ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୮୭୦ ଟଙ୍କା ହୋଇଛି।
ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ସେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ସେମାନଙ୍କୁ ନିକଟସ୍ଥ ମନ୍ଦିରକୁ ନେବା ପୂର୍ବରୁ ବିବସ୍ତ୍ର କରାଇ ସର୍ଚ୍ଚ ବି କରିଥିଲେ।
ଯାତ୍ରୀମାନେ କହିଛନ୍ତି ଯେ ରାତି ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି। ହଠାତ୍ ଏକ ଜୋରରେ ଶବ୍ଦ ଶୁଣି ସେମାନଙ୍କର ନିଦ ଭାଙ୍ଗିଯାଇଥିଲା। ଦେଖିବା ବେଳରୁ ଟ୍ରେନଟି ଟ୍ରାକ ତଳକୁ ଖସିଯାଇଛି।
ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖାଗରିଆ ଜିଲ୍ଲାରେ ଏକ କାର ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଧକ୍କା ହେବା ଫଳରେ ସାତଜଣଙ୍କର ମୃତ୍ୟୁ ଘଟିଛି ।
ଚାହୁଁ ଚାହୁଁ ଭୁଶୁଡ଼ିଗଲା ୫ ମହଲା କୋଠା । କୋଲାକାତା ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡ଼ି ଯାଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରବିବାର ଭୋଟିଂ ବେଳେ ରୁଷର ବିଭିନ୍ନ ଭୋଟିଂ କେନ୍ଦ୍ରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭୋଟିଂରେ ସ୍ବଚ୍ଛତା ଅବଲମ୍ବନ କରାଯାଉନଥିବା ନେଇ ଆମେରିକା ମଧ୍ୟ ଅଭିଯୋଗ ଆଣିଥିଲା। ଏହା ସତ୍ତ୍ୱେ ମଧ୍ୟ ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି।
ଗତକାଲି ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। NDAରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ସହ ମେଗା ରାଲି କରିଛନ୍ତି ମୋଦି।
ବେଳେ ବେଳେ ଏମିତି ହୋଇଯାଏ ଯେ ଆବଶ୍ୟକତା ଠାରୁ ତରକାରୀ ଅଧିକ ରାଗ ହୋଇଯାଏ। ଯଦି ତରକାରୀ ଅଧିକ ରାଗ ହୋଇଯାଏ ତେବେ ତାହା ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଏହାକୁ କେହି ଖାଇ ପାରନ୍ତି ନାହିଁ। ଏପରି ପରିସ୍ଥିତିରେ ତରକାରୀରୁ କିପରି ରାଗ କମେଇବେ ସେଥିପାଇଁ କିଛି ଟିପ୍ସ।
ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍ର ଟାଇଟଲ୍ ଜିତିଲା ବାଙ୍ଗାଲୋର।
ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ଥର ପାଇଁ ହୋଲି ଖେଳିବେ ରାମଲାଲା ।
ଟି-୨୦ ବିଶ୍ୱକପ୍ ଦଳରେ ରୋହିତ ଶର୍ମା ଯେ କୌଣସି ସ୍ଥିତିରେ ବିରାଟ କୋହଲିଙ୍କୁ ଚାହାନ୍ତି ବୋଲି ବିସିସିଆଇ ସଚିବ ଜୟ ଶାହଙ୍କୁ ଜଣାଇ ଦେଇଛନ୍ତି।
ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲାରେ ଗିରଫ ହୋଇଛନ୍ତି ଏଲଭିଶ। ନୋଏଡାର ସେକ୍ଟର-୨୦ ପୋଲିସ ୟୁଟ୍ୟୁବର୍ ଏଲଭିଶଙ୍କୁ ଗିରଫ କରିଛି।
ସୁପ୍ରିମକୋର୍ଟଙ୍କଠାରୁ ପାଇଥିବା ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି କମିଶନ। ଏହି ଡାଟା ସବୁ କମିଶନ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ।
ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ୍ ୧୯ରେ ଭୋଟ୍ ଗ୍ରହଣ ହେବ। ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେହି ଦିନ ଭୋଟ୍ ଗ୍ରହଣ ହେବ।
ହତ୍ୟାକାଣ୍ଡର କାରଣ ଶୁଣି ଆଶ୍ଚର୍ଯ୍ୟ ହୋଇଛି ପୋଲିସ। ପ୍ରେମିକ ଲଲନ ଅଣ୍ଡା ତରକାରୀ କହିଥିଲେ ମାତ୍ର ପ୍ରେମିକା ମନା କରିବାରୁ ସେ ରାଗି ଯାଇଥିଲେ। ମଦ୍ୟପାନ କରିଥିବାରୁ ସେ ଉତକ୍ଷିପ୍ତ ହୋଇ ତାଙ୍କୁ ହାତୁଡ଼ି ଓ ବେଲ୍ଟରେ ପିଟିପିଟି ହତ୍ୟା କରିଥିଲେ।
୨୧ ମାର୍ଚ୍ଚରେ ହାଜର ହେବାକୁ ନବମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ଇଡି ।
ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଛି। ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ନିର୍ବାଚନ ପୂର୍ବରୁ ସରକାର ମଧ୍ୟ ଭୋଟର ତାଲିକାରେ ନା’ ଯୋଡିବାକୁ ସମସ୍ତ ଉଦ୍ୟମ କରୁଛନ୍ତି। ଆପଣ ଏବେ ଘରେ ବସି ନିଜକୁ ତାଲିକାଭୁକ୍ତ କରିପାରିବେ।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୨୧ଜଣଙ୍କର ମୃତ୍ୟୁ ହୋଇଯାଇଛି। ବାଇକରେ ୨ଜଣ ବ୍ୟକ୍ତି ଯାଉଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୮ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଦେଶରେ ନିର୍ବାଚନୀ ବିଗୁଲ ବାଜିସାରିଛି। ଏହା ପୂର୍ବରୁ ଗୁଗୁଲ ଘୋଷଣା କରିଥିଲା – ‘ନିର୍ବାଚନ ସହ ଜଡିତ ପ୍ରଶ୍ନର ଉତ୍ତର ଦେବାବେଳେ ଆମେ ଯତ୍ନବାନ ହେଉଛୁ। ତେଣୁ, ଆମେ କିଛି ପ୍ରତିବନ୍ଧକ ଲଗାଇଛୁ, ଯେଉଁଥିପାଇଁ ନିର୍ବାଚନ ସହ ଜଡିତ କିଛି ପ୍ରକାରର ପ୍ରଶ୍ନର ଉତ୍ତର ଗୁଗୁଲ ଜେମିନି ଦେବନାହିଁ।
ଶୁଣିବାକୁ ମିଳୁଛି ଯେ କରୀନା କପୁର, ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍'ରେ ସାମିଲ ହୋଇପାରନ୍ତି ଏବଂ କନ୍ନଡ ସିନେମାରେ ତାଙ୍କର ଡେବ୍ୟୁ ଆରମ୍ଭ କରିପାରନ୍ତି। ଗତ ବର୍ଷ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ଏବଂ ଡିସେମ୍ବରରେ ଏହାର ଟାଇଟଲ୍ ଉନ୍ମୋଚନ କରିଥିଲେ ୟଶ।
ଅଭିଜିତ୍ ଇଞ୍ଜିନିୟରିଂ ସିଟ୍ ପାଇବା ପରେ ବୋଷ୍ଟନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ। ଆମେରିକାରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ତାଙ୍କର ମୃତଦେହ ଜବତ କରିଛି।
‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ଚଳଚ୍ଚିତ୍ରରେ ଭିକି କୌଶଲଙ୍କ ସହ କାମ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ରିଭା ଅରୋରା ବର୍ତ୍ତମାନ ବହୁତ ବଡ ହୋଇଯାଇଛନ୍ତି। ସେ ଏବେ ୧୮ ବର୍ଷର ଯୁବତୀ। ରିଭା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରତିଦିନ ତାଙ୍କର କିଛି ନା କିଛି ଫଟୋ ଶେୟାର୍ କରନ୍ତି।
ଜ୍ଞାନପୁର ଥାନା ଅଧିକାରୀ ବିନୋଦ କୁମାର ତିୱାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ରାହୁଲ ଯାଦବ ତାଙ୍କ ବଡ଼ ଭାଇଙ୍କ ଶ୍ୱଶୂର ଘରକୁ ଯିବା ଆସିବା କରନ୍ତି। ଏହି ସମୟରେ ସେହି ଯୁବତୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ମାର୍ଚ୍ଚ ୩ରେ ରାହୁଲ ତାଙ୍କୁ ବାଇକରେ ନେଇ ଦୁଷ୍କର୍ମ କରିଥିଲା।
UAEରେ ଦ୍ୱିତୀୟ ପର୍ଯ୍ୟାୟ IPL 2024 ଖେଳା ଯାଇପାରେ ବୋଲି ଅନୁମାନ କରାଯାଉଥିଲା।