ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍ ଜିପିଟି ।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।
ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା । ପଞ୍ଜାବର ଜଣେ ବ୍ୟକ୍ତି କାନାଡ଼ାରେ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ୪୧ ବର୍ଷୀୟ ବଲବିନ୍ଦର କୌର ।
କିନ୍ତୁ ଏବେ କର୍ମଚାରୀମାନଙ୍କୁ ନୋଟିସ୍ ଦିଆଯାଇଛି କି ଆପଣ ଘରୁ କାମ କରିପାରିବେ କିନ୍ତୁ କମ୍ପାନୀ ଏହି କାମ ବଦଳରେ ଆପଣଙ୍କୁ ପ୍ରମୋସନ୍ ଦେବ ନାହିଁ।
ଫ୍ରିରେ କାମ କରିବାକୁ ମନା କରିବାରୁ ଘର ଜାଳିଦେଲେ । ବିନା ପାରିଶ୍ରମିକରେ କାମ କରିବାକୁ କହୁଥିଲେ । କିନ୍ତୁ ଶ୍ରମିକମାନେ ମନା କରିଦେଲେ । ଫଳରେ ପ୍ରାୟ ୧୫ ଜଣ ଶ୍ରମିକଙ୍କର ବ୍ୟବହାର ସାମଗ୍ରୀରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଠକାଦାର ।
ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍ ବ୍ୟବଧାନରେ ଆଉ କୌଣସି ଟିମ୍ ପରାଜୟ ବରଣ କରିନାହିଁ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୩୦୦ ଟଙ୍କା ହୋଇଛି।
ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ । ଗତକାଲି ବିଳମ୍ବିତ ରାତିରେ ସରିଲା ଦଳର କୋର୍ କମିଟି ବୈଠକ । ଆଜି ପୁଣି ଓଡ଼ିଶା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା ।
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରୋହିତଙ୍କୁ ମୁମ୍ବାଇ କ୍ୟାପ୍ଟେନ୍ସିରୁ ହଟାଇବା ପରେ ମୁହଁ ଖୋଲିଲେ ପାଣ୍ତ୍ୟା। କହିଲେ, ରୋହିତ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।
ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ଅନ୍ଲାଇନ୍ ମୋଡ୍ ରେ JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଜାରି ହେବ। ଏଠାରେ ଆବଶ୍ୟକ ବିବରଣୀ ସହିତ ଲଗ୍ ଇନ୍ କରି, ଆପଣ JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଡାଉନ୍ଲୋଡ୍ କରିବାକୁ ସମର୍ଥ ହେବେ।
ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍ କରିଥିଲେ ।
ଆପଣ କ’ଣ କେବେ ଭାବି ପାରିବେ କି ୮୦ ବର୍ଷର ଜଣେ ବୁଦ୍ଧାଙ୍କ ଚର୍ମରେ ଦେଖାଯାଉଛି ଆଶ୍ଚର୍ଯ୍ୟଜନକ ଗ୍ଲୋ। ନିକଟରେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷର ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି। ତାଙ୍କର ଚମକୁଥିବା ଚର୍ମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।
ଯୁବକଙ୍କ କ୍ରିଏଟିଭ୍ ଚିନ୍ତାଧାରା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଡେଟିଂ ପାଇଁ ଝିଅ ଖୋଜିବାର ନିଆରା ଉପାୟ ଆପଣେଇଛନ୍ତି ମୁମ୍ବାଇର ଜଣେ ଯୁବକ।
ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥାର ଖରାପ ଥିଲେ ଲକ୍ଷଣ ଭିନ୍ନ ଥାଏ । ମହିଳାଙ୍କ ଉଦାସୀନତାର ଲକ୍ଷଣ ପୁରୁଷଙ୍କ ତୁଳନାରେ ସାମାନ୍ୟ ଭିନ୍ନ |
ବହୁ ଲୋକ ମନା କରିପାରନ୍ତି ନାହିଁ । ମନା କରିବାକୁ ସେମାନଙ୍କୁ ଖରାପ ଲାଗେ । ସାମ୍ନାରେ ଥିବା ବ୍ୟକ୍ତି କାଳେ କ’ଣ ଭାବିବ, ସେୟା ଭାବି ଅନେକ ମନା କରିପାରନ୍ତି ନାହିଁ ।
ଇଲେକଟୋରାଲ ବଣ୍ତ୍ର ତଥ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଲୁଚାଇଛି ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏହା ସହିତ ନିର୍ବାଚନ କମିଶନଙ୍କ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କର।
ରାମନିବାସଙ୍କ ପତ୍ନୀ ନିଜ ପ୍ରେମିକ ସହ ରହିବାକୁ ଚାହୁଁଥିଲେ। ସ୍ୱାମୀଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା। ପ୍ରେମିକ ସହ ମିଶି ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ୩ମାସ ପୂର୍ବେ ଜନସେବା କେନ୍ଦ୍ରର ପରିଚାଳକ ରାମକିଶନଙ୍କ ନିକଟରେ ୨୦ଲକ୍ଷର ଜୀବନବୀମା କରିଥିଲେ।
ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ECI।
ବଲିଉଡ୍ ଇଣ୍ଡଷ୍ଟ୍ରିରେ ସୁପର୍ଷ୍ଟାର୍ଙ୍କ ଫି’ କୁ ନେଇ ପ୍ରାୟତଃ ଆଲୋଚନା କରାଯାଇଥାଏ। କେହି କେହି ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଉଛନ୍ତି ତ ଆଉ କେହି ୨୦୦ କୋଟି ଟଙ୍କା ଚାର୍ଜ କରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ସୁପର୍ଷ୍ଟାର୍ଙ୍କ ବିଷୟରେ କହିବୁ ଯିଏ ରୂପେଲି ପରଦାରେ କେବଳ ଗୋଟିଏ ଶବ୍ଦ କହିବା ପାଇଁ ୭୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି।
ପାଣି ଯେ ଜୀବନଧାରଣ ପାଇଁ ନିହାତି ଆବଶ୍ୟକ, ଏହା ପୁଣି ଥରେ ବେଙ୍ଗାଲୁରୁ ମନେ ପକାଇ ଦେଇଛି । ଏପରି ସମୟରେ ଜଳ ସଂରକ୍ଷଣ ଉପରେ ଏକ ଭିଡିଓ ସେୟାର କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ।
ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ଚୋରି ପୂର୍ବରୁ କରୁଛନ୍ତି ପ୍ରାର୍ଥନା। ଆଉ ତା’ପରେ ବୁଲାଉଛନ୍ତି କଳାକନା।
ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ । ରାଜ୍ୟପାଳ ପଦରୁ ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫା । ତାମିଲନାଡୁରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି ।
ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ମାତ୍ର ୯୦ ମିନିଟରେ ପୃଥିବୀ ଚାରିପଟେ ପରିକ୍ରମା କରୁଛି। ଏହାର ଅର୍ଥ ଏହା ଦେଢ ଘଣ୍ଟାରେ ଗୋଟିଏ କକ୍ଷପଥକୁ ସମାପ୍ତ କରିଥାଏ। ଏହି କାରଣରୁ, ମହାକାଶଚାରୀମାନେ ପ୍ରତି ୪୫ ମିନିଟରେ ଏକ ସୂର୍ଯ୍ୟୋଦୟ ଏବଂ ପୁଣି ୪୫ମିନିଟରେ ସୂର୍ଯ୍ୟାସ୍ତ ଦେଖନ୍ତି।
NHPC ରେ ୨୬୯ ଟ୍ରେନି ଇଞ୍ଜିନିୟର/ ଟ୍ରେନି ଅଫିସର୍ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।