ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କର ଷ୍ଟାଫଙ୍କୁ ଏମିତି କିଛି ସର୍ପ୍ରାଇଜ୍ ଗିଫ୍ଟ ଦେଇଛନ୍ତି, ଯାହା ଜାଣିଲା ପରେ ଷ୍ଟାଫ୍ଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ସେ ତାଙ୍କର ଷ୍ଟାଫ୍ ଓ ସହଯୋଗୀଙ୍କୁ କାର୍ ଓ ବାଇକ୍ ଦେଇ ଏବେ ଚର୍ଚ୍ଚାରେ।
ଖାଦ୍ୟରେ ଅନୁୟମିତତା ଏବଂ ଆଧୁନିକ ଜୀବନଶୈଳା ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।
ଏ କାହାଣୀ ଜଣେ ଆଇପିଏସ୍ ଅଫିସର୍ଙ୍କର ,ପିଲାଦିନର କାହାଣୀ ସେ ନିଜ ବହିରେ ବଖାଣିଛନ୍ତି ।
ଅପରାଧୀ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ଲାଗିଥିଲା ତିନି ଦଶନ୍ଧି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ବିନ୍ଦୁଏ ରକ୍ତ ହିଁ ଖୋଲିଦେଲା ହତ୍ୟା ଗୁମର।
ଆଜି ହେଉଛି ଏଆଇସିସି ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ ।
ବ୍ରିଗେଡିୟର ସଂଜୟ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ସ୍ଥିତ ସେନା ହସପିଟାଲରେ ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା।
କେବଳ ଦେଢନମାଲ ନୁହେଁ, କଣ୍ଟାମାଳ ବ୍ଲକର ଅନେକ ସ୍କୁଲରେ ଚାଉଳ ଯୋଗାଣ ସମୟରେ ଏଭଳି ଅନିୟମିତତା ହେଉଥିବା ନଜରକୁ ଆସୁଛି ।
ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ସରକାରୀ ସେକ୍ଟରର ୪ଟି ଜେନେରାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀର କର୍ମଚାରୀଙ୍କୁ ମୋଦି ସରକାରଙ୍କ ଦୀପାବଳି ଭେଟି। ଏହିସବୁ ଇନ୍ସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଓ ଅଧିକାରୀଙ୍କ ଦରମା ସରକାର ୧୨% ବୃଦ୍ଧି ନେଇ ଘୋଷଣା କରିଛନ୍ତି।
କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ। ଏଥିରେ ସାମିଲ ଦଳର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବା ଯୋଗୁ ଗୁରୁତର ହୋଇପଡ଼ିଛନ୍ତି।
ପତଳାପଣ ପାଇଁ ଅନେକ ଥର ରିଜେକ୍ଟ ହେବାପରେ କିପରି ସୁପରଷ୍ଟାର ହେଲେ ହେମା ମାଳିନୀ ?
ବ୍ଲାକ୍ ୱାଟରରେ ମିନେରାଲସ୍ ଥିବାରୁ ଏହାର ଚାହିଦା ବଢ଼ି ବଢ଼ି ଚାଲିଛି । ମଲାଇକା, ଉର୍ବଶୀ, କରନ ଜୋହର, ଗୌରୀ ଖାନ୍ ପିଉଛନ୍ତି ବ୍ଲାକ ୱାଟର ।
ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଚଳିତ ମାସ ୨୮ ଏବଂ ୨୯ରେ ଅନୁଷ୍ଠିତ ହେବ ମିଳିତ ଜାତିସଂଘର ଆତଙ୍କବାଦୀ ବିରୋଧୀ ସମିତିର ସ୍ୱତନ୍ତ୍ର ବୈଠ
ଡିଜିଟାଲ ଇଣ୍ଡିଆ ସହ ଗ୍ରାମାଞ୍ଚଳକୁ ଯୋଡ଼ିବାକୁ ପ୍ରୟାସ
ଦକ୍ଷିଣ-ପଶ୍ଚିମ ରୁଷିଆର ବେଲଗୋରଡର ଏକ ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଭାରତରେ ଫୁଟବଲ୍ ମହାକୁମ୍ଭର ଆୟୋଜନ ଫୁଟବଲ୍ ସଂସ୍କୃତିର ବିକାଶ ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରିଛି। ଆମକୁ ନିଜ ସାମର୍ଥ୍ୟ ପରଖିବାର ସୁଯୋଗ ଦେଇଛି। ଆଗକୁ ଯିବାର ବାଟ ଫିଟାଇଛି। ଏବେ ଆମକୁ ବିଧିବଦ୍ଧ ଯୋଜନା ସହ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ହେବ ସବୁ ଅନ୍ତରାୟକୁ ଅତିକ୍ରମ କରି।
ଗତକାଲି ରାତି ୧୧ଟାରେ କର୍ଣ୍ଣାଟକର ହାସନ ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଓ କ୍ଷୀର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।
ପୁଣିଥରେ ଜମ୍ମୁ-କଶ୍ମୀରରେ ସଂଖ୍ୟାଲଘୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ଆତଙ୍କବାଦୀମାନେ ଶୋପିଆନରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି।
ମହିଳା ଏସିଆ କପ୍ କ୍ରିକେଟ୍ରେ ଶ୍ରୀଲଙ୍କାକୁ ହରାଇ ଟିମ୍ ଇଣ୍ତିଆ ଚାମ୍ପିୟନ । ସ୍ମୃତି ମନ୍ଦନା ସର୍ବାଧିକ ୫୧ ରନ୍ କରି ଟିମ୍ ପାଇଁ ବିଜୟୀ ଇନିଂସ ଖେଳିଲେ ।
ଆମେରିକା ରାଷ୍ଟ୍ରପତି ବି ରେଷ୍ଟୁରାଣ୍ଟକୁ ଯାଆନ୍ତି ଏବଂ ଡିସ୍କାଉଣ୍ଟରେ ଖାଦ୍ୟ କିଣନ୍ତି। କେଉଁ ରାଷ୍ଟୁରାଣ୍ଟ ଏମିତି ଅଫର ଦିଏ ? କାହିଁକି ଦିଏ ?
ଯେତେବେଳେ ବି ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍ ମୈଦାନକୁ ଓହ୍ଲାଇଥାନ୍ତି, ସେହି ସମୟରେ ଖାଲି ଖେଳାଳି ନୁହେଁ ମ୍ୟାଚ୍କୁ ନେଇ ଫ୍ୟାନ୍ସଙ୍କ ଭିତରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥାଏ।
ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ।
୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି।