ଆଜି ବାପି ଲାହିରିଙ୍କ ଜନ୍ମଦିନ। ତାଙ୍କୁ ଭଲ ପାଉଥିବା ଲୋକେ ଆଜି ତାଙ୍କର ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସୁନାକୁ ଖୁବ ଭଲ ପାଉଥିଲେ ଆଉ ସାରା ଶରୀରକୁ ସୁନାରେ ଛାଉଣୀ କରୁଥିଲେ। ଏହା ପଛରେ କି କାରଣ ଥିଲା ଆସନ୍ତୁ ଜାଣିନେବା।
ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍ ବଢ଼ି ଯାଇଥିଲା।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।
ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର୍। କାର୍ଟି ଏତେ ଜୋରରେ ଆସିଥିଲା ଯେ, ଗାଡ଼ି ଧକ୍କାରେ ଏକ ଦୋକାନ ମଧ୍ୟ ଭାଙ୍ଗିଯାଇଛି।
ଯେଉଁ ଯବାନଙ୍କ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟି ପରେ ଫାୟାରିଂ ହୋଇଥିଲା ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଯବାନ ସେମାନଙ୍କର ସାଥୀଙ୍କ ଉପରକୁ AK 47ରୁ ଫାୟାରିଂ କରିଥିଲେ।
ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ସମସାମୟିକ ହୋଇଥିଲେ ବି ପଛରେ ପଡିଯାଇଛନ୍ତି ସୁନୀଲ ଶେଟ୍ଟୀ। ଏହାର ପଛରେ କି କାରଣ ରହିଛି? କାହିଁକି ସୁନୀଲ ତାଙ୍କ ସମୟ ଠାରୁ ଆଉ ଆଗକୁ ଯାଇପାରିଲେ ନାହିଁ? ଆସନ୍ତୁ ଜାଣିବା ସେ ଏହାକୁ ନେଇ କ’ଣ କୁହନ୍ତି…
ରିଷି ସୁନକ୍ ଅନୌକ୍ଷାଙ୍କ ଝିଅଙ୍କ ଶାସ୍ତ୍ରୀୟ ନୃତ୍ୟରେ କମ୍ପିଲା ମଞ୍ଚ ।
ଆଉ ନାହାନ୍ତି ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ଅଭିନେତା ବିକ୍ରମ ଗୋଖଲେ। ୭୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି। ଚଳଚ୍ଚିତ୍ର ପରିବାରରେ ବିକ୍ରମଙ୍କ ଜନ୍ମ ହୋଇଥିଲା। ତାଙ୍କ ଅଣ ଜେଜେମା’ଙ୍କ ଠାରୁ ପରିବାରର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଆସନ୍ତୁ ଜାଣିବା କେଉଁ ପରିବାରର ଥିଲେ ବିକ୍ରମ ଗୋଖଲେ।
ଟ୍ରେନ୍ମ୍ୟାନ୍ ଆପ୍ ଏହାର ନୂଆ ଫିଚର୍ 'Trip Assurance' ଲଞ୍ଚ୍ କରିଛି। ଏହି ନୂଆ ଫିଚ୍ର ଅନୁଯାୟୀ, ଯେଉଁ ଯାତ୍ରୀଙ୍କ ଟିକେଟ୍ ୱେଟ୍ଲିଷ୍ଟ୍ରେ ଅଛି, ଏଭଳି ସ୍ଥଳେ ଯାତ୍ରୀଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀ ପକ୍ଷରୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଥାଏ।
ଏକ ବିବାହ ଉତ୍ସବରେ ବ୍ୟକ୍ତି ଜଣକ ଯେଉଁପରି ଭାବେ ମାଧୁରୀଙ୍କ ଗୀତରେ ନାଚୁଛନ୍ତି, ତାହାକୁ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ୍ କରିବାରେ ଲାଗିଛନ୍ତି ଯେ ‘ଇଏ ମାଧୁରୀଙ୍କ ଠାରୁ ଆଦୌ କମ୍ ନୁହଁନ୍ତି’।
କଥାରେ ଅଛି ଯାହା ନହୋଇଥିବ ଅନ୍ୟ ଯୁଗରେ, ତାହା ହେବ କଳିଯୁଗରେ । ତାହାର ସଦ୍ୟତମ ଉଦାହରଣ ହେଉଛି ଏହି ଭିଡିଓ ।
୯ଟି ସାଟେଲାଇଟ୍କୁ ନେଇ PSLV-C54 ଉତ୍କ୍ଷେପଣ କରାଯାଇଛି। ଓସେନ୍ସାଟ୍ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ୍ ଇସ୍ରୋ ପଠାଇଛି।
ମୂଷା ମାରି ବନ୍ଧା ହୋଇ ପାରନ୍ତି ଯୁବକ ।
ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ୩ ଜଣ ବ୍ୟକ୍ତି ଖଟି କରୁଥିବା ଭିଡିଓ ଭାଇରାଲ୍ ।
ଅନ୍ଲାଇନ୍ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।
ଗଙ୍ଗା ନଦୀ ଶୀତଳା ଘାଟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି
ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।
୨୬/୧୧(26/11 Mumbai Attack) କଳାଦିନକୁ ପୂରିଲା ୧୪ ବର୍ଷ । ଆଜି ବି କାନରେ ପଡ଼ୁଛି ସେହି ଗୁଳି ଶବ୍ଦ, ସେହି କାନ୍ଦବୋବାଳିର କରୁଣ ସ୍ୱର
ଆଜି ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ସେ କୌଣସି ପରିଚୟର ଆବଶ୍ୟକତା କରନ୍ତି ନାହିଁ। କିନ୍ତୁ ଦିନ ଏମିତି ଥିଲା ତାଙ୍କ ଜୀବନ ଖୁବ ଉତ୍ଥାନ-ପତନ ଦେଇ ଗତି କରୁଥିଲା। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଫରିଦାବାଦରୁ ଅଞ୍ଚଳରୁ ଏକ ସନ୍ଦେହଜନକ ସୁଟ୍କେସ୍ ମିଳିଛି। ଏହା ଭିତରେ ମୃତଦେହର କିଛି ଅଂଶ ଥିବା ଜଣାପଡ଼ିଛି। ତେଣୁ ଏହି ଘଟଣା ଦିଲ୍ଲୀର ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା ସହ ଲିଙ୍କ୍ ଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି।
ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।
ଏ ସମ୍ପର୍କିତ ନିୟମାବଳୀ ସବୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।
ସମସ୍ତଙ୍କ ମନରେ ସେଇ ଗୋଟିଏ ଛନକା, କାଳେ ନିଜ କମ୍ପାନୀ ବି କରିବ ଛଟେଇ । ଆଉ ଆଖିପିଛୁଳାକେ ଚାଳିଯିବ ଚାକିରି ।
ଅମିତାଭଙ୍କ ନାଁ, ଚେହେରା, କଣ୍ଠସ୍ବର... ସବୁର ରହିଛି ନିଜସ୍ବ ପରିଚୟ, ଅମାପ ଲୋକପ୍ରିୟତା।