• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Minor Girl Raped
ଛଅ ମାସ ଶିଶୁକୁ ବି ଛାଡିଲେନି ଯୌନ ପିପାଷୁ, ଦୁଷ୍କର୍ମ କଲେ..

ଦେଶରେ ଦିନକୁ ଦିନ ନାବାଳିକାଙ୍କୁ ଦୁଷ୍କର୍ମ ହେଉଥିବା ଅଭିଯୋଗ ଚିନ୍ତାର ବିଷୟ ପାଲଟିଲାଣି । ଦିଲ୍ଲୀର ଦୁଇ ନାବାଳିକାଙ୍କୁ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

Vice President M Venkaiah Naidu Pitches For Early Education Of Children In Mother Tongue
ପିଲାଙ୍କର ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍‌: ଉପରାଷ୍ଟ୍ରପତି

ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍‌ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ।

Pakistan secures USD 8 billion package from Saudi Arabia amid sinking economy
ପାକିସ୍ତାନ୍‌କୁ ସାହାଯ୍ୟର ହାତ ବଢ଼ାଇଲା ସାଉଦି ଆରବ୍; ଦେଲା ୮ ବିଲିୟନ ଡଲାର ଆର୍ଥିକ ରାଶି

ପାକିସ୍ତାନକୁ ୮ ବିଲିୟନ ଡଲାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ରାଜି ହୋଇଛି ୟୁଏଇ ।

Honeymoon
ବାହା ହେବାକୁ NRI ଭାରତ ମୁହାଁ, ବଢ଼ିଲା ହୋଟେଲ୍‌ ରେଟ୍‌ ! ହନିମୁନ୍‌ ପାଇଁ ସବୁ ହିଲ୍‌ଷ୍ଟେସନ୍‌ରେ ଗହଳି

ବାହାଘର ସିଜିନ୍‌ ଚାଲିଥିବାରୁ ଏହାର ବେଶ୍‌ ଫାଇଦା ମଧ୍ୟ ନେଉଛନ୍ତି ବ୍ୟବସାୟୀ । ସମସ୍ତଙ୍କର ଭଲ ଦୁଇ ପଇସା ରୋଜଗାର ହେଉଛି ।

Chennai Super Kings
ଧୋନିଙ୍କର ମେମ୍ସକୁ ନେଇ ସୋସିଆଲ୍‌ ମିଡ଼ିଆ ହୁଲ୍‌ସ୍ତୁଲ୍‌; ଫ୍ୟାନ୍ସ କହିଲେ..

ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ୍‌ ଗୁଡ଼ିକରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବ ଦଳ।

Brijesh Ray Murder
ପବ୍‌ରେ ଯୁବକଙ୍କୁ ବାଉନ୍‌ସରମାନେ ପିଟି ପିଟି ମାରିଦେଲେ

ଭିଡିଓରେ ଦେଖାଯାଇଛି ଯେ, ବ୍ରିଜେଶ ଏବଂ ତାଙ୍କ ସାଙ୍ଗମାନେ ବାର୍ ବାହାରକୁ ଆସୁଛନ୍ତି । ସେହି ସମୟରେ ମଲ୍‌ର କିଛି କର୍ମଚାରୀ ଏବଂ ବାଉନ୍‌ସରମାନଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହେଉଛି ।

If you have this degree then you will get government job
ଆପଣଙ୍କ ପାଖରେ ଅଛି କି ଏହି ଡିଗ୍ରୀ; ବିନା ପରୀକ୍ଷାରେ ପାଆନ୍ତୁ ଚାକିରି

KRCL ଅଧୀନରେ ସିନିୟର ଓ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍‌ ପଦବୀ ପୂରଣ ପାଇଁ ଭାରତୀୟ ରେଳବାଇ ଆବେଦନ ଜାରି କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି KRCL ର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।

Heropanti 2 box office collection day 3
ତୃତୀୟ ଦିନରେ ‘ହିରୋପନ୍ତୀ ୨’ର ଧମାକାଦାର ରୋଜଗାର

ଟାଇଗର ଶ୍ରଫ୍‌ଙ୍କ ‘ହିରୋପନ୍ତୀ ୨’‌ ପ୍ରତି ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଯେମିତି ଚର୍ଚ୍ଚାରେ ଥିଲା ରିଲିଜ୍ ପରେ ମଧ୍ୟ ଏହାର ରୋଜଗାର ହେତୁ ହେଡ୍‌ଲାଇନ୍‌ରେ ରହିଛି।

woman accused of having extramarital affair beaten up tied to a pole
ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଖୁଣ୍ଟିରେ ବାନ୍ଧି ବାଡେଇଲା ସ୍ୱାମୀ

ସ୍ୱାମୀର ନୃଶଂସ କାଣ୍ଡ । ପରକୀୟା ପ୍ରୀତି ଅଭିଯୋଗରେ ସ୍ତ୍ରୀକୁ ଖୁଣ୍ଟିରେ ବାନ୍ଧି ମାଡ ମାରିଲା ସ୍ୱାମୀ ।

Irrfan Khan’s film apno se bewafai to be released
ଖୁବ ଶୀଘ୍ର ରିଲିଜ୍ ହେବ ଇରଫାନ୍ ଖାନ୍‌ଙ୍କ 'ଅପନୋ ସେ ବେୱାଫାଇ'

ଇରଫାନ୍ ଖାନ୍‌ଙ୍କ ମୃତ୍ୟୁର ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଚରିତ୍ର ଓ ଚଳଚ୍ଚିତ୍ର ସବୁବେଳେ ତାଙ୍କ ଉପସ୍ଥିତିକୁ ଜାହିର ରଖିଛି। ତେବେ ବର୍ତ୍ତମାନ ଇର୍‌ଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଅଭିନେତାଙ୍କର ଏକ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।

Chief of the Army Staff General Manoj Pande receives Guard of Honour at South Block Lawns
ସ୍ଥଳସେନା ମୁଖ୍ୟଙ୍କୁ ଗାର୍ଡ ଅଫ୍ ଅନର

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର । ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

Nurse Found Hanging In UP Hospital
ଚାକିରିରେ ଯୋଗ ଦେବାର ପ୍ରଥମ ଦିନରେ ମିଳିଲା ନର୍ସଙ୍କ ମୃତଦେହ, ହତ୍ୟା କରି ହସ୍ପିଟାଲ କାନ୍ଥରେ ଟାଙ୍ଗି ଦେଲେ...

ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ହତ୍ୟା କରାଯାଇ କାନ୍ଥରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

eNAM
ଇ-ନାମ ମାର୍କେଟିଂ ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର, ଦୋ ଛକିରେ ଚାଷୀ

କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...

The story behind Akshaya Tritiya
ଅକ୍ଷୟ ତୃତୀୟା ବ୍ରତ ପାଳିଲେ ସ୍ୱର୍ଗପ୍ରାପ୍ତ ହୋଇଥାଏ

ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟା ତୃତୀୟା ଭାବେ ପାଳନ କରାଯାଏ। ଏହିଦିନ କ୍ଷେତରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯାଇ ବିହନ ବୁଣାଯାଏ। ଏଥି ତିଥିକୁ ବ୍ରତଭାବେ ପାଳନ କଲେ କ’ଣ ହୁଏ ଆସନ୍ତୁ ଜାଣିବା।

bomb
ଏୟାରପୋର୍ଟରେ ଆତଙ୍କ : ପରିଭ୍ରମଣ ସନ୍ତକ ସ୍ୱରୂପ ଇସ୍ରାଏଲରୁ ଅଫୁଟା ବୋମା ନେଉଥିଲେ ଦମ୍ପତି

ଏୟାରପୋର୍ଟରେ ଅଫୁଟା ବୋମା, ଭୟରେ ଏପଟେ ସେପଟେ ଦୌଡ଼ିଲେ ଲୋକେ ।

 disaster
ବଢ଼ୁଛି ଦୁର୍ବିପାକ ଭୟ : ବର୍ଷକୁ ୫୬୦ ବଡ଼ ବିପର୍ଯ୍ୟୟର ସାମ୍ନା କରିବ ବିଶ୍ୱ

ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ ।

Today Horoscope
Daily Horoscope 1 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ମଇ ୧ ତାରିଖ, ରବିବାର, ମେଷ, ୧୮ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ ,ପ୍ରତିପଦା ତିଥି ,ଦ୍ୱିଜା ନକ୍ଷତ୍ର ମେଷ ଚନ୍ଦ୍ର । ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ...

Akshaya Tritiya in Shree Jagannath Sanskruti
ଜଗନ୍ନାଥ ସଂସ୍କୃତିରେ କିପରି ପାଳିତ ହୁଏ ଅକ୍ଷୟ ତୃତୀୟା

କୃଷିର ପର୍ବ ଅକ୍ଷୟ ତୃତୀୟା। ଏହିଦିନଟି ଓଡିଶାର ସଂସ୍କୃତି ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡିତ। ଜଗନ୍ନାଥ ସଂସ୍କୃତିରେ ଏହାର ଅନେକ ଉଦାହରଣ ରହିଛି। ତେବେ ଏହା କିପରି ଜଗନ୍ନାଥ ସଂସ୍କୃତିରେ ରହିଛି ଆସନ୍ତୁ ଜାଣିବା।

akshaya-tritiya
ଅକ୍ଷୟ ତୃତୀୟା ସହିତ ଜଡ଼ିତ ପୌରାଣିକ ଗାଥା

ସଫଳତା ଏବଂ ସମୃଦ୍ଧି ବିଷୟରେ ଆଲୋଚନା କଲେ ଅକ୍ଷୟ ତୃତୀୟାର ବହୁତ ସ୍ୱତନ୍ତ୍ରତା ରହିଛି । ତେବେ ଏହି ଦିନର ମହତ୍ତ୍ୱ କ’ଣ ଏବଂ ଏହା ପଛରେ କ’ଣ ପୌରାଣିକ କାହାଣୀ ଅଛି , ଆସନ୍ତୁ ଜାଣିବା ।

Yogasanas to prevent Alzheimer
ଆପଣ ଆଲ୍‌ଝିମରରେ ପିଡିତ କି; କରନ୍ତୁ ଏହି ଯୋଗ, ମିଳିପାରେ ମୁକ୍ତି

ଆଲ୍‌ଝିମର ପରି ସମସ୍ୟା ସାଧାରଣତଃ ୭୦ବର୍ଷ ବୟସ ପରେ ହୋଇଥାଏ, କିନ୍ତୁ ଖରାପ ଜୀବନଶୈଳୀ ହେତୁ ଗତ କିଛି ବର୍ଷ ମଧ୍ୟରେ ୪୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। ଆପଣ ଜଦି ଏହି ସମସ୍ୟାରେ ପିଡିତ ତେବେ କରନ୍ତୁ ଏମିତି, ମିଳିବ ମୁକ୍ତି।

Justice Ramana
ନିଜ ସ୍ୱାର୍ଥ ପାଇଁ ବ୍ୟବହାର ହେଉଛି PIL, ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି

ରାଜନୈତିକ ଏବଂ କର୍ପୋରେଟ୍‌ ପ୍ରତିଦ୍ୱନ୍ଦୀଙ୍କୁ ଅକଳରେ ପକାଇବାକୁ ପିଆଇଏଲ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।

Gen Manoj Pande takes charge as Army chief
ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୁଖ୍ୟ

ନୂଆ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

Ajay Devgn runway-34 and Tiger Shroff Heropanti-2 box office collection
ଅଜୟଙ୍କ ଉପରେ ଭାରି ପଡିଲେ ଟାଇଗର୍‌

'ରନ୍‌ୱେ ୩୪' ଅପେକ୍ଷା 'ହିରୋପନ୍ତୀ ୨'କୁ ଭଲ ଓପେନିଂ ମିଳିବା ସହିତ ଏହା ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ଅଜୟ ଦେବଗନଙ୍କ ଫିଲ୍ମ ଅପେକ୍ଷା ଟାଇଗରଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଦୁଇଗୁଣ ସଂଗ୍ରହ କରିବାରେ ସଫଳ ହୋଇଛି।

Dadasaheb Phalke, Father of Hindi Cinema
ଫିଲ୍ମ ତିଆରି ପାଇଁ ବାଜିରେ ଲଗେଇଦେଲେ ଜୀବନର ସବୁ ପୁଞ୍ଜି

ଭାରତୀୟ ସିନେମା ଇତିହାସରେ ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଚନ୍ଦ୍ର' ତିଆରି କରି ଅମର ହୋଇଯାଇଛନ୍ତି ଦାଦାସାହେବ ଫାଲ୍‌କେ। ତାଙ୍କ ନାମ ଆଜି ଇଣ୍ଡଷ୍ଟ୍ରି ପାଇଁ ହୋଇଯାଇଛି ଏକ ସମ୍ମାନ। ତେବେ ଆପଣ ଜାଣନ୍ତି କି କେଉଁ ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା?

Actress  Jacqueline Fernandes's ₹ 7 Crore Frozen
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ୭ କୋଟିର ସମ୍ପତ୍ତି ଜବତ

ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍‌ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ରହିଛି।