦୋକାନ; ଲୋକେ ପାଣିବୋତଲ, ସ୍ନାକ୍ସ କିଣୁଛନ୍ତି

ଏପରି ଏକ ଦୋକାନ ଅଛି, ଯାହା ୩୯୩ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ଝୁଲୁଛି। ଲୁହାର କ୍ଲାମ୍ପ୍ ସାହାଯ୍ୟରେ ଏହି ଦୋକାନକୁ ଟଙ୍ଗାଯାଇଛି। କେଉଁମାନେ ସାଜୁଛନ୍ତି ଏହାର ଗ୍ରାହକ, ଆସନ୍ତୁ ଜାଣିବା।

Independence Day Celebration
ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ ସବୁଠି ଉଡ଼ିଲା ତ୍ରିରଙ୍ଗା

ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ।

Narendra Modi
ଲଗାତର ୧୦ ଥର ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦି, କହିଲେ ୨୦୨୪ରେ ବି ଉଡ଼ାଇବି

ନାଁ ନ ନେଇ ବିରୋଧୀଙ୍କୁ ମୋଦିଙ୍କ ପଲିଟିକାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ । କୌଳିକ ବୃତ୍ତିଧାରୀଙ୍କ ପାଇଁ ଘୋଷଣା କଲେ ବିଶ୍ବକର୍ମା ଯୋଜନା ।

 how celebrities are wishing Independence Day to their fans today
Independence Day 2023: ଏମିତି ଢଙ୍ଗରେ ସ୍ୱାଧୀନତା ଦିବସକୁ ପାଳନ କଲେ ବଲିଉଡ ତାରକା

ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ, ଗୁଡି ଉଡ଼ାଇ, ତ୍ରିରଙ୍ଗା ପୋଷାକ ପିନ୍ଧି ଏହି ଦିନକୁ ସ୍ମରଣ କରିଛନ୍ତି । ସେଲିବ୍ରେଟିମାନେ ମଧ୍ୟ ଏହି ସୁଯୋଗକୁ ହାତଛଡା କରି ନାହାନ୍ତି। ସେମାନେ ଏହି ଦିନକୁ କିପରି ସ୍ମରଣ କରିଛନ୍ତି ଆସନ୍ତୁ ଜାଣିବା।

Tamato Price Hike
ଏହି ସବୁ ସହରରେ କିଲୋ ପିଛା ୫୦ ଟଙ୍କାରେ ମିଳିବ ଟମାଟୋ

ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍‌ସିସିଏଫ୍‌) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

Burj Khalifa
ଭାରତୀୟ ସ୍ୱାଧୀନତା ଦିବସକୁ ସମ୍ମାନ ଜଣାଇ ତ୍ରିରଙ୍ଗା ରଙ୍ଗରେ ଝଲସିଲା ବୁର୍ଜ ଖଲିଫା  

ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।

Akshay kumar gets Indian citizenship shares proof on social media
ଏବେ ଟ୍ରୋଲ୍‌ରୁ ମୁକ୍ତି: ଭାରତର ନାଗରିକ ହେଲେ ଅକ୍ଷୟ କୁମାର

ବଲିଉଡ୍‌ର 'ଖିଲାଡି କୁମାର' ଅର୍ଥାତ୍ ଅକ୍ଷୟ କୁମାର ଏବେ ଜଣେ ଭାରତୀୟ ନାଗରିକ ହୋଇଛନ୍ତି। ତାଙ୍କୁ ଭାରତୀୟ ନାଗରିକତା ମିଳିଛି। ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେ ଲୋକମାନଙ୍କୁ ଏହାର ପ୍ରମାଣ ମଧ୍ୟ ଦେଖାଇଛନ୍ତି।

Seema Haider
ସୀମା ହାଇଦରଙ୍କ ଭିଡିଓ ହେଉଛି ଖୁବ୍‌ ଭାଇରାଲ, ଦେଖନ୍ତୁ...

ନିଜ ପ୍ରେମ ପାଇଁ ଭାରତରେ ପ୍ରବେଶ କରିଥିବା ସୀମା ଏବେ ଭାରତ ପ୍ରେମରେ ଝଲସୁଛନ୍ତି। ଏପରିକି ଏହା ପ୍ରମାଣିତ କରିବାକୁ ସେ ନିଜ ଦେଶ ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବି ପଛାଇ ନାହାନ୍ତି।

6G
ଦେଶରେ ଆରମ୍ଭ ହେବ 6G ଯୁଗ; 5G ଓ 6G ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ ? ଜାଣନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ 6G ଯୁଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ 5G ଭାରତରେ ଚାଲୁ ରହିଥିବାବେଳେ 5Gରୁ 6Gକୁ ଏହା ଶୀଘ୍ର ପରିବର୍ତ୍ତନ କରାଯିବ ।

UP Man
କୁନିଝିଅକୁ କାନ୍ଧରେ ବସାଇ ଚାଲିଚାଲି ଆସୁଥିଲେ ବାପା; ହଠାତ୍‌ ଗୁଳିମାଡ଼ କଲା ଦୁର୍ବୃତ୍ତ

ବ୍ୟକ୍ତିଙ୍କ ଦେହରେ ଗୁଳିବାଜିବା ପରେ ସେ ସେହି ରାସ୍ତାରେ ଟଳିପଡ଼ିଥିଲେ । କାନ୍ଧରେ ବସିଥିବା ଛୋଟ ଝିଅ ମଧ୍ୟ ରାସ୍ତାରେ ଖସିପଡ଼ିଥିଲା । ଘଟଣାର ଭିଡିଓ ସେଠାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।

One day marriage
ଏମିତି ପରମ୍ପରା, ଏଠି ଗୋଟିଏ ଦିନ ପାଇଁ ବାହାହୁଅନ୍ତି ପୁଅ-ଝିଅ

କୁହାଯାଏ ଜୀବନ ସାଥୀ ହେଉଛି ସାତ ଜନ୍ମର ସାଥୀ । ଗୋଟିଏ ଥର ବିବାହ କରିବା ପରେ ଉଭୟ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥା’ନ୍ତି । ସାରା ଜୀବନ ଏକାଠି ରହିଥା’ନ୍ତି । ହେଲେ ବର୍ତ୍ତମାନ ଏମିତି ଏକ ପରମ୍ପରା ନଜରକୁ ଆସିଛି ଯାହା ସତରେ ଆଶ୍ଚର୍ଯ୍ୟ କଲା ଭଳି ।

PM Modi
ଭ୍ରଷ୍ଟାଚାର, ପରିବାରବାଦ, ତୁଷ୍ଟୀକରଣକୁ ନେଇ ପିଏମଙ୍କ ହୁଙ୍କାର

ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି ।

Indian Flag Displayed At Burj Khalifa
ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା; ଶୁଭିଲା ଜାତୀୟ ସଂଗୀତ

ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି ।

PM Modi
ଲାଲକିଲ୍ଲାରୁ ମୋଦିଙ୍କ ଦୃଢ଼ୋକ୍ତି, ୨୦୨୪ରେ ପୁଣି କ୍ଷମତାକୁ ଫେରିବି

୨୦୨୪ରେ ବି ଲାଲକିଲ୍ଲା ପ୍ରାଚୀରରୁ ବଖାଣିବି ଦେଶର ଉପଲବ୍ଧି..

Narendra Modi
ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଖାଲି ପଡ଼ିଥିଲା ଏକ ଚୌକି, ଉପସ୍ଥିତ ନଥିବା ଅତିଥି ପଠାଇଲେ ସନ୍ଦେଶ

କିଏ ସେହି ଅତିଥି..ଯିଏ ସ୍ୱାଧୀନତା ଦିବସରେ ଉପସ୍ଥିତ ନରହି..ବାର୍ତ୍ତା ପଠାଇ ଦେଇଥିଲେ ..

Vishwakarma Yojana
ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି; ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା

ଯେପରିକି ବଣିଆ, କୁମ୍ଭାର, ବାରିକ ଏବଂ ସଫେଇ କର୍ମଚାରୀ ଭଳି କୌଳିକ ବର୍ଗର ଶ୍ରମିକ ମାନେ ଉପକୃତ ହେବେ । ବିଶେଷକରି ଯେଉଁମାନେ ଓବିସି ବର୍ଗରୁ ଆସିଛନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Narendra Modi
ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ! ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ପାଇଁ କାର୍ଯ୍ୟ କରି ଚାଲିଛି

ପତାକା ଉତ୍ତୋଳନ ପରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Narendra Modi
ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ଫରଫର ହେଇ ଉଡ଼ୁଛି ତ୍ରିରଙ୍ଗା । ମନେପଡ଼େ ସଂଗ୍ରାମୀଙ୍କ ବଳିଦାନ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ।

Theme history significance of independence day
Independence Day 2023: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ; ଜାଣିବା କ’ଣ ରହିଛି ଏଥରର ଥିମ୍…

ଅଗଷ୍ଟ ୧୫ ଭାରତୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଦିନ ପ୍ରାୟ ଦୁଇ ଶତାବ୍ଦୀ ପରେ ବ୍ରିଟିଶ ଉପନିବେଶ ଶାସନରୁ ଦେଶ ମୁକ୍ତ ହେଲା, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଲ୍ଲସିତ ହେବାର ଦିନ। ଆସନ୍ତୁ ଜାଣିବା ଏହି ବର୍ଷର ଥିମ୍।

Draupadi Murmu
ରାଷ୍ଟ୍ରପତିଙ୍କ ଦେଶବାସୀଙ୍କୁ ବାର୍ତ୍ତା; ‘ଭାରତୀୟ’ ଆମର ଅସଲ ପରିଚୟ..

ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Weather News, Land Slide
ପାହାଡ଼ି ରାଜ୍ୟରେ ପ୍ରକୃତି କୋପ ! ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ 

ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ହେଲାଣି ପ୍ରାଣହାନୀ । ଉତ୍ତରାଖଣ୍ଡରେ ବି ସଙ୍ଗୀନ ସ୍ଥିତି ।

Har Ghar Triranga
ଦିଲ୍ଲୀରୁ ପଲ୍ଲୀ ସବୁଠି ‘ହର୍ ଘର୍ ତ୍ରିରଙ୍ଗା’, ନେତା-ଜନତା-ଅଭିନେତା ସମସ୍ତେ ସାମିଲ 

ତ୍ରିରଙ୍ଗା ଧରି ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ।

Flight Accident
କ୍ୟାବିନରେ ହେଲା ବିରାଟ ଧମାକା, ତାପରେ ଆଖି ପିଛୁଳାକେ ଖସି ପଡ଼ିଲା ବିମାନ !

ଯାତ୍ରୀଙ୍କ କହିବାନୁଯାୟୀ, କ୍ୟାବିନ୍‌ରେ ଏକ ‘ଜୋରଦାର ଧମାକା’ ହୋଇଥିଲା । ତାପରେ କିଛି ‘ପୋଡ଼ିବାର ଗନ୍ଧ’ ଜଣାପଡ଼ିଥିଲା । 

DRDO JOB
DRDOରେ ବାହାରିଲା ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.ada.gov.in. କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥିନୀ ଚାକିରି ପାଇଁ ଆବେଦନ କରିପାରିବେ ।

hotel blast
ହୋଟେଲ ଉପରେ ଏୟାର ଷ୍ଟ୍ରାଇକ୍‌; ୩ ମୃତ, ୭ ଗୁରୁତର

ହୋଟେଲକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । କାରଣ ଏହି ହୋଟେଲକୁ ପାକିସ୍ତାନୀ ତାଲିବାନ ହାଫିଜ ଗୁଲ ବାହାଦୂର ଦଳର କିଛି କର୍ମୀ ଆସୁଥିଲେ ।