କୋହଲିଙ୍କ ଏଭଳି ଫର୍ମକୁ ନେଇ ଅନେକ ବଡ଼ ବଡ଼ ଖେଳାଳି ତଥା ବିଶିଷ୍ଟ ଖେଳାଳି ଓ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍ର ଦ୍ରୁତ ବୋଲର ଇୟାନ୍ ବିଶପ ।
୨୧ ବର୍ଷୀୟ ଜଣେ ଯୁବତୀ ନିଜ ଶରୀରକୁ ‘ମାନବ ବାର୍ବି’ରେ ପରିବର୍ତ୍ତନ କରିବାକୁ କସ୍ମେଟିକ୍ ସର୍ଜରୀ ମାଧ୍ୟମରେ ୭୦ହଜାର ଡଲାରରୁ ଅଧିକ ଖର୍ଚ୍ଚ କରିଦେଇଛନ୍ତି। ଏହା କରିବା ଦ୍ୱାରା ତାଙ୍କ ପରିବାର ଲୋକେ ତାଙ୍କୁ ଦୂରେଇ ଦେଇଛନ୍ତି ବୋଲି ସେ କହିଛନ୍ତି।
ଭାରତୀୟ ସୀମା ନିକଟରେ ପାକିସ୍ତାନୀ ସୁଡଙ୍ଗ ଠାବ ହୋଇଛି ।
ଆଇପିଏଲ୍ ୨୦୨୨ ଆରମ୍ଭରେ ଜାଡେଜାଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିବା ଚେନ୍ନାଇ ସୁପର କିଙ୍ଗ୍ସର ଭୁଲ୍ ନିଷ୍ପତ୍ତି ଥିଲା। ଧୋନି ଯଦି ଆରମ୍ଭରୁ ଅଧିନାୟକ ହୋଇଥାନ୍ତେ, CSK ଏତେ ମ୍ୟାଚ୍ ହାରି ନଥାନ୍ତା
ଆଜି ୨୦୨୨ ମସିହା ମେ ମାସ ୫ ତାରିଖ, ଗୁରୁବାର, ମେଷ, ୨୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ।
ଆଇପିଏଲ୍ ୨୦୨୨ ର ୪୯ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ।
କେତେକ ସ୍ଥିତିରେ ଆସ୍ଥମା ରୋଗୀଙ୍କ ପାଇଁ ନିଶ୍ୱାସ ନେବାରେ କଷ୍ଟ ହୋଇଯାଏ। ଯୋଗ-ବ୍ୟାୟାମକୁ ନିତ୍ୟକର୍ମରେ ସାମିଲ୍ କରିବା ଦ୍ୱାରା ଏହା ଆସ୍ଥମାକୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ବାୟୁପଥକୁ ଖୋଲିବାରେ ସାହାଯ୍ୟ କରେ ଏବଂ ଫୁସ୍ଫୁସ୍କୁ ସୁସ୍ଥ ରଖେ।
ଏସିଡିଟି ବା ଗ୍ୟାଷ୍ଟ୍ରିକ୍ ସମସ୍ୟାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଖାଇବାର ସମୟ ଠିକ୍ ନ ରହିବା ବା ଅଧିକାଂଶ ସମୟ ପେଟ ଖାଲି ରହିବା। ଆଜିକାଲି ଏହି ସମସ୍ୟା ପ୍ରାୟ ଘରେ ଘରେ। ତେବେ ଏଥିରୁ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା।
କ୍ୟାମେରାରେ କଏଦ ହୋଇଛି ଏକ କୁକୁରର ସାହସୀକ କାମ। ଜଳୁଥିବା ଏକ ଘରୁ ରକ୍ଷା ପାଇବା ପାଇଁ କୁକୁରଟି ଝରକା ବାଟେ ଡେଇଁପଡିଥିବା ଦେଖାଯାଇଛି। ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି।
ଟିମ୍ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ। ତାଙ୍କୁ ବିସିସିଆଇ ପକ୍ଷରୁ ୨ ବର୍ଷ ପାଇଁ ବ୍ୟାନ୍ କରାଯାଇଛି।
ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।
ହନୁମାନ ଚାଳିଶା ବିବାଦ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଉ ଗୋଟିଏ ରାତି ଜେଲ୍ରେ କାଟିବାକୁ ପଡ଼ିବ।
ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଆରସିବି ଓ ଚେନ୍ନାଇ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଚେନ୍ନାଇ ବାଜିମାତ କରିଥିଲା। ତେଣୁ ଆରସିବି ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।
ଯେଉଁମାନେ ୧୦ମ ପାସ୍ କରିଛନ୍ତି ଏବଂ ଲୋକ ସେବା ଆୟୋଗରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ବି କରିପାରିବେ ସରକାରୀ ଚାକିରି।
"ଗୋଟିଏ ଦେଶ -ଏକ ପରୀକ୍ଷା" ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ନାତକୋତ୍ତର ଆଡମିଶନ ପାଇଁ କମନ୍ ୟୁନିଭରସିଟି ପ୍ରବେଶିକ ପରୀକ୍ଷାରେ ଯୋଗଦେବାକୁ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
RBI ରେପୋରେଟ୍ ବଢାଇବା ପରେ ସେନ୍ସେକ୍ସରେ ଉତ୍ସାହଜନକ ଭାବେ ବୃଦ୍ଧି ଘଟିଛି । ସେହିପରି କ୍ୟାସ ରିଜର୍ଭ ରେସିଓ ୫୦ ବେସିସ୍ ପଏଣ୍ଟକୁ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍ଆଇର ବୋଝ ବଢ଼ିପାରେ ।
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ସଲମାନ ଖାନଙ୍କ ସହ ଇନ୍ଷ୍ଟାଗ୍ରାମରେ ଇଦ୍ ପାର୍ଟିର କିଛି ଆଭ୍ୟନ୍ତରୀଣ ଫଟୋ ଶେୟାର କରିଛନ୍ତି। ୯୦ ଦଶକର ଏହି ସୁପର୍ହିଟ୍ ଯୋଡିଙ୍କୁ ପୁଣି ଥରେ ଫଟୋରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।
ଜୁନ୍ ୨ରୁ ୫ ତାରିଖ, ଏହି ୪ ଦିନ ମହାରାଣୀଙ୍କ ଉଦ୍ଦେଶ୍ୟରେ ବଡ଼ ଧୁମଧାମରେ ପାଳନ ହେବ ପ୍ଲାଟିନମ୍ ଜୁବଲି ଉତ୍ସବ
ନର୍ଲ୍ୟାଣ୍ଡ୍ କଲେଜରେ ଶିକ୍ଷାର୍ଥୀମାନଙ୍କୁ ଶିଶୁ ପାଳନ ଓ ଶିଶୁର ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନେ ଭବିଷ୍ୟତରେ ଯେଉଁ ପିଲାମାନଙ୍କର ଦାୟିତ୍ଵ ନେବେ, ସେମାନଙ୍କ ପାଇଁ କିଭଳି ଯଥାସମ୍ଭବ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ।
ସାଂସଦ ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।
ରାଜ୍ ଠାକ୍ରେଙ୍କ ବାସଭବନ ସାମ୍ନାରେ ଏକତ୍ରିତ ହୋଇଥିବା ଦଳୀୟ କର୍ମୀଙ୍କୁ ମୁମ୍ବାଇ ପୋଲିସ୍ ଉଠାଇ ନେଇଛି। ପ୍ରାୟ ୨୬୦ ଏମ୍ଏନ୍ଏସ୍ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍ ଉଠାଇ ନେଇଥିବା ଜଣାପଡ଼ିଛି।
ଘୋଷଣା ହୋଇଛି ଦାଦାସାହେବ ଫାଲ୍କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ । ଫର୍ହାନ୍ ଅଖ୍ତର୍ଙ୍କୁ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର, ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ।