/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641715474.jpg)
Look smart in the office
ବେଳେ ବେଳେ ମେକ୍ଅପ୍ର ମାପଚୁପରେ ଏପଟ ସେପଟ ହୋଇଗଲେ ତାହା ସେମାନଙ୍କ ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେଇଥାଏ । ତେଣୁ ଅଫିସ୍ ଗଲା ବେଳେ ସ୍ମାର୍ଟ ଦିଶିବା ପାଇଁ କେମିତି ମେକ୍ଅପ୍ ନେବାକୁ ହେବ, ତାହା ବି ଜାଣିବା ଜରୁରୀ । ତା’ହେଲେ ଆସନ୍ତୁ ଜାଣିବା ।
Advertisment
- ସମସ୍ତଙ୍କଠାରୁ ଭିନ୍ନ ଲାଗିବା ପାଇଁ ହେୟାର୍ ଷ୍ଟାଇଲ୍ରେ ମଧ୍ୟ ପରିବର୍ତ୍ତନ ଆଣନ୍ତୁ ।
- ଯଦି ଆପଣଙ୍କ ସ୍କିନ୍ ଅଏଲି, ତା’ହେଲେ କିଛି କଟନ୍ ଓ ଫେସ୍ ୱାଶ୍ (ଆପଣ ଯେଉଁ ବ୍ରାଣ୍ଡ୍ ବ୍ୟବହାର କରୁଛନ୍ତି)କୁ ମେକ୍ଅପ୍ କିଟ୍ରେ ରଖିବାକୁ ଭୁଲନ୍ତୁ ନାହିଁ।
- କିଛି ମହିଳାଙ୍କର ହେଭି ମେକ୍ଅପ୍ ବା ଅଧିକ ମେକ୍ଅପ୍ ନେବାର ଅଭ୍ୟାସ ଥାଏ। ତେବେ ସେମାନେ ଜାଣନ୍ତି ନାହିଁ ଯେ, ଅଧିକ ମେକ୍ଅପ୍ ସେମାନଙ୍କୁ ଅସୁନ୍ଦର କରିଦିଏ। ତେଣୁ ଅଫିସ୍କୁ ଯିବା ବେଳେ ହାଲ୍କା ଓ ନ୍ୟାଚୁରାଲ୍ ମେକ୍ଅପ୍ ନିଅନ୍ତୁ। ଏହା ଆପଣଙ୍କୁ ସ୍ମାର୍ଟ ଲୁକ୍ ଦେବାରେ ସାହାଯ୍ୟ କରିବ।
- ମେକ୍ଅପ୍ ପାଇଁ ଡାର୍କ ଆଇଲାଇନର୍, ଡାର୍କ ଶେଡ୍ ଲିପ୍ଷ୍ଟିକ୍ ଏବଂ ଡାର୍କ ଆଇ ଶ୍ୟାଡୋ ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ ହାଲ୍କା ରଙ୍ଗର ଆଇଲାଇନର୍ ଓ ଲିପ୍ଷ୍ଟିକ୍ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ସୁନ୍ଦର ଓ ନ୍ୟାଚୁରାଲ୍ ଲୁକ୍ ମିଳିବ।
- ମେକ୍ଅପ୍ ପାଇଁ ଡାର୍କ ଆଇଲାଇନର୍, ଡାର୍କ ଶେଡ୍ ଲିପ୍ଷ୍ଟିକ୍ ଏବଂ ଡାର୍କ ଆଇ ଶ୍ୟାଡୋ ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ ହାଲ୍କା ରଙ୍ଗର ଆଇଲାଇନର୍ ଓ ଲିପ୍ଷ୍ଟିକ୍ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ସୁନ୍ଦର ଓ ନ୍ୟାଚୁରାଲ୍ ଲୁକ୍ ମିଳିବ।
- ଯଦି ଅଫିସ୍ରେ ଅଧିକ ସମୟ ରହିବାକୁ ପଡୁଛି, ତା’ହେଲେ ପର୍ସରେ ଏକ ଛୋଟ ମେକ୍ଅପ୍ କିଟ୍ ରଖନ୍ତୁ। ମଝିରେ ମଝିରେ ଟଚ୍ଅପ୍ ନିଅନ୍ତୁ।
makeup tips
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)