ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍ଲାଣ୍ଡକୁ ୬୫ ରନ୍ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ।
ଭାଇରାଲ ହେଉଛି ଏକ ପ୍ରେରଣାଦାୟୀ ଭିଡିଓ। ଜଣେ ୫୬ ବର୍ଷ ବୟସ୍କା ମହିଳା ଶାଢୀ ପିନ୍ଧି ଜିମ୍ କରୁଛନ୍ତି। ଲୋକମାନେ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହେଉଛନ୍ତି। ମନ୍ତବ୍ୟ ଦେଇ କହୁଛନ୍ତି – ଫିଟ୍ନେସ୍ ଏବଂ ସଂସ୍କୃତିର ରକ୍ଷାକାରୀ।
ଆଜି ବଲିଉଡର ଜଣେ ଆଗଧାଡିର ଅଭିନେତା ହେଲେ ରଣବୀର ସିଂହ। ସେ ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେପକାଇ ଭାବପ୍ରବଣ ହୋଇଛନ୍ତି। ପ୍ରଥମ ପୋର୍ଟଫୋଲିଓ ପାଇଁ ତାଙ୍କ ବାପା କିପରି ଟଙ୍କା ଦେଇଥିଲେ ତାହା ମନେପକେଇଛନ୍ତି।
ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା।
ଟଙ୍କା ପାଇଁ ସ୍ୱାମୀ ପର ହୋଇଗଲା । ତିନି ପିଲାଙ୍କୁ ଛାଡ଼ି ପ୍ରେମୀ ସହ ଫେରାର ମାରିଲେ ମହିଳା ।
ଅଭିନେତା ଆମିର ଖାନଙ୍କ ଝିଅ ଆଇରା ଖାନଙ୍କ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କ ସହ ନିର୍ବନ୍ଧ ହୋଇଯାଇଛି। ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏହାର ଫଟୋ ଶେୟାର କରିଛନ୍ତି।
‘ମିଷ୍ଟର ଦତ୍ତା(Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା। ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ।
ବାର କାଉନ୍ସିଲ୍ ଅଫ ଇଣ୍ଡିଆର କାର୍ଯ୍ୟକ୍ରମରେ କହିଲେ CJI । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ।
କତାରରେ ଫିଫା ବିଶ୍ୱକପ୍-୨୦୨୨ ଫିଭର, ରହିବା ପାଇଁ ଲଗଜୁରୀ କ୍ରୁଜ୍ ବ୍ୟବସ୍ଥା
ଭାଇଚାରାର ବଡ଼ ଉଦାହରଣ ! ନିର୍ବାଚନ ହାରିଯାଇଛନ୍ତି, ତଥାପି ପରାଜିତ ପ୍ରାର୍ଥୀଙ୍କୁ ସମ୍ମାନିତ କରାଯାଇଛି ।
ଶନିବାର ଦିନ ପୂର୍ବ ଦିଲ୍ଲୀ ସ୍ଥିତ କମନ୍ୱେଲଥ୍ ଗେମ୍ସ(CWG) ଭିଲେଜ୍ ପ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ଅମିତ ଜୈନଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
୭୮ ବର୍ଷ ବୟସରେ ହୃଦଘାତରେ ପରଲୋକ, କିଛି ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ
ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଜିତିଲେ ବ୍ରୋଞ୍ଜ ପଦକ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । ବର୍ଷା ଯୋଗୁଁ ବାତିଲ ହୋଇଥିଲା ପ୍ରଥମ ମ୍ୟାଚ୍ ।
ବାପା ପିଲାଙ୍କ ପାଇଁ କ’ଣ ଯେ ନକରନ୍ତି . . . ଏହି ଘଟଣାକୁ ସ୍ପଷ୍ଟ ହୋଇଯାଇଛି ।
ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମାଙ୍ଗାଲୁରୁ ପୋଲିସ୍ ମୁଖ୍ୟ ଏନ୍ ଶଶିକୁମାର କହିଛନ୍ତି। ଘଟଣା ପରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
ପୂର୍ବରୁ ବଲିଉଡ୍ କୁଇନ୍ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ସଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଙ୍ଗନାଙ୍କ ନାମ ଇଣ୍ଡଷ୍ଟ୍ରିର ସବୁଠାରୁ ବିନ୍ଦାସ୍ ଅଭିନେତ୍ରୀମାନଙ୍କ ତାଲିକାରେ ରହିଛି ।
ହିନ୍ଦୁ ଧର୍ମର ଅନେକ ଦେବତାମାନଙ୍କ ମଧ୍ୟରୁ ଭୈରବନାଥଙ୍କ ପ୍ରସାଦଙ୍କୁ ଅନନ୍ୟ ବିବେଚନା କରାଯାଏ। କାରଣ ତାଙ୍କୁ ଦିଆଯାଇଥିବା ଭୋଗ ବା ପ୍ରସାଦ ଅନ୍ୟ ଦେବତାମାନଙ୍କଠାରୁ ଖୁବ ଭିନ୍ନ। ଏଠି ୬୦ ପ୍ରକାରର ସିଗାରେଟ୍ ପ୍ୟାକେଟ୍, ୪୦ ପ୍ରକାରର ମଦ ଭୋଗ କରାଯାଏ।
ଭାରତୀୟ ସେନା ପ୍ରତି ସେମାନଙ୍କର ଅହେତୁକ ଭଲ ପାଇବା। ସେନାଙ୍କ ପ୍ରତି ମନରେ ରହିଛି ଅନେକ ସମ୍ମାନ। ଏନେଇ ସେନାକୁ ପଠେଇଲେ ବିବାହର ନିମନ୍ତ୍ରଣ ପତ୍ର। ଜାଣନ୍ତୁ କ’ଣ କହିଲେ…
ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ (CISF) କନଷ୍ଟେବଳ / ଟ୍ରେଡ୍ସମ୍ୟାନ୍ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି।
ନିକଟରେ ଜିମ୍ରେ ବ୍ୟାୟାମ କରି ଅନେକ ସେଲିବ୍ରିଟିଙ୍କ ଜୀବନ ଗଲାଣି। ନିଜକୁ ଫିଟ୍ ରଖିବା ନେଇ ଜିମ୍ଖାନା ମାୟାରେ ପଡୁଥିଲେ ମଧ୍ୟ ଏହା ମୃତ୍ୟୁଖାନାରେ ପରିଣତ ହେଉଛି। ଏହାର କାରଣ ବିଷୟରେ କହିଲେ ସୁନୀଲ୍ ଶେଟ୍ଟୀ।
ଅଭିଯୁକ୍ତ ଅଫତାବ୍ ଅମିନ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଛି।
ଆଜି ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି ସୁସ୍ମିତା ସେନ୍। ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ରହିଛି ଅନେକ ରୋଚକ କଥା। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ନାମକୁ କେଉଁମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ହୋଇଛି।