Advertisment

CCIରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

CCIରେ ଖାଲି ପଡିଛି ଡାଇରେକ୍ଟର ଜେନେରାଲ ପଦବୀ । CCIରେ ମୋଟ୍ ପଦବୀ ୧୨ଟି ରହିଥିବା ବେଳେ ଜଏଣ୍ଟ ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୪ଟି ଓ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୮ଟି ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।

author-image
Pallipuspa Samal
ଅଦ୍ୟତନ ହୋଇଛି
CCI Recruitmen

CCI Recruitmen

CCI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜଏଣ୍ଟ ଡାଇରେକ୍ଟର ଜେନେରାଲ ଏବଂ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ପାଇଁ CCI ଦ୍ୱାରା ପ୍ରାର୍ଥୀଙ୍କୁ ଆବେଦନ ଗ୍ରହଣ କରାଯାଉଛି । ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀ ସିସିଆଇର ଅଫିସିଆଲ ୱେବସାଇଟ୍ cci.gov.in କୁ ଯାଇ ଆବେଦନ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ରହିଛି।

Advertisment

CCIରେ ମୋଟ୍ ପଦବୀ ୧୨ଟି ରହିଥିବା ବେଳେ ଜଏଣ୍ଟ ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୪ଟି ଓ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୮ଟି ରହିଛି ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନ କରୁଥିବା ବ୍ୟକ୍ତି ଦୁଇଟି ଯାକ ପଦରେ ଶିକ୍ଷାଗତ ଯୋଗ୍ୟତା ଆଇନ, ଅର୍ଥଶାସ୍ତ୍ର, ବାଣିଜ୍ୟ ଓ ଫାଇନାନ୍ସ ବିଜନେସ ଆଡମିନିଷ୍ଟ୍ରେସନ ଆଣ୍ଡ ଆକାଉଣ୍ଟିଂ,କଷ୍ଟ ଆକାଉଣ୍ଟିଂ ଡିଗ୍ରୀ କରିଥିବା ଜରୁରୀ ଅଟେ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ସାଇଟକୁ ଯାଇ ଅଧିକାରକ ନୋଟିଫିକେସନ ଚେକ୍ କରିପାରିବେ ।

Advertisment

ପଦବୀ ପାଇଁ ଦରମା:

ଜଏଣ୍ଟ ଡାଇରେକ୍ଟର ଜେନେରାଲ ମାସକୁ ୧,୨୩,୧୦୦/୨,୧୫,୯୦୦ ଟଙ୍କା ପାଇବେ। ସେହିପରି ଡେପୁଟି ଡାଇରେକ୍ଟର ଜେନେରାଲ ମାସକୁ ୭୮,୮୦୦/୨୦୦,୯୦୦ ଟଙ୍କା ପାଇବେ।

କିପରି କରିବେ ଆବେଦନ:

ପ୍ରଥମେ CCIର ଅଫିସିଆଲ ୱେବସାଇଟ୍‌ cci.gov.in ଯାଆନ୍ତୁ।

ଏହାପରେ Advertisement in the What’s News Section ଚେକ୍‌ କରନ୍ତୁ।

  • ଏହା ପରେ Advertisement କୁ ଡାଉନଲୋଡ କରନ୍ତୁ।
  • ଆବେଦନ ପତ୍ର ପୂରଣ କରିବା ପରେ ଆବେଦନ କରିବାର ତାରିଖ ପୂର୍ବରୁ ସବ୍‌ମିଟ୍‌ କରିଦିଅନ୍ତୁ।
CCI Recruitment
Advertisment
Advertisment