Advertisment

ଟିକା ନେବା ପରେ ବି ଅଭିନେତା ଜନ୍‌ ଓ ତାଙ୍କ ପତ୍ନୀଙ୍କୁ କରୋନା

ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଉଭୟ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ଉଭୟ ଟିକା ନେଇଥିଲେ ଓ ଉଭୟଙ୍କ ନିକଟରେ ଅଳ୍ପ ଲକ୍ଷଣ ଥିବା  ଜନ୍‌ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bollywood Actor John Abraham And His Wife Priya

Bollywood Actor John Abraham And His Wife Priya

ମୁମ୍ବାଇ: ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଉଭୟ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ଏନେଇ ଜନ୍‌ ଆଜି ସକାଳେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଶେଆର କରି ଏହି ସୂଚନା ଦେଇଛନ୍ତି। 

Advertisment

ସେ ଲେଖିଛନ୍ତି, ‘୩ ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲି। ସମ୍ପୃକ୍ତ ବ୍ୟକ୍ତି କୋଭିଡ୍‌ ପଜିଟିଭ୍‌ ବୋଲି ପରେ ଜଣାପଡ଼ିଥିଲା। ପ୍ରିୟା ଓ ମୁଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛୁ। ଆମେମାନେ କାହା ଯୋଗାଯୋଗରେ ଆସୁ ନାହୁଁ ଓ ନିଜକୁ ସଂଗରୋଧ କରି ରଖିଛୁ।’

John Abraham test positive for COVID-19ଜନ୍‌ ଆବ୍ରାହମଙ୍କୁ କରୋନା

ଉଭୟ ଟିକା ନେଇଥିଲେ ଓ ଉଭୟଙ୍କ ନିକଟରେ ଅଳ୍ପ ଲକ୍ଷଣ ଥିବା ଜନ୍‌ ସୂଚନା ଦେଇଛନ୍ତି।

COVID19 John Abraham Bollywood
Advertisment
Advertisment