ଏହି ପ୍ରଶ୍ନ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ରହିଛି । ଯାହାର ଉତ୍ତର ସେମାନଙ୍କୁ ଏଯାଏଁ ମିଳିନଥିବ ।
ବିଶ୍ୱସ୍ତ ଗୃହପାଳିତ ପଶୁ କଥା କହିଲେ କୁକୁର ସର୍ବପ୍ରଥମେ ଆସିଥାଏ । କୁକୁର କଦାପି ବେଇମାନି କରେ ନାହିଁ, ବରଂ ଜୀବନସାରା ମାଲିକର ସାଥ୍ ଦିଏ ।
ବର୍ତ୍ତମାନେ ସମୟରେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଜନକ ।
ବଲିଉଡ୍ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆଉ ଅଭିନୟ କରିବେ ନାହିଁ ମିଷ୍ଟର ପର୍ଫେକ୍ଟ୍ ଆମିର୍ ଖାନ୍। 'ଚାମ୍ପିଅନ୍ସ'କୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି। ଆସନ୍ତୁ ଜାଣିବା ସେ କାହିଁକି ନେଲେ ବିରତି…
ବଢିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ଅପେକ୍ଷା ଆଜି ସୁନା ଦର ବୃଦ୍ଧି ରହିଛି ।
ବିଶ୍ୱଜିତ ୧୮୩ ଥର ନିଜ ପ୍ଲାଟେଲେଟ୍ସ ଦାନ କରିଛନ୍ତି ।
ଶ୍ରଦ୍ଧା(Shraddha murder case)ଙ୍କୁ ମାରିବା ପରେ ଘରକୁ ନୂଆ ପ୍ରେମିକା ନେଇ ଆସିଥିଲା ଅଭିଯୁକ୍ତ ।
ମୋଦି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି ସଂକଟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦେଶ ।
କେମିକାଲରେ ରକ୍ତଭିଜା ଚଟାଣର ଦାଗ ସଫା କରିଥିଲା ଅଭିଯୁକ୍ତ
ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା ।
ଜାତିସଂଘ ପକ୍ଷରୁ ଆକଳନ ରିପୋର୍ଟରେ ପ୍ରକାଶ, ନଭେମ୍ବର ୧୫ରେ ବିଶ୍ୱ ଜନସଂଖ୍ୟା ୮ଶହ କୋଟି ଟପିବ
କେମିତି କରିବେ ନେଟଫ୍ଲିକ୍ସ (Netflix) ଆକ୍ଟିଭେଟ୍ . . .ଜାଣି ନିଅନ୍ତୁ ଉପାୟ . .
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାସ୍ତାରେ କୁକୁର ମଳତ୍ୟାଗ କଲେ ତାକୁ ସଫା କରିବା ଦାୟିତ୍ୱ ବି କୁକୁର ମାଲିକଙ୍କର
ପୁଣି ଜଣେ ବୃଦ୍ଧ ସାଇବର ଠକେଇର ଶିକାର ହୋଇ ଅବସର ପରେ ମିଳିଥିବା ଜମାପୁଞ୍ଜି ହରାଇଛନ୍ତି ।
ଗତ ବର୍ଷକ ମଧ୍ୟରେ କମ୍ପାନୀ ଲାଭ କରିନଥିବା ସୂଚନା, ଛଟେଇ କର୍ମଚାରୀଙ୍କ ସଂଖ୍ୟା ମୋଟ ସଂଖ୍ୟାର ୧ ପ୍ରତିଶତ
ଇଣ୍ଡୋନେସିଆ ବାଲିରେ ୨ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit)
ଆଜିକାଲି ପ୍ରାୟ କ୍ଷେତ୍ରରେ ଅନ୍ଲାଇନ୍ ସାକ୍ଷାତକାର ଚାଲିଛି। ଏହା ଏକ ନୂଆ ଧାରା ହୋଇଥିବାରୁ ଅନେକ ଏଥିରେ ସହଜ ମନେକରନ୍ତି ନାହିଁ। ଆପଣ ଯଦି ଏମିତି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଆପଣଙ୍କ ପାଇଁ କେତେକ ଟିପ୍ସ।
ପୂର୍ବତନ ବିଶ୍ୱ ନମ୍ବର-୧ ଡବଲ୍ସ ତାରକା ସାନିଆ ମିର୍ଜା ତାଙ୍କ ନାମରେ ଅନେକ ଟାଇଟଲ୍ ଜିତିଛନ୍ତି। ତାଙ୍କ ନାମରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଅଛି। ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପରାସ୍ତ କରିଥିବା ଏହି ଟେନିସ୍ ସେନ୍ସେସ୍ ଅନେକ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି। ଆସନ୍ତୁ ଜାଣିବା…
ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।
ହତ୍ୟା ପରେ ୩୫ ଖଣ୍ଡ କରି ଫିଙ୍ଗିଦେଲା ବୟଫ୍ରେଣ୍ଡ । ଲିଭ୍ ଇନ୍ରେ ଥିବା ପ୍ରେମିକାକୁ ମାରି ୩୫ ଖଣ୍ଡ କଲା ବୟଫ୍ରେଣ୍ଡ ।
NALCO ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଖବର ଦେଖି ତୁରନ୍ତ ଆବେଦନ କରନ୍ତୁ।
ଜାନୁଆରୀ ୨୦୨୩ରେ ଏହି ମହଙ୍ଗା ଭତ୍ତା ଲାଗୁ ହୋଇପାରେ । କିନ୍ତୁ ଏନେଇ ମାର୍ଚ୍ଚ ମାସ ହୋଲି ସମୟରେ ଘୋଷଣା ହେବ ।
ଆନ୍ଦୋଳନକାରୀ ଓକିଲଙ୍କ ଆୟର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।