ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।
ଜଣେ ନାଗରିକ, ଦୁନିଆର କୌଣସି ବି କୋଣରୁ ତଥ୍ୟ ବା ଜ୍ଞାନ ଆହରଣ କରିପାରିବ ଓ ତାର ଫାଇଦା ଉଠାଇପାରିବ ।
‘ପାସପୋର୍ଟ ସେବା’ ମାଧ୍ୟମରେ ପାସପୋର୍ଟ ଆବେଦନ କରିବା ସହ ଆନୁଷଙ୍ଗିକ ସେବା ଖୁବ୍ ସହଜରେ ମିଳିପାରୁଛି ।
ଆଜି ସୁନା ଦାମ୍ ପୁଣି ୫୦ ହଜାର ଟଙ୍କା ପାର୍ କରିଛି। ପାର୍ବଣ ସମୟରେ ସୁନାର ଚାହିଦାକୁ ଦୃଷ୍ଟିରେ ରଖି ଦର ମହଙ୍ଗା ହୋଇଥିବା କୁହାଯାଉଛି।
ସ୍ୱାମୀ ନା ସଇତାନ୍ । ସ୍ୱପ୍ନ ପାଇଁ ପତ୍ନୀକୁ ଛୁରୀରେ ଆକ୍ରମଣ ।
ସେପ୍ଟେମ୍ବର ୨୪ରେ କ୍ଲବ୍ ପରିଚାଳନା କମିଟିର ନିର୍ବାଚନ
ସେବା ପାଇଁ ସମର୍ପିତ ହସ୍ପିଟାଲ । ଟଙ୍କାଟିଏ ଦେଲେ ଚିକିତ୍ସା କରୁଛନ୍ତି ଡାକ୍ତର ।
କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କୁ ୧୧ ଦିନ ପାଇଁ ‘ରିସେଟ୍ ଓ ରିଚାର୍ଜ ବ୍ରେକ୍(Reset and Recharge break)’ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏନେଇ କମ୍ପାନୀ ପକ୍ଷରୁ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
ରୁଦ୍ରପ୍ରୟାଗ ଜିଲ୍ଲା ତରସାଲି ଗାଁରେ ଧସିଲା ପାହାଡ଼ । ଜାତୀୟ ରାଜପଥ ବନ୍ଦ ହୋଇ ରହିଛି ।
ସବୁ ମହିଳା ବିଧାୟକମାନଙ୍କୁ କହିବାର ସୁଯୋଗ ମିଳିବ । ଉତ୍ତରପ୍ରଦେଶ ବିଧାନସଭାରେ ୪୭ ମହିଳା ବିଧାୟକ ଅଛନ୍ତି ।
ଦ୍ରୁତ ଗତିରେ ଆସି ଗାଡ଼ି ଧକ୍କା ଦେଲା । ତଥାପି ଦୁଇ ଛାତ୍ରଗୋଷ୍ଠୀଙ୍କ ମାଡ଼ଧର ବନ୍ଦ ହେଲାନି ।
୧୦ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଗିରଫ କଲା NIA ଓ ED
ଲଟେରୀ ଟିକେଟ୍ କିଣି କିଣ ସର୍ବସ୍ୱାନ୍ତ ହୋଇପଡ଼ିଲେଣି, ତଥାପି ନିଶା ଛାଡ଼ୁନି ।
ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ, ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ହେବ ଅନ୍ତ୍ୟେଷ୍ଟି ।
ଆଠ ବର୍ଷ ପୂର୍ବରୁ କରିଥିବା ଅପରାଧ ପାଇଁ ଏବେ ସଜା ମିଳିବ ।
କୁହାଯାଏ ସମସ୍ୟା ହିଁ ନୂଆ କିଛି କରିବାର ବାଟ ଦେଖେଇଥାଏ। ଏହାକୁ ଏବେ ସତ କରି ଦେଖେଇଛନ୍ତି ଜଣେ ବୃଦ୍ଧ ବାବା। ଗରମରୁ ରକ୍ଷା ପାଇବା ପାଇଁ ସେ ତାଙ୍କ ମୁଣ୍ଡରେ ଏକ ଫ୍ୟାନ୍ ଲଗେଇ ଦେଇଛନ୍ତି।
ଆପଣ ଦ୍ୱାଦଶ ପରେ କ’ଣ କରିବେ କ’ଣ ନ କରିବେ ଏହାକୁ ନେଇ ଚିନ୍ତା କରୁଛନ୍ତି କି। ତେବେ ଚିନ୍ତାରୁ ମୁକ୍ତ ହୁଅନ୍ତୁ। ବିଜ୍ଞାନ ରଖି ଆପଣ ଯଦି ଦ୍ୱାଦଶ ପାଶ୍ କରିଛନ୍ତି ତେବେ କ’ଣ କରିବେ ଏଠି ଦେଖନ୍ତୁ।
କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।
କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।
ଭାଇରାଲ ଭିଡିଓରେ ଏହି ବାଘ କୌଣସି ସାଧାରଣ ଗଛ ନୁହେଁ ବରଂ ଲମ୍ବ ହୋଇ ଛିଡ଼ା ହୋଇଥିବା ନଡିଆ ଗଛ ଉପରେ ଚଢ଼ୁଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ରାହୁଲ ସଭାପତି ପଦ ଲାଗି ଆଦୌ ଉଚ୍ଛୁକ ନଥିବା ତାଙ୍କ ନିକଟ ମହଲରୁ ସୂଚନା ମିଳିଛି ।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ବହୁ କଳାକାରଙ୍କ ଶୋକ, କାଲି ଅନ୍ତିମ ସଂସ୍କାର
କେବଳ ସୁରକ୍ଷାକର୍ମୀ ନୁହଁନ୍ତି, ଚିତାଙ୍କୁ ଜଗିବା ପାଇଁ ଆସିଛନ୍ତି ୨ଟି ହାତୀ
ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ ? ହେଲେ ଯାହାର ଚେହେରା ଯେମିତି ସେ ସେମିତି ହିଁ ଦିଶିବ। ତଥାପି ସୁନ୍ଦର, ଆଉ ସ୍ମାର୍ଟ ଦିଶିବା ପାଇଁ ସମସ୍ତେ ନିଜ ଉପାର୍ଜନର ବେଶ୍ କିଛି ଭାଗ ନିଶ୍ଚୟ ବଜେଟ୍ରେ ରଖୁଥିବେ। ପାର୍ଲର ଫିସ, କସ୍ମେଟିକ୍ ରେଟ କହିବ ଏହି ବଜେଟ କେତେ। ହେଲେ ଉଚ୍ଚତା ବଢାଇବାକୁ ଜଣେ ବ୍ୟକ୍ତି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ତାହା ପୁଣି ଋଣ କରି ! ଏକଥା ଶୁଣିଲେ ଆପଣ ବିଶ୍ୱାସ କରିବେ ?