ବ୍ରିଟେନର ଶାସନ ଭାର ଗ୍ରହଣ କରିଥିବା ରିଷି ସୁନକଙ୍କ ବାପା-ମା ହେଉଛନ୍ତି ମୂଳ ଭାରତୀୟ। ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ରିଷି ସୁନକ ଏବଂ ପେନି ମର୍ଡାଣ୍ଟ ଦୌଡରେ ଥିଲେ। ବୋରିସ୍ ଜନସନ ପଛକୁ ହଟିଲା ପରେ ରିଷି ସୁନକଙ୍କ ରାସ୍ତା ସହଜ ହୋଇଗଲା। ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ରୋଚକ କଥା।
କେବଳ ଅର୍ଥମନ୍ତ୍ରୀ ନୁହେଁ, ଜନସନ୍ ସରକାରରେ ଅନ୍ୟତମ ପ୍ରମୁଖ ଚେହେରା ଥିଲେ ରିଷି।
ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଅଫିସର୍ ପଦବୀ ପାଇଁ UPSC ବିଜ୍ଞପ୍ତି ଜାରି କରିଛି। ଏନେଇ ଆବେଦନ ପ୍ରକ୍ରିୟା ଜାରି ରହିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବିନା ପରୀକ୍ଷାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଜାଣନ୍ତୁ କିପରି କରିବେ ଆବେଦନ।
ଅନେକ ଭାରତୀୟ ତାରକା ବିଦେଶୀ ଚଳଚ୍ଚିତ୍ରରେ ନିଜ ଭାଗ୍ୟ ପରୀକ୍ଷା କରୁଥିବାବେଳେ ଅନେକ ବିଦେଶୀ ଅଭିନେତା ମଧ୍ୟ ବଲିଉଡରେ ଭାଗ୍ୟ ପରୀକ୍ଷା କରିବାକୁ ଆସନ୍ତି। ପଡୋଶୀ ଦେଶ ପାକିସ୍ତାନର ଅନେକ ତାରକା ମଧ୍ୟ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରି ଚକ୍ମା ଦେଖେଇଛନ୍ତି। ସେମାନେ କିଏ ଆସନ୍ତୁ ଜାଣିବା...
କନ୍ୟାପକ୍ଷରୁ ଦିଆଗଲା ବିଜ୍ଞାପନ, କେମିତି ପିଲା ହେଲେ ସେମାନେ ଝିଅକୁ ବାହଦେବେ ।
ବଲିଉଡ୍ ସଂକଟ ଦେଇ ଗତି କରୁଥିବା ବେଳେ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିବା ପାଇଁ ନିର୍ମାତାମାନେ ଅନେକ ପ୍ରକାରର ଅଫର ଦେଉଛନ୍ତି। ବର୍ତ୍ତମାନ ନିର୍ମାତା ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ୍ ୨'କୁ ନେଇ ଏମିତି କିଛି ଯୋଜନା କରିଛନ୍ତି। ଜାଣନ୍ତୁ ସେ କ’ଣ ଅଫର୍ ଦେଉଛନ୍ତି।
ଭାରତର ଏକ ପ୍ରମୁଖ ପର୍ବ ଭାବେ ଦୀପାବଳି ପାଳନ କରାଯାଏ। ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୌରାଣିକ ମାନ୍ୟତା ଆଧାରରେ ଏହା ପାଳନ କରାଯାଏ।
ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି। ସ୍ପୋର୍ଟସ୍ କୋଟା ଅଧୀନରେ ଏହିସବୁ ପଦବୀ ପୂରଣ ହେବ।
ଭଉଣୀ କରିଥିଲା ପ୍ରେମବିବାହ । ଏଥିପାଇଁ ସବୁବେଳେ ଭାଇକୁ ଅପମାନ ସହିବାକୁ ପଡ଼ୁଥିଲା,ଶେଷରେ ଅପମାନ କରୁଥିବା ଯୁବକଙ୍କୁ ଘରକୁ ଡକାଇ ୩୦ ଥର ଛୁରି ମାରି ହତ୍ୟା କରାଯାଇଛି ।
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ BCCIର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି(Sourav Ganguly) ବିଶ୍ୱକପ୍ର ସେମିଫାଇନାଲ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି।
କାର୍ଗିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ମୋଦି ଆଜି କାର୍ଗିଲ୍ରେ ପହଞ୍ଚିଛନ୍ତି।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଖାଲି ବିରାଟ ନୁହନ୍ତି ହାର୍ଦ୍ଦିକ ମଧ୍ୟ ଇମୋସନାଲ୍ ହୋଇଯାଇଥିଲେ। ଏହି ସମୟରେ ସେ ତାଙ୍କର ସ୍ୱର୍ଗତ ବାପାଙ୍କୁ ମନେ ପକାଇଥିଲେ।
ଦୀପାବଳି ଅବସରରେ ଏକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ରକେଟ୍ ଛାଡିବା ପାଇଁ ଭିନ୍ନ ଧରଣର ଉପାୟକୁ ଆପଣେଇ ନେଇଛନ୍ତି। ଏହାକୁ ଦେଖିଲେ ଆପଣ ବି ଡରିଯିବେ।
ଆଜି ବିଶ୍ୱ ପୋଲିଓ ଦିବସ। ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ WHO ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ମାନିବା ସହିତ ପ୍ରତ୍ୟେକ ବ୍ୟକ୍ତି ପୋଲିଓ ଦୂର କରିବାରେ ସାହାଯ୍ୟ କରିବା ଉଚିତ।
ଭାରତରେ ଆଲୋକର ପର୍ବ ଦୀପାବଳିକୁ ଖୁବ୍ ଧୁମ୍ଧାମରେ ପାଳନ କରାଯାଏ। କିନ୍ତୁ ଦେଶରେ ଏମିତି ଅନେକ ଜାଗା ଅଛି ଯେଉଁଠି ଏହି ପର୍ବକୁ ଲୋକେ ପାଳନ କରନ୍ତି ନାହିଁ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା।
ମାନସିକ ଅଶାନ୍ତି ଖାଲି ମନ ଉପରେ ପ୍ରଭାବ ପକାଏ ନାହିଁ, ଏହା ହୃଦୟ ଉପରେ ବି ପ୍ରଭାବ ପକାଏ। ଏପରିକି ହାର୍ଟ ଫେଲ୍ୱରର ବି ସମ୍ଭାବନା ଥାଏ। ଜାଣନ୍ତୁ କ’ଣ କହୁଛି ନୂଆ ଅନୁସନ୍ଧାନ।
ସୁବର୍ଣ୍ଣପୁର ସଂସାମୁରାରେ ୧୦ ବର୍ଷ ହେଲାଣି କରୁଛନ୍ତି ସେବା
ମେଲବର୍ଣ୍ଣରେ ବିଜୟରୁ T-20 ବିଶ୍ୱକପ୍ ଅଭିଯାନ ଆରମ୍ଭ
କେଏଲ୍ ରାହୁଲ ଆରମ୍ଭରୁ ୮ ଟି ବଲ୍ ଖେଳି ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ମଧ୍ୟ ଫ୍ଲପ୍ ହୋଇଥିଲେ ।
କେନ୍ଦ୍ରାପଡ଼ା ଆଳିରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଘୋଟାଲା
ପିଲାଙ୍କ ସମ୍ମୁଖରେ ମାଡ଼ ହେଲେ ଦୁଇ ଦିଦି, କମ୍ପିଲା ବିଦ୍ୟାଳୟ ।
ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ 'ବ୍ରହ୍ମାସ୍ତ୍ର: ଶିବା' ଓଟିଟି ଦୁନିଆରେ ପ୍ରବେଶ କରିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରୁ ନିଜ ପସନ୍ଦର ଭାଷା ଚୟନ କରି ଦର୍ଶକମାନେ ଏହାକୁ ଦେଖିପାରିବେ। ନଭେମ୍ବର ୪, ୨୦୨୨ ରେ ଏହା ବଡ ପରଦାରେ ରିଲିଜ୍ ହୋଇଥିଲା।
ଦୀପାବଳିକୁ ଉପଭୋଗ କରିବା ପାଇଁ ସମସ୍ତେ ବାଣ ଫୁଟାନ୍ତି। ଏହି ଦିନ ଫୁଲଝରୀ, ଆକାଶ ଗୁଳି ଏବଂ ଅନ୍ୟାନ୍ୟ ବାଣ ସହିତ ଅନେକ ଆତସବାଜି ହୋଇଥାଏ। କିନ୍ତୁ କେତେକ ଅସାବଧାନତା ଦୁର୍ଘଟଣାର କାରଣ ହୋଇଥାଏ। ଏହିସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ୮ ନିୟମ ଉପରେ ନଜର ପକାନ୍ତୁ।