ଆପଣ ଇଞ୍ଜିନିୟରିଂ କରିଛନ୍ତି କି ? ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍ (BHEL) ପକ୍ଷରୁ ଇଞ୍ଜିନିୟର ପଦବୀ ଖାଲି ପଡିଛି । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏ ନେଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୧ ଜାନୁଆରୀ ୨୦୨୨ ରଖାଯାଇଛି ।
ବିଧାୟକଙ୍କୁ ସଭାରେ ସମସ୍ତଙ୍କ ଉପସ୍ଥିତିରେ ଚାପୁଡ଼ା ମାରିଲେ କୃଷକ । ହେଲେ କାହିଁକି ?
ଆଜିକାଲି ସମସ୍ତେ ଚିକ୍କଣ ଓ ମସୃଣ ଚର୍ମ ପାଇବାକୁ କେତେ କ’ଣ ଉପାୟ ଅବଲମ୍ବନ କରୁଛନ୍ତି। ଚର୍ମକୁ ମସୃଣ କରିବା ବା ଚର୍ମ ନବୀକରଣ ପାଇଁ ‘ହିଫୁ’ ଏକ ଅପେକ୍ଷାକୃତ ନୂତନ ଅଣ-ଇନ୍ଭେସିଭ ପଦ୍ଧତି, ଯାହାକି ଆଜି ଫେସ୍ଲିଫ୍ଟ ପାଇଁ ବ୍ୟବହାର କରାଯାଉଥିବା ଅନେକ ସର୍ଜିକାଲ୍ ଓ ଯନ୍ତ୍ରଣାଦାୟକ ପଦ୍ଧତି ବଦଳରେ ବ୍ୟବହାରରେ ଆସୁଛି।
ପଞ୍ଜାବ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏବେ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଗୋଳିଆ ପାଣିରୁ ମାଛ ଧରିବା ଉଦ୍ଦେଶ୍ୟରେ ଅଛନ୍ତି । ତାଙ୍କ ଆଖି ମୁଖ୍ୟମନ୍ତ୍ରୀ ପଦ ଉପରେ ।
ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।
ଅଳ୍ପ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ହ୍ରାସ ପାଇଛି ସୁନା ଦାମ୍। ଗ୍ରାମ୍ ପ୍ରତି ଦାମ୍ ୨୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩ ,୫୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୮୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬, ୭୫୦ ଟଙ୍କା ଓ ୫୧, ୦୦୦ ଟଙ୍କା ରହିଛି।
୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ, ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ, ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଁ ଘରର ନକ୍ସା ବଦଳୁ ନାହିଁ। ଯୋଉ ଚାଳଘରକୁ ସେଇ ଚାଳଘର। ଧୀରେ ଧୀରେ ଏହି ମାଟି ଘରଟି ଭାଙ୍ଗିବା ଆରମ୍ଭ କଲାଣି। କିନ୍ତୁ ପ୍ରତାପ ନନା କୋଠା ଘରଟିଏ କରିପାରୁ ନାହାଁନ୍ତି।
କେରଳର ଜଣେ ବ୍ୟକ୍ତି ଲକ୍ଡାଉନର ଭରପୁର ଫାଇଦା ଉଠାଇଛନ୍ତି । ଘରେ ବସି ୧୪୫ ଟି ଡିଗ୍ରୀ ହାସଲ କରିଛନ୍ତି, ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ।
ସ୍କଟଲ୍ୟାଣ୍ଡରେ ରହିଛି ଏକ ଭୟଙ୍କର ସ୍ଥାନ । ଏହି ସ୍ଥାନକୁ ଦୂରରୁ ଦେଖିଲେ ହି ମନରେ ଭୟ ସୃଷ୍ଚି ହୁଏ । ଏହା ହେଉଛି ଏକ କ୍ୟାସଲ୍ ବା ମହଲ । ତେବେ କୁହାଯାଏ ଭୂତ ମାନଙ୍କ ଦ୍ୱାରା ଏହି ମହଲର ନିର୍ମାଣ କରାଯାଇଥିଲା ୧୨୬୬ରେ । ତେବେ ବାସ୍ତବରେ କଣ ଏହି ସ୍ଥାନ ସେତେ ଭୟଙ୍କର । କଣ ହୋଇଥାଇପାରେ ଏହାର ସତ୍ୟତା ।
କେବଳ କରୋନା ମହାମାରୀ ନୁହେଁ ବରଂ ଏହାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ମଧ୍ୟ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳିଛି । ଏଣିକି ଆଉ ରହିବନି କଟକଣା । ନାଇଟ୍ କର୍ଫ୍ୟୁକୁ ମଧ୍ୟ ହଟାଇଦିଆଯାଇଛି ।
ଅନଲାଇନ୍ରେ ଲୁଡୁ ଖେଳୁ ଖେଳୁ ପ୍ରେମରେ ପଡ଼ିଗଲେ ମହିଳା । ପ୍ରେମିକଙ୍କୁ ପାଇବାକୁ ସୀମା ସରହଦ ପାର କରିଯିବାକୁ ଚାହୁଁଥିଲେ ।
ସ୍ୱାଦ ତଥା ପୌଷ୍ଟିକତା କାରଣରୁ ଅନେକ ଲୋକ ନିୟମିତ ଭାବେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ସେମାନେ ଜାଣିନଥାନ୍ତି ଯେ ଅତ୍ୟଧିକ ଚିକେନ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ । ତେବେ ଅଧିକ ଚିକେନ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କଣ ରହିଛି ବିପଦ ଆସନ୍ତୁ ଜାଣିବା ।
ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ।
ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ । କାଲିଠାରୁ ଆଜି ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ଦୈନିକ ପଜିଟିଭିଟି ହାର ୯.୨୮ ପ୍ରତିଶତକୁ ବଢ଼ିଲା ।
‘ମୋ ନାମ କୋଭିଡ୍ କିନ୍ତୁ ମୁଁ କରୋନା ଭାଇରସ୍ ନୁହେଁ’। ଏହା ମନେପକେଇଦିଏ ଶାହରୁଖ ଖାନ୍ଙ୍କ ସେହି ଜଣାଶୁଣା ସଂଳାପ “ମେରା ନାମ୍ ଖାନ୍ ଔର୍ ମୈନ୍ ଆତଙ୍କବାଦୀ ନେହୀ ହୁଁ”। କିନ୍ତୁ ଏହି ନାଁରେ ଜଣେ ଲୋକ ଏବେ ଭାଇରାଲ୍ ହେବାରେ ଲାଗିଛନ୍ତି।
ରାଜ୍ୟରେ ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି ।
ପ୍ରୋଟିନରେ ଭରପୁର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ ବୋଲି କୁହାଯାଏ , କିନ୍ତୁ ଆମେ ଏହି ଅଣ୍ଡାର ଚୋପାକୁ ଫିଙ୍ଗି ଦେଇଥାଉ ଯାହାକୁ ଆମେ ଅଳିଆ ବୋଲି ଭାବୁଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ଅଣ୍ଡା ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ଏହା ଆପଣଙ୍କର ଦୈନଦିନ ଜୀବନର କିଛି ସମସ୍ୟାକୁ ଦୂର କରିଥାଏ ।
ଆପଣମାନେ ନିଶ୍ଚିତ ମିକ୍ସର, ବିସ୍କୁଟ୍, ପ୍ଲାଷ୍ଟିକ୍, କାଚ ଆଦି କାରଖାନା ବିଷୟରେ ଶୁଣିଥିବେ ଆଉ ଦେଖିଥିବେ। କେବେ କ’ଣ ଶୁଣିଛନ୍ତି କି ଶିଶୁ ଉତ୍ପାଦନ କାରଖାନା! କିନ୍ତୁ ଏହା ସତ ଯେ ଏମିତି ଏକ କାରଖାନା ପିଲା ଜନ୍ମ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛି।
ଜଣେ ୨୮ ବର୍ଷର ଯୁବକ ନିଜର ଏକ ଝିଅକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।
ଦେଶରେ ହୁ ହୁ ହୋଇ ବଢୁଛି ସଂକ୍ରମଣ : ଜାନୁଆରୀ ୧୫ ପରେ ଆହୁରି ବଢିବ ସଂକ୍ରମଣ
ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ ଫ୍ଲପ୍ ହେଉଥିବା ବେଳେ ହିନ୍ଦୀ ଭାଷା ରାଜ୍ୟରେ କାୟାବିସ୍ତାର କରି ଚାଲିଛି ଦକ୍ଷିଣ ଭାରତୀୟ ଫିଲ୍ମ। ଲୋକମାନେ ଏହାକୁ ବେଶ ପସନ୍ଦ କରି ଚାଲିଛନ୍ତି। କ’ଣ ରହିଛି ଏହା ପଛର କାରଣ?
କାହିଁକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହେଲା ଅବହେଳା? କାଲି ରିପୋର୍ଟ ଦାଖଲ କରିବେ ଏସଏସପି
ବାହାଘର ପାର୍ଟି ଓ ଫଙ୍କସନ୍ରେ ଆପଣ ସବୁଠୁ ଅଲଗା ଓ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି କି ? ନିଜ ଲୁକ୍କୁ ଖାସ୍ କରିବା ପାଇଁ ଚାହୁଁଛନ୍ତି କି ? ତେବେ ପାର୍ଲର ନ ଯାଇ ଘରେ ମଧ୍ୟ ନିଜେ ମେକ୍ଅପ୍ କରିପାରିବେ।