ଆଜିକାଲି ଫ୍ଲାଟ୍ ସଂସ୍କୃତିରେ ଲିଫ୍ଟ୍ ଏକ ସାଧାରଣ କଥା। ଲୋକେ ସହଜରେ ଯାତାୟତ ପାଇଁ ଏହାକୁ ବ୍ୟବହାର କରିଥାନ୍ତି, କିନ୍ତୁ ଅନେକ ମଧ୍ୟ ଲିଫ୍ଟର କେବୁଲ୍ ଛିଡିବାକୁ ନେଇ ମନରେ ଭୟ କରିଥାନ୍ତି। ତେବେ ଜାଣନ୍ତୁ ଏପରି ସ୍ଥିତିରେ କ’ଣ କରିବେ?
କଣ ଆପଣ ଜାଣିଛନ୍ତି କିଛିଟା ଖାଦ୍ୟ ଏଭଳି ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ଆମେ ଆଜି ଏଠାରେ ସେହିଭଳି କିଛି ଖାଦ୍ୟ ବିଷୟରେ କହୁଛୁ l
କରୋନା ଭାଇରସ୍କୁ ଦମନ କରିବା ନେଇ ଏଯାଏ କୌଣସି ଔଷଧ ବାହାରି ନାହିଁ। ଡାକ୍ତରମାନେ ଅନ୍ୟାନ୍ୟ ରୋଗର ଔଷଧ ବ୍ୟବହାର କରି ଏହାର ଚିକିତ୍ସା କରୁଛନ୍ତି। ଏବେ ଭାଏଗ୍ରା ଜଣେ ଗୁରୁତର କରୋନା ରୋଗୀଙ୍କୁ ବଞ୍ଚେଇ ଦେଇଛି।
ୟୁରୋପରେ ପୁଣି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି କରୋନା । ଭାରତରେ ବି ବେକାବୁ ହେଉଛି କରୋନା । ଏଭଳି ସ୍ଥିତିରେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୩,୭୫୦ ନୂଆ କରୋନା ଆକ୍ରାନ୍ତ । ଆଜିର ତଥ୍ୟ ସହ ଗତ ୬ଦିନର ସଂକ୍ରମଣ ତଥ୍ୟକୁ ହିସାବକୁ ନେଲେ ପାଖାପାଖି ୪ଗୁଣା ଲମ୍ବା ଡିଆଁ ମାରିଛି ମହାମାରୀ ।
ଏଣିକି ବରଯାତ୍ରୀରେ ଟ୍ରେନ୍ ବୁକିଂ କରିବା ହେବ ଅତି ସହଜ । କାରଣ ବିବାହ ତଥା କୌଣସି ସ୍ୱତନ୍ତ୍ର ଆୟୋଜନ ପାଇଁ ଟ୍ରେନର ପୂରା କୋଚ୍ ବା ସମ୍ପୂର୍ଣ୍ଣ ସ୍ପେଶାଲ୍ ଟ୍ରେନ୍ ବୁକ୍ କରିବାର ସୁବିଧା ମଧ୍ୟ ରହିଛି । ଯାହାକୁ ସମସ୍ତେ ଅତି ସହଜରେ ବୁକ୍ କରିପାରିବେ । ଏଥିପାଇଁ କେବଳ ଆଇଆରସିଟିସି ସହିତ ସିଧା ସମ୍ପର୍କ କରିବାକୁ ପଡିବ ।
ଏବେ ଚାଲିଛି ବିବାହର ଋତୁ ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଜାଣି ନିଅନ୍ତୁ କେତେ ରହିଛି ସୁନାର ଦାମ୍ । ସ୍ଥିର ରହିଛି ସୁନାର ଦାମ୍ । ଅନ୍ୟପଟେ ଆଜି ରୁପା ମୂଲ୍ୟ ବଢ଼ିଛି। ଭାରତୀୟ ବଜାରରେ ଆଜି ସୁନାର ଦାମ୍ ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ସୁନାର ଦର ୪୭,୬୧୦ ଟଙ୍କା ଓ ୫୧,୯୪୦ ଟଙ୍କା ରହିଛି ।
CCIରେ ଖାଲି ପଡିଛି ଡାଇରେକ୍ଟର ଜେନେରାଲ ପଦବୀ । CCIରେ ମୋଟ୍ ପଦବୀ ୧୨ଟି ରହିଥିବା ବେଳେ ଜଏଣ୍ଟ ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୪ଟି ଓ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୮ଟି ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।
ଯୋଧପୁରର ଗୋଟିଏ ପରିବାର ନିଜ ଘରେ ୩ଟି ଗାଈ ରଖିଛନ୍ତି । ପରିବାର ଲୋକେ ଗାଈ ପାଇଁ ଏକ ସ୍ୱତନ୍ତ୍ର ବେଡ୍ରୁମ୍ ପ୍ରସ୍ତୁତ କରିଛନ୍ତି ।
ଉତ୍ତରାଖଣ୍ଡର ତୁଙ୍ଗନାଥଠାରେ ସୂର୍ଯ୍ୟ ନମସ୍କାର ଓ ଯୋଗାଭ୍ୟାସ କରି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଞ୍ଚାୟତ ନୂର୍ପା ଗ୍ରାମର ଯୁବକ ଦିବାକର ଆର୍ଯ୍ୟ । ପୃଥିବୀର ସବୁଠାରୁ ଉଚ୍ଚତମ ଶିବ ମନ୍ଦିର ଉତ୍ତରାଖଣ୍ଡର ତୁଙ୍ଗନାଥଠାରେ ଏଭଳି ଅଭିନବ ପ୍ରୟାସ କରି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ଦିବାକର ।
ଦୀର୍ଘ ବର୍ଷ ପରେ ପୁଅ ମୁହଁକୁ ଦେଖି ମା ଆଖିରୁ ଲୁହ ଶୁଖୁନି । ୩୩ ବର୍ଷ ପୂର୍ବରୁ ପୁଅର ଅପହରଣ ହୋଇଯାଇଥିଲେ । ନୂଆବର୍ଷ ଦିନ ଉପହାର ହୋଇ ଆସିଲା ପୁଅ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ନୂତନ ଏବଂ ଭଲ କରିବା ପାଇଁ ଘରେ ଶୁଭ ଜିନିଷ ଆଣିବା ଆବଶ୍ୟକ। ନୂତନ ବର୍ଷରେ ପରିବାରକୁ ସୁଖ ଆଣିବା ପାଇଁ ବାସ୍ତୁ ଅନୁଯାୟୀ ଶୁଭ ଜିନିଷ ଘରକୁ ଆଣିଲେ ଘର ଓ ଜୀବନରେ ସମୃଦ୍ଧି ଆସିଥାଏ ।
ବଢ଼ି ଚାଲିଥିବା କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ କଡ଼ା କଟକଣା; ମୁମ୍ବାଇ ମହାନଗରରେ ଜାନୁଆରୀ ୩୧ ଯାଏ ସ୍କୁଲ ବନ୍ଦ ଘୋଷଣା, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ନେଇ ପ୍ରଶାସନର ଘୋଷଣା
୧୭ କିଲୋମିଟର ଯାତ୍ରା ପାଇଁ ଉବର ନେଲା ୧୦,୦୦୦ ଟଙ୍କା ଭଡା !
ବ୍ଲାକମେଲିଂ ପାଇଁ ଜୀବନ ହାରିଦେଲେ ପ୍ରେମୀଯୁଗଳ । ସମସ୍ତଙ୍କୁ ପ୍ରେମ ସମ୍ପର୍କ ବିଷୟରେ କହିଦେବାକୁ ଭୟ ଦେଖାଉଥିଲା ଜଣେ ଥାର୍ଡ ପର୍ସନ ପିଣ୍ଟୁଆ । ପ୍ରେମିକ ପ୍ରେମିକା ପରସ୍ପରକୁ ନିବିଡ ଭାବେ ଭଲ ପାଉଥିଲେ । ତେଣୁ ବାଛିନେଲେ ଏମିତି ରାସ୍ତା ।
ଏମିତି ଖବର ଆପଣଙ୍କୁ ମିଛ ଲାଗିପାରେ, ହେଲେ ଏହା ସତ। କେବଳ ଏମିତି କଲେ ଆପଣ ବି ହୋଇଯିବ କୋଟିପତି। ଆଉ ହାତକୁ ଆସିଯିବ କୋଟି କୋଟି ଟଙ୍କା...
ସବୁ ରେକର୍ଡ ଭାଙ୍ଗିଛି 'ପୁଷ୍ପା'। । ଶନିବାର ଏହି ଚଳଚ୍ଚିତ୍ରଟି ସର୍ବାଧିକ ଦିନିକିଆ ସଂଗ୍ରହକୁ ଭାଙ୍ଗି ସର୍ବାଧିକ ୬.୧୦ କୋଟି ଟଙ୍କା ରୋଜଗାର କରିଛି। ଏହାର ହିନ୍ଦୀ ସଂସ୍କରଣ ଖୁବ୍ ଶୀଘ୍ର ୭୫ କୋଟି ରୋଜଗାର କରିବ ବୋଲି ଦୃଢ ଆଶା କରାଯାଇଛି।
ବୈଷ୍ଣୋ ଦେବୀଙ୍କ ଦର୍ଶନ ମସୟରେ ଦଳାଚକଟା ପରେ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏବେ ଦେବୀଙ୍କ ଦର୍ଶନ ପାଇଁ ଅନଲାଇନ୍ ବୁକିଂ କରିବାକୁ ପଡ଼ିବ ।
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ ହାତରେ ପ୍ରାୟ ଶୋଭାପାଏ ଏକ ବ୍ରେସ୍ଲେଟ୍। ଏହାକୁ ସମସ୍ତେ ଫିଲ୍ମରେ ଦେଖିଥିଲେ ବି ଏହା ପଛରେ ଲୁଚିଥିବା ରାଜ୍ ବିଷୟରେ ଜାଣି ନ ଥିବେ। ସଲମାନ ନିଜେ ଏହାର ରହସ୍ୟ ଖୋଲିଛନ୍ତି।
ନୂଆବର୍ଷ ପାଇଁ କରୋନାର ଭୟାବହତାକୁ ଭୁଲିଗଲେ ଲୋକେ । ଗୋଆ ସମୁଦ୍ରକୂଳରେ ଜମଛି ଅସମ୍ଭାଳ ଭିଡ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହିଜାବ୍ ପିନ୍ଧି କଲେଜ୍ ଗଲେ ଶ୍ରେଣୀ ଗୃହରେ ପ୍ରବେଶ କରାଇ ଦେଉନାହାନ୍ତି କଲେଜ୍ କର୍ତ୍ତୃପକ୍ଷ । ତିନି ଦିନ ହେଲା ଉପସ୍ଥାନ ମଧ୍ୟ ରେକର୍ଡ କରାଯାଉ ନାହିଁ ।
ବଲିଉଡ୍ ଅଭିନେତା ଭିକି କୌଶଲଙ୍କ ନାଁରେ ପୋଲିସ୍ରେ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି।
ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଭେଟିଥିଲେ। ତେବେ ଏହି ସମୟରେ ମୋଦିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା।
ଭାରତରେ ରାଜା ମାନଙ୍କର ଏଭଳି ଅନେକ ଦୁର୍ଗ ରହିଛି । ଯାହା ବେଶ୍ ସୁନ୍ଦର ବି ଆଉ ଭୟଙ୍କର ବି । ମହାରାଷ୍ଟ୍ର ମାଥେରନ ଓ ପନୱେଲ ମଧ୍ୟରେ ସେହିଭଳି ଏକ ଦୁର୍ଗ ରହିଛି । ଯାହାକୁ ବେଶ୍ ଭୟଙ୍କର ଦୁର୍ଗ ବୋଲି ବିବେଚନା କରାଯାଏ । ଆଉ ଏହାକୁ କୁହାଯାଏ 'ପ୍ରବଲଗଡ କିଲ୍ଲା' ।
ବିହାରରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଲନ୍ଦା ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ରେ କେବଳ ୮୭ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଉଭୟ ହୋମ୍ କ୍ୱାରେଣ୍ଟିନ୍ରେ ଅଛନ୍ତି। ଉଭୟ ଟିକା ନେଇଥିଲେ ଓ ଉଭୟଙ୍କ ନିକଟରେ ଅଳ୍ପ ଲକ୍ଷଣ ଥିବା ଜନ୍ ସୂଚନା ଦେଇଛନ୍ତି।