ଭାରତ ଭିତରକୁ ପ୍ରବେଶ ସମୟରେ ପାକିସ୍ତାନୀ ବୋଟ୍କୁ ଧରିଲେ ଭାରତୀୟ ତଟରକ୍ଷୀ ।
ପ୍ରାୟତଃ ସମସ୍ତେ ନିଜର ଲୁକ୍ ଓ ସୈନ୍ଦର୍ଯ୍ୟ ପାଇଁ ବହୁତ ଚିନ୍ତିତ ଥାନ୍ତି । ବିଶେଷ କରି କର୍ମଜୀବୀ ମହିଳାମାନେ ବ୍ୟସ୍ତବହୁଳ ଜୀବନରେ ମେକଅପ୍ ଓ ନିଜର ଲୁକ୍ ପ୍ରତି ଧ୍ୟାନ ଦେଇଥାନ୍ତି । ତେବେ ସମସ୍ତେ ଅଫିସ୍ରେ ସ୍ମାର୍ଟ ଦିଶିବା ପାଇଁ ଚେଷ୍ଟା କରନ୍ତି । ଅନେକ ମହିଳା ଅଫିସ୍ ଯିବା ବେଳେ ମେକ୍ଅପ୍ ନିଅନ୍ତି । ସେମାନଙ୍କର ଧାରଣା ମେକ୍ଅପ୍ ନେଲେ ସେମାନେ ସୁନ୍ଦର ଦେଖାଯିବା ସହିତ ଅଧିକ ସ୍ମାର୍ଟ ଦେଖାଯାନ୍ତି । ଆଉ ମେକ୍ଅପ୍ ନେଲେ ସେମାନଙ୍କ ଆତ୍ମବିଶ୍ୱାସ ବି ବଢ଼ିଯାଏ । ଆଜି ଜାଣିବା କର୍ମଜୀବୀ ମହିଳାମାନଙ୍କ କିଛି ମକ୍ଅପ୍ ଟିପ୍ସ୍ ।
ଧରାପଡିଲା ସୁଲ୍ଲି ଡିଲ୍ ଆପ୍ର ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସାଇବର କ୍ରାଇମ୍ ୟୁନିଟ୍ ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ନିଲାମ କରୁଥିବା ଏହି ଆପ୍ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି।
ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବ।
ପ୍ରମୁଖ ୱେବ୍ ସର୍ଚ୍ଚ ଇଞ୍ଜିନ୍ ‘ଗୁଗଲ୍’ କୁ ବଡ଼ ଝଟ୍କା। ମଜଭୁତ ସ୍ଥିତିର ଅପବ୍ୟବହାର କରୁଥିବା ନେଇ ଗୁଗଲ୍ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଡିଜିଟାଲ ନ୍ୟୁଜ୍ ପବ୍ଲିସର୍ସ ଆସୋସିଏସନ୍ ଏହି ଅଭିଯୋଗ ଆଣିଛି।
ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ
ଲୋନ୍ କିସ୍ତି ଟଙ୍କା ଦେଇ ନପାରିବାରୁ ମହିଳାଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ। ଚା’ରେ ନିଶାଦ୍ରବ୍ୟ ମିଶାଇ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୯ ହଜାର ୬୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୈନିକ ପଜିଟିଭିଟି ହାର ୧୦.୨୧%କୁ ବୃଦ୍ଧି ପାଇଛି।
ମନି ଲଣ୍ଡ୍ରିଂ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଗିରଫ ପରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍(Jacqueline Fernandez)ଙ୍କ ନାଁ ଆସିବା ପରେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ଏବେ ସୁକେଶଙ୍କ ସହ ଜ୍ୟାକଲିନ୍ଙ୍କ ଆଉ ଏକ ନୂଆ ଫଟୋ ଭାଇରାଲ୍ ହୋଇଛି।
ଆଜି ଜାଣିବା ଘରେ ଶଙ୍ଖ ରଖିଲେ କ’ଣ ସବୁ ଫାଇଦା ମିଳିଥାଏ ? ଏହାସହ କେଉଁ ଶଙ୍ଖ ରଖିଲେ ଘରେ କେବେ ବି ଧନ ସମସ୍ୟା ଦେଖା ଦିଏ ନାହିଁ ?
ଧନୁ ୨୫ ଦିନ ପୌଷ ମାସ ଶୁଳ୍କ ପକ୍ଷ । ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର । ଆଜି ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ଜାଣିବା ।
ଗତ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ୧୫ ହଜାର ଏବଂ ଶୁକ୍ରବାର ୧୭ ହଜାରରୁ ଅଧିକ ଆକ୍ରାନ୍ତ ବାହରିଥିବା ବେଳେ ଆଜି ବି କରୋନାର ଲମ୍ବ ଡିଆଁ ଦେଖିଛି ରାଜଧାନୀ । ପଜିଟିଭିଟି ରେଟ୍ ମଧ୍ୟ ବୃଦ୍ଧି ପାଇ ୧୯.୬୦ରେ ପହଂଚିଛି ।
ସୋସିଆଲ୍ ମିଡିଆରେ ଏମିତି ଏକ ପଶୁର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଯେକେହି ବି ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହା କୁକୁର ନା ବିଲେଇ ଜାଣିବା କଷ୍ଟ ହେଉଛି।
ଟଙ୍କା ରୋଜଗାର ପାଇଁ ଅଜବ କାମ କରୁଛନ୍ତି ଏହି ମହିଳା। କୁକୁର ହୋଇ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ଲକ୍ଡାଉନ୍ କାହାକୁ ବାଧିଛି ତ କାହାର ବେକାର କରିଦେଇଛି। କିନ୍ତୁ ଏଇ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଲକ୍ଡାଉନ୍ର ସୁଯୋଗ ନେଇ ୧୪୫ରୁ ଅଧିକ ଡିଗ୍ରୀ ହାସଲ କରିଛନ୍ତି। ଏହା ସମସ୍ତଙ୍କୁ ପ୍ରେରଣ ଦେଉଛି।
ଏବେ ଶୀତଋତୁ ଚାଲିଛି। ଶୀତଦିନେ ସବୁଠାରୁ ଭଲ ଶାଗ ହେଉଛି ପାଳଙ୍ଗ। ଏହି ଋତୁରେ ହିଁ ପାଳଙ୍ଗ ଶାଗ ଅଧିକ ମିଳିଥାଏ। ଆଉ ଏହି ଋତୁରେ ସମସ୍ତେ ପାଳଙ୍ଗ ଶାଗ ନିହାତି ଖାଇବା ଉଚିତ୍। କାରଣ ଏଥିରେ ଅନେକ ଭିଟାମିନ୍ ରହିଛି। ତା’ ସହିତ ଏହାର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଶରୀରର ଅନେକ ରୋଗର ଉପଶମ ହୋଇଥାଏ
ସାଧାରଣତଃ ରକ୍ତରେ ସୁଗାର ଅଧିକ ବାହାରିବା ମାତ୍ରେ ଲୋକେ ପାରମ୍ପରିକ ଖାଦ୍ୟ ଛାଡି କଞ୍ଚା ପରିବା, ଫଳ ଆଦି ଖାଇବା ଆରମ୍ଭ କରିଦିଅନ୍ତି। କିଛି ଲୋକ ତ ଅନ୍ୟମାନଙ୍କଠୁ ଶୁଣି କଲରା ଜୁସ୍, ନିମ ପିତା ଆଦି ଖାଇବା ଆରମ୍ଭ କରିଦିଅନ୍ତି, ଯାହାକି ପରେ ଅନ୍ୟ ଶାରୀରିକ ଅସୁବିଧାକୁ ଡାକିଆଣେ। ଏବେ ଆସନ୍ତୁ ଜାଣିନେବା ଜଣେ ଡାଇବେଟିକ୍ ରୋଗୀର ଦିନସାରାର ଖାଦ୍ୟ ତାଲିକା।
ସମସ୍ତେ ଜାଣନ୍ତି ଯେ ଇଂଜିନିୟର ହେବାକୁ ହେଲେ ବହୁତ କିଛି ପଢିବାକୁ ପଡେ। କିନ୍ତୁ ବିନା ପାଠରେ ଇଂଜିନିୟର ହେବ ବୋଲି କହିଲା ଏହି କୁନି ପୁଅ।
ଆପଣଙ୍କ ଆଧାର କାର୍ଡ଼ କେତେ ସୁରକ୍ଷିତ?ଘରେ ବସି ଜାଣନ୍ତୁ ଟିକିନିଖି ତଥ୍ୟ...
ନିଆଁ ଲାଗିବା ଭଗବାନଙ୍କ କାମ ବୋଲି ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହାକୁ କଦାପି ଭଗବାନଙ୍କ କାମ ବୋଲି କୁହାଯାଇପାରିବ ନାହିଁ । ଜଷ୍ଟିସ ଏ ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ, ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ, ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ
ମାଇଲେଜ୍କୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ଏହି ଉପାୟ ଅବଲମ୍ବନ କଲେ ବଢିଯିବ ଗାଡ଼ି ମାଇଲେଜ୍
'ବାହୁବଲୀ'ର କଟାପ୍ପା ଓରଫ୍ ଅଭିନେତା ସତ୍ୟରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ବଲିଉଡ ସୁନ୍ଦରୀମାନଙ୍କ ଖଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ନିଜର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାରେ ଉଚ୍ଚତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ତେବେ ଆସନ୍ତୁ ଜାଣିନେବା ବଲିଉଡ୍ର କିଛି ସର୍ବୋତ୍ତମ ନାୟିକାଙ୍କ ବିଷୟରେ।
ବାହାଘର ପାଖେଇ ଆସିଲେ ସମସ୍ତେ ନିଜର ଲୁକ୍ ଓ ଡ୍ରେସକୁ ନେଇ ଚିନ୍ତାରେ ପଡି ଯାଆନ୍ତି । କଣ ପିନ୍ଧିବେ,କିଭଳି ନିଜକୁ ସଜେଇବେ ଏହାକୁ ନେଇ ଚିନ୍ତାରେ ପଡି ଯାଆନ୍ତି । ବିବାହ ଋତୁରେ ଝିଅମାନଙ୍କ ଭଳି ପୁଅମାନେ ମଧ୍ୟ ଟ୍ରେଣ୍ଡି ଓ ଫ୍ୟାଶନେବୁଲ୍ ଲୁକ୍ ଚାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ପୁଅମାନଙ୍କ ପାଇଁ ଆଉଟଫିଟ୍ କଣ ରହିବ ସେ ବିଷୟରେ ଜଣେଇବୁ ।