
ମହିଳା ଜଣକ ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୂ । ଖାଲି ସେତିକି ନୁହେଁ ତାଙ୍କର ଅନେକ ପରିଚୟ ରହିଛି । ସେ ଜଣେ ପ୍ରଖ୍ୟାତ ଲେଖିକା ।
ଆପଣ ଜାଣନ୍ତି କି, ପରୀକ୍ଷା ପୂର୍ବରୁ ଶୋଇବା ନିହାତି ଜରୁରୀ । କାରଣ ଭଲ ନିଦ ହେବା ଦ୍ୱାରା ଜଣେ ପରୀକ୍ଷାର୍ଥୀଙ୍କୁ ଅନେକ ଫାଇଦା ମିଳିଥାଏ ।
ସ୍ୱାମୀ କଲେ ଦୁଷ୍କର୍ମ, ଭିଡିଓ ରେକର୍ଡ କଲେ ସ୍ତ୍ରୀ। ୫ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଜଣେ ୨୦ ବର୍ଷୀୟ ଯୁବକଙ୍କୁ ୧୦୦ ଥର ଛୁରି ଭୁସି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇ ଯୁବକଙ୍କ ଶରୀରକୁ ଏକ ବୁଦା ଭିତରେ ଫିଙ୍ଗି ଦେଇ ଚାଲିଯାଇଥିଲା ।
ସୌଭାଗ୍ୟବଶତଃ ଅମନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।
ଏନେଇ ଇସ୍ରୋର ଚେୟାରମ୍ୟାନ୍ ସୂଚନା ଦେଇଛନ୍ତି । ଭାରତ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ବ୍ୟବସ୍ଥା କରାଯାଉଛି ।
ଗୁରୁ ନାଁରେ କଳଙ୍କ। ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଜଣେ ଶିକ୍ଷକ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .
ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।
ନୋଟିସ ସତ୍ତ୍ୱେ ଆଇପିଏସ୍ ଏନ୍.ବି. ଭାରତୀ କୌଣସି ଉତ୍ତର ଦେଉନାହାଁନ୍ତି ।
ମନସୁରପୁର ପୋଲିସ ଷ୍ଟେସନରେ ଏକ ଚୋର ପୋଲିସ ଆଗରେ ଆତ୍ମସମର୍ପଣ କରିଛି । ଯାହାର ସରେଣ୍ତର ଷ୍ଟାଇଲ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ସ୍ତ୍ରୀ, ଛୁଆକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ଏକ ଫ୍ଲାଟ୍ରୁ ୪୪ ବର୍ଷୀୟ ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଓ ୮ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି।
ବୋହୂକୁ ଚାକିରି କରିବା ପାଇଁ ପ୍ରେରଣା ଦେବା ବଦଳରେ ପ୍ରତିବାଦ କରି ମରଣାତ୍ମକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦିଲ୍ଲୀର ଜଣେ ବୟସ୍କ ଲୋକ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସମୁଦ୍ର ଭିତରେ ଭୂକମ୍ପ ହୋଇଥବାରୁ ଏବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି ହୋଇଛି ।
ଘରର ଆକୃତି ଏବଂ ଗୃହବାସୀଙ୍କ ବିଭିନ୍ନ ଆବଶ୍ୟକତାକୁ ନେଇ ଦ୍ୱାର କେତୋଟି ହେବ ତାହା ନିର୍ଣ୍ଣୟ କରାଯାଏ। ଏମିତି ବି ଘର କରାଯାଏ ଯେଉଁଠି ଗୋଟିଏ ମୁଖ୍ୟଦ୍ୱାର ରହିଥାଏ। ଏଥିରେ ତ୍ରୁଟି ହେଲେ ମିଳିଥାଏ ଏମିତି ଫଳ।
ବାରମତି ତହସିଲ ଅଧିନରେ ଥିବା ଏକ ଡ୍ରେନେଜ୍ କୂଅ ମଧ୍ୟରେ ପଶି ସଫେଇ କରିବା ସମୟରେ ଜଣକ ପରେ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିବା ସିହ ସମସ୍ତ ୪ଜଣଙ୍କ ମୃତଦେହ ଜବତ କରିଛି ।
ଭାରତର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ନିଜକୁ ସୁଦୃଢ଼ କରି ନେଇଛନ୍ତି।
ଚପଲକୁ ଏଭଳି ଭାବେ ତିଆରି କରାଯାଇଛି ଯେ, ବାହାରୁ ଦେଖିଲେ କାହାକୁ ଅନୁମାନ ବି ହୋଇପାରିବନି କି ଏଥିରେ ସୁନା ଅଛି ବୋଲି ।
ଟ୍ରାକ୍ଟରଟି ଏକ ଉଠାଣି ରାସ୍ତାରେ ଉଠିବାକୁ ଚେଷ୍ଟା କରୁଛି । ଟ୍ରାକ୍ଟରଟିକୁ ଚଳାଉଥିବା ଡ୍ରାଇଭର ଜଣକ ଧୀରେ ଧୀରେ ଟ୍ରାକ୍ଟରଟିକୁ ଉପରକୁ ଉଠାଉଛନ୍ତି ।
ମାୟାନଗରୀ ମୁମ୍ବାଇରେ ୨୫୨ କୋଟିରେ ତିନି ମହଲା କୋଠାର ଡିଲ୍ । ସ୍କୋୟାର ଫୁଟ୍ ପିଛା ମୂଲ୍ୟ ୧.୪ ଲକ୍ଷ ।
୨୦୦୮ ମସିହାରେ ବିଶ୍ୱର ଆର୍ଥିକ ସଙ୍କଟ ପରେ ଆମେରିକା ବ୍ୟାଙ୍କିଂ କ୍ଷେତ୍ରରେ ଏହା ଏକ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ପାଇଁ ଏକ ଖରାପ ଖବର ଆସିଛି ।
କିଛି ବର୍ଷ ପରେ ପୁଣି ଚର୍ଚ୍ଚାର ପରିସରକୁ ଫେରିଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳର ଆର୍ଟ ଗେଟ୍ । ୟେସ୍ ବ୍ୟାଙ୍କ ଘୋଟାଲାରେ ଗିରଫ ସିଇଓ ରାଣା କପୁର୍ ପଦ୍ମଭୂଷଣ ପୁରସ୍କାର ପାଇବାକୁ ଏକ ପେଣ୍ଟିଂ କିଣିବା ନାଁରେ ପ୍ରିୟଙ୍କା ଗାନ୍ଧିଙ୍କୁ ୨ କୋଟି ଟଙ୍କା ଦେଇଥିଲେ ବୋଲି ହୋଇଥିବା ଅଭିଯୋଗ, ଏବେ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ସ୍ଥାନ ପାଇଛି ।