ସମସ୍ତଙ୍କ ଚେହେରା ଯେମିତି ଭିନ୍ନ ଭିନ୍ନ ସେହିଭଳି ମୁହଁର ଗଠନ ମଧ୍ୟ ଭିନ୍ନ ଭିନ୍ନ। ମୁହଁର ଗଠନ ଭଳି ଆଇବ୍ରୋ ବା ଭ୍ରୂଲତା ମଧ୍ୟ ଭିନ୍ନ ଭିନ୍ନ ଥାଏ। କିଛି ଲୋକଙ୍କ ଭ୍ରୂଲତା (ଆଇବ୍ରୋ) ଯୋଡି ହୋଇଥାଏ ତ କାହାର ଛଡା ଛଡା ଥାଏ। ଏହିଭଳି ଭ୍ରୂଲତା ଦେଖିବାକୁ ସୁନ୍ଦର ଲାଗେ। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯୋଡି ହୋଇଥିବା ଭ୍ରୂଲତାର ଖାସ ଅର୍ଥ ରହିଛି। ଆସନ୍ତୁ ଜାଣିବା ଯୋଡି ହୋଇଥିବା ଭ୍ରୂଲତା ଶୁଭ ନା ଅଶୁଭ ହୋଇଥାଏ।
ଥରେ ନୁହେଁ, ୨ଥର ନୁହେଁ...୧୧ଥର ନେଇ ସାରିଲେଣି କରୋନା ଟିକା ! ଏହାସହ ଭ୍ୟାକ୍ସିନ୍କୁ ବ୍ରହ୍ମାଙ୍କ ବରଦାନ ମଧ୍ୟ କହିଛନ୍ତି। ବିହାରର ଜଣେ ବୃଦ୍ଧ ୧୧ଥର କରୋନା ଟିକା ନେଇ ସାରିଥିବା ଦାବି କରିଛନ୍ତି।
ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SEBI ପକ୍ଷରୁ ସିକ୍ୟୁରିଟିଜ ମାର୍କେଟ୍ ଅପରେସନ୍ସ (SMO), ଆଇନ, ରିସର୍ଚ୍ଚ ଏବଂ ଆଇଟି ବିଭାଗରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ SEBIର ଅଫିସିଆଲ୍ ୱେବସାଇଟକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।
ବୁଷ୍ଟର ଡୋଜ୍ ପାଇଁ ସମସ୍ତଙ୍କ ଆଶା । କେବେ ମିଳିବ ସେମାନଙ୍କୁ ବୁଷ୍ଟର ଡୋଜ୍ ? ହେଲେ ଏଠି ପ୍ରଶ୍ନ ଉଠୁଛି ବୁଷ୍ଟର ଡୋଜ୍ ଯଦି ନିଆଯିବ, ତେବେ କେଉଁ ବ୍ରାଣ୍ଡର ?
ଏଣିକି ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଆଉ ଜିନୋମ୍ ସିକ୍ୱେନ୍ସିଂ କରିବାକୁ ପଡ଼ିବ ନାହିଁ। ଟେଷ୍ଟ୍ କିଟ୍ ମାଧ୍ୟମରେ ୪ ଘଣ୍ଟାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇପାରିବ। ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଏହି ଟେଷ୍ଟିଂ କିଟ୍କୁ ବିକଶିତ କରାଯାଇଛି।
କେମିତି ହୋଇଥିଲା ଦେଶର ପ୍ରଥମ ସିଡ଼ିଏସ୍ ବିପିନ ରାୱତଙ୍କ ଚପ୍ପର କ୍ରାସ୍? ସାମ୍ନାକୁ ଆସିଲା ରିପୋର୍ଟ...
ଏଭଳି ପାପ କରିବା ପରେ ଏହି ସରକାର କ୍ଷଣେ ମାତ୍ର ରହିବା ଉଚିତ ନୁହେଁ କହିଲେ ଅମରିନ୍ଦର । ପଞ୍ଜାବ ସରକାରକୁ ତୁରନ୍ତ ବରଖାସ୍ତ କରିବାକୁ କହିଲେ ଅମରିନ୍ଦର ସିଂହ ।
ବର୍ମିଂହାମ ସହରର ବିଭିନ୍ନ ଗଳିକନ୍ଦିରେ ବିବାହ ବିଜ୍ଞାପନ । ବିବାହ କରିବାକୁ ବିକଳ ହେଉଥିବା ଜଣେ ବ୍ୟକ୍ତି ସହରରେ ହୋର୍ଡିଂ ଲଗାଇ ଯୋଗ୍ୟ ପାତ୍ରୀ ଖୋଜୁଛନ୍ତି ।
ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଭଟିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଜଣାଇଥିବା ନେଇ ସୂଚନା ମିଳିଛି। ଏୟାରପୋର୍ଟ କର୍ମଚାରୀଙ୍କ ସାମ୍ନାରେ ପ୍ରତିକ୍ରିୟା ଜଣାଇଥିବା ANI ପକ୍ଷରୁ ସୂଚନା ଦିଆଯାଇଛି
ପୁଅ ଆଇପିଏସ୍ କିନ୍ତୁ ବାପା-ମାଆ ରହୁଛନ୍ତି ଚାଳଘରେ, ପଚାରିଲେ କୁହନ୍ତି....ମୋର ବଳବୟସ ଥିବା ପର୍ଯ୍ୟନ୍ତ ମୁଁ ଖଟିବି
ଝାଡ଼ଖଣ୍ଡ ପାକୁଡ଼ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
କେନ୍ଦ୍ରାପଡ଼ା ଆଳିର ବାବୁଲି ସାହୁଙ୍କ ପରିବାର ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପାଚେରୀ ଡେଇଁ ଯିବା ଆସିବା କରୁଛନ୍ତି । ଦୀର୍ଘ ମାସେ କାଳ ଗୃହବନ୍ଦୀ ହୋଇ ଚଳୁଛନ୍ତି ବାବୁଲିଙ୍କ ପରିବାର ।
ସିନ୍ଧୁତାଇ ସପକାଲ ନିଜ ଜୀବନ କାଳରେ ୧୪୦୦ରୁ ଅଧିକ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ହେଲେ ଦୁଃଖର କଥା ଅନାଥଙ୍କ ମା’ ଆଜି ଆଉ ଆମ ଗହଣରେ ନାହାନ୍ତି ।
ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କଟକଣା ଲାଗିବା ସତ୍ତ୍ୱେ ସଂକ୍ରମଣ ଥମିବାର ନାଁ ଧରୁନି। ଏସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ବଡ଼ ସୂଚନା ଦେଇଛନ୍ତି। ଦିଲ୍ଲୀରେ କରୋନାର ପଞ୍ଚମ ଲହର ଆସି ଗଲାଣି ବୋଲି ସେ କହିଛନ୍ତି।
ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ। ଛୁଆଙ୍କ ଯତ୍ନ ନେଉଛନ୍ତି ବାପା ଲଇବାନ। ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି। ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଲଇବାନଙ୍କ ଦୁଃଖ କାହାଣୀର ଅନ୍ତ କେବେ?
କୋର୍ଟ କହିଛନ୍ତି ଯେ, ଶାନ୍ତିର ସହ ତାଙ୍କ ଶ୍ୱଶୂର ଘରେ ରହିବେ। ଶଶୂର ଘର ଲୋକଙ୍କ ସହ କୌଣସି ଝଗଡା କରିବେ ନାହିଁ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ କି ଅନ୍ୟ ଲୋକଙ୍କ ଦ୍ୱାରା କରାଇବେ ନାହିଁ।
ଏଣିକି SBI ଗ୍ରାହକ ଡିଜିଟାଲ୍ ମାଧ୍ୟମରେ ତତ୍କାଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଆସନ୍ତା ମାସରୁ ଏହି ନିୟମ ଲାଗୁ ହେବ। ଏହି ନେଣଦେଣ YONO ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଂ/ମୋବାଇଲ୍ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ।
ସଂଶୋଧିତ ହୋମ୍ ଆଇସୋଲେସନ ଗାଇଡଲାଇନ ଜାରି କଲା କେନ୍ଦ୍ର। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ହୋମ୍ ଆଇସୋଲେସନ ନେଇ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି।
କରୋନା ଓ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହେବା ଆବଶ୍ୟକ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ‘ଭିଟାମିନ୍-ସି’ ଆମ ଶରୀରର ଇମ୍ୟୁନିଟି ବା ରୋଗପ୍ରତିରୋଧକ ଶକ୍ତିକୁ ଷ୍ଚ୍ରଙ୍ଗ୍ କରାଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତରମାନେ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି ।
ରୁନିଟ୍ ଆଇଲ୍ୟାଣ୍ଡ ସମ୍ପର୍କରେ କେବେ ଶୁଣିଛନ୍ତି ? ଏହି ଆଇଲ୍ୟାଣ୍ଡ ବେଶ୍ ବିଚିତ୍ର । ଏହାକୁ ମାର୍ଶାଲ୍ ଆଇଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ । ଏହି ଆଇଲ୍ୟାଣ୍ଡଟି ରହିଛି ପ୍ୟାସିଫିକ୍ ଓସିନରେ । ତେବେ କଣ ଏହି ରୁନିଟ୍ ଦ୍ୱୀପ । କଣ ଏହାର ବିଶେଷତ୍ତ୍ୱ । ଚାଲନ୍ତୁ ଜାଣିବା ।
କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସାରା ବିଶ୍ୱ ତ୍ରସ୍ତ ହୋଇ ପଡିଥିବା ବେଳେ ଫ୍ରାନ୍ସରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ନୂତନ ଭାରିଆଣ୍ଟର ନାମ ଆଇଏଚୟୁ(IHU) ରଖାଯାଇଛି । ଫ୍ରାନ୍ସର ୧୨ଜଣଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଏଚୟୁ ମେଡିଟେରାନି ଇନଫେକ୍ସନ୍ ପକ୍ଷରୁ ସୂଚନା ମିଳିଛି ।
ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କଲେ ଏହା ମ୍ୟୁଟେସନରେ ସହାୟକ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ।
ଦେଶରେ ଲଗାମ ଧରୁନି କରୋନା ସଂକ୍ରମଣ । ହୁ ହୁ ହୋଇ ମାଡିଚାଲିଛି ଉଭୟ କରୋନା ଓ ତାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆଜି ଦେଶରେ ଦିନକରେ ୨୪ ଘଣ୍ଟାରେ ୫୮,୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଜି ୫୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।
ଇତିହାସ ରଚିଲେ ବ୍ରିଟିଶ ମୂଳ ଶିଖ ସେନା ଅଧିକାରୀ ପ୍ରୀତି ଚାନ୍ଦି। ସାଉଥ୍ ପୋଲ୍କୁ ଏକାକୀ ଯାତ୍ରା ସଫଳ କରିବାରେ ସେ ହୋଇପାରିଛନ୍ତି ପ୍ରଥମ "ଅଣଶ୍ୱେତ ମହିଳା"। ଚାନ୍ଦିଙ୍କ ଏହି ଦୁଃସାହସିକ କାର୍ଯ୍ୟ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା।
ସେ ପୁଅ ହେଉ କି ଝିଅ ହେଉ ସମସ୍ତେ ଷ୍ଟାଇଲିସ୍ ଚୁଟି କରିବାକୁ ଚାହାନ୍ତି। ଏନେଇ ସେମାନେ ସେଲୁନ୍ କିମ୍ବା ପାର୍ଲର ଯାଇ ଚୁଟିକୁ କଲର କରନ୍ତି। କିନ୍ତୁ ଏଠି ଏମିତି ଏକ କୁକୁର ଅଛି ଯାହାର ସ୍ୱଭାବିକ ଭାବେ ଲମ୍ବା ଆଉ ସୁନେଲି କେଶ ରହିଛି।