ଏହାର ଟେଷ୍ଟ ମଧ୍ୟ ଅବିକଳ ଚିକେନ୍ ସୌରମା ଭଳି ରହିବ ।
ବଲିଉଡ୍ ଅଭିନେତା ରଣବୀର କପୁର ଫିଲ୍ମ ‘ଆନିମଲ୍’କୁ ନେଇ ବ୍ୟସ୍ତ ଅଛନ୍ତି। ଏବେ ରଣବୀରଙ୍କ ଶୁଟିଂ ସେଟ୍ର ଲାଟେଷ୍ଟ ଫଟୋ ଭାଇରାଲ୍ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଅକଲଗୁଡ଼ୁମ ହୋଇଛି।
କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ଶରୀରରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି।
ଗରିବଙ୍କ ପାଇଁ ଖୋଲିଲା ୱାରେନ୍ ବଫେଟଙ୍କ ଖଜାନା ।
ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମୃତ୍ୟୁ ରହସ୍ୟ ଉପରୁ ଶେଷରେ ପରଦା ହଟିଛି। ଦିଶାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।
ନୂତନ ସେନା ମୁଖ୍ୟ (Syed Asim Munir)ଙ୍କ ନାମ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
୬୦ ଲକ୍ଷ ଟଙ୍କାର ଡ୍ରଗ୍ସ ଖାଇଗଲା ମୂଷା ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି କିଛି ଘଟିଥିବା ଏକ ରିପୋର୍ଟରେ ପୋଲିସ୍ କହିଛି।
ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୬୯୦ ଟଙ୍କା ରହିଛି ।
ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଦେବାକୁ ମନା କରିଦେଲେ ଏଲନ୍, ଟ୍ରାଭେଲ୍ ଭେଣ୍ଡରଙ୍କ ମୁଣ୍ଡରେ ଚଡ଼କ ।
ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ। ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ମର୍ଡର କେସ୍ ମନରୁ ନଲିଭୁଣୁ ସମାନ ଘଟଣା ଏବେ ସାମ୍ନାକୁ ଆସିଛି।
ବଲିଉଡ୍କୁ ଅନେକ ରୋମାଞ୍ଚକର କାହାଣୀ ଦେଇଥିବା ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ଙ୍କ ଜୀବନ ମଧ୍ୟ କୌଣସି ଫିଲ୍ମ ଠାରୁ କମ ନୁହେଁ। ତାଙ୍କ ଜୀବନକୁ ଆସିଛନ୍ତି ଦୁଇଟି ନାୟିକା ଆଉ ସେ ଆପଣେଇ ନେଇଛନ୍ତି ଉଭୟଙ୍କୁ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ନଜର ପକେଇନେବା ତାଙ୍କ ପ୍ରେମ କାହାଣୀର ଝଲକ ଉପରେ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଜଣେ ତାନ୍ତ୍ରିକକୁ ବିନା କାରଣରେ ବଦ୍ନାମ କରିଥିଲେ ପରକ୍ରିୟା ପ୍ରେମରେ ଲିପ୍ତ ଥିବା ଦୁଇ ପ୍ରେମୀ ଯୁଗଳ । ଆଉ ତାହାର ପ୍ରତିଶୋଧ ନେଲା ତାନ୍ତ୍ରିକ ।
ପୋଲିସ ତାର ରୁମ୍ରେ ରେଡ୍ କରିବା ପରେ ତାର ଲାପ୍ଟପ୍ ମଧ୍ୟ ଜବତ କରିଛି । ଯେଉଁଥିରେ ସେ ଅନେକ ଅଶ୍ଲିଳ ଭିଡିଓ ରଖିଥିଲା ।
ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ରେଳ ବିଭାଗ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୫୨୧ଟି ଖାଲି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
ଲୋକେ PF ଜମା ଯାଞ୍ଚ କରିବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରନ୍ତି। ବେଳେବେଳେ ସେମାନେ ମିସ୍ କଲ୍ କିମ୍ବା SMS ସେବା ମାଧ୍ୟମରେ PF ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରନ୍ତି। ତେବେ ଏ ସମୟରେ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ନଚେତ ଛୋଟ ଭୁଲ ବଡ କ୍ଷତିର କାରଣ ହୋଇପାରେ।
ମସ୍ତିଷ୍କର ଫ୍ରୋଣ୍ଟାଲ ଲୋବ୍ ଓ ବ୍ରେନ୍ ଷ୍ଟେମ୍ ଅଧିକ ପ୍ରଭାବିତ ହେବା ଆଶଙ୍କା
କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା। ଫଳରେ ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍ରେ ଲକ୍ଡାଉନ୍ କଟକଣା ଲାଗିଛି।
ବଲିଉଡ୍ ସୁପରଷ୍ଟାର୍ ଗୋବିନ୍ଦାଙ୍କ ପ୍ରତି ଭଲପାଇବା ଦେଖେଇ ପାଦ ଛୁଇଁଦେଲେ ପାକିସ୍ତାନୀ ଅଭିନେତା ଫହାଦ୍ ମୁସ୍ତାଫା। ଏହାକୁ ନାପସନ୍ଦ କରିଛନ୍ତି ମୌଳବାଦୀ ସଂପ୍ରଦାୟ। ଏଭଳି କାମ ପାଇଁ ତାଙ୍କୁ ବିରୋଧ କରୁଛନ୍ତି।
୨୦୨୦ରେ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ଅଫତାବ୍ ଧମକ ଦେଇଥିଲା। ଅଫତାବ୍ ତାଙ୍କୁ ଜୀବନରୁ ମାରିଦେବ ବୋଲି ଶ୍ରଦ୍ଧା ଆଶଙ୍କା କରି ୨୦୨୦ ମସିହା ନଭେମ୍ବର ୨୩ରେ ପୋଲିସ୍ରେ ଅଭିଯୋଗ କରିଥିଲେ।
ସାଜିଦ ଖାନ ଆଜି ବଲିଉଡ୍ର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ। ପିଲାଦିନେ ପରିସ୍ଥିତି ଏମିତି ହେଲା ଯେ ଚୋରି କରିବାକୁ ପଡୁଥିଲା। ପରେ ଦୁଷ୍କର୍ମ ମାମଲା ମଧ୍ୟ ଛନ୍ଦିହୋଇଗଲା। ତେବେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ଜୀବନର ସଂଘର୍ଷ ଏବଂ ବିବାଦ ଉପରେ ନଜର ପକେଇ ନେବା।
ସାନିଟାରୀ ପ୍ୟାଡରେ କେମିକାଲ ବ୍ୟବହାର ଯୋଗୁଁ ମହିଳାଙ୍କ ଠାରେ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ହେଉଥିବା ସୂଚନା ।