ପରିଣୀତି ଚୋପ୍ରା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ରାଘବ ଏବଂ ପରିଣୀତି ଏହି ଦିନ ପରସ୍ପରଙ୍କୁ ମୁଦି ପିନ୍ଧେଇବେ। ଜାଣନ୍ତୁ କେବେ ହେବ ବିବାହ।
ଜଣେ ମନ୍ଦିର ପୁରୋହିତ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁରୋହିତଙ୍କ ନାଁ ରାମ ଶଙ୍କର ଦାସ । ତାଙ୍କ ବୟସ ୨୮ ବର୍ଷ ହୋଇଥିବାବେଳେ, ସେ ତାଙ୍କ ଆତ୍ମହତ୍ୟାର ଭିଡିଓ ଫେସବୁକରେ ଲାଇଭ୍ କରିଥିଲେ ।
ଏହି ଘଟଣାକୁ ନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଛି । ଟ୍ରେନ୍ ସୁରକ୍ଷାକୁ ଅଧିକ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।
ବଙ୍ଗୋପସାଗରରେ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
କର୍ଣ୍ଣାଟକ ରାଜନୀତି ପାଣିପାଗରେ ଏବେ ଉଷ୍ମତା ବଢିବାରେ ଲାଗିଛି। ବିଜେପି ପରେ କଂଗ୍ରେସ ତା’ର ଇସ୍ତାହାର ପ୍ରକାଶ କରିଛି। ଆଉ ଜନତାଙ୍କ ଆଗରେ ରଖିଛି ବଡ଼ ବଡ଼ ପ୍ରତିଶ୍ରୁତି
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି(Artificial intelligence-AI)ର ଗଡ୍ଫାଦର କୁହାଯାଉଥିବା ଜିଓଫ୍ରେ ହିଣ୍ଟନ(Geoffrey Hinton) ଟେକ୍ କମ୍ପାନୀ ଗୁଗଲ୍(Google)ରୁ ଇସ୍ତଫା ଦେଇଛନ୍ତି।
ରିଲିଜ ହେବା ଆଗରୁ ଭୀଷଣ ବିବାଦରେ ଛନ୍ଦି ହୋଇଯାଇଛି 'ଦି କେରଳ ଷ୍ଟୋରି' । କେରଳର ଶାସକ ଦଳ LDF ଓ ବିରୋଧୀ ଦଳ UDF ଏହି ଫିଲ୍ମକୁ ବ୍ୟାନ୍ କରାଯାଉ ଏବଂ ରିଲିଜ ହେବାକୁ ଦିଆନଯାଉ ବୋଲି ଦାବି କରିଛନ୍ତି।
ତିହାର ଜେଲ୍ରେ ଗ୍ୟାଙ୍ଗୱାର୍। ଏହି ଗ୍ୟାଙ୍ଗୱାର୍ରେ ଦିଲ୍ଲୀର ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆକୁ ହତ୍ୟା କରାଯାଇଛି।
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ହୋମ୍ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବଦଲା ନେଇଥିଲା ବାଙ୍ଗାଲୋର୍। ହେଲେ କାଲି ଏହି ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ମ୍ୟାଚ୍ ସରିବା ପରେ ଗମ୍ଭୀର ଓ କୋହଲି କଥା କଟାକଟି ହୋଇଥିଲେ।
ପୃଥିବୀରେ ଏମିତି ଏକ ଶୂନଶାନ ସ୍ଥାନ ରହିଛି ଯେଉଁ ସ୍ଥାନର ଚତୁଃପାର୍ଶ୍ୱରେ ପ୍ରଶାନ୍ତ ମହାସାଗର ଘେରି ରହିଛି । ଏହି ଜାଗାକୁ ପଏଣ୍ଟ ନିମୋ (Point Nemo) ବୋଲି କୁହାଯାଏ । ସବୁଠାରୁ ବଡ଼ କଥା ହେଉଛି, ଏହି ଜାଗାକୁ ବୈଜ୍ଞାନିକମାନେ ସନ୍ଧାନକରି ଏହାର ଠିକଣା ପାଇଥିଲେ ।
ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ ।
ଯୁବକଙ୍କ ବିବାହ ଏପ୍ରିଲ ୪ ତାରିଖ ରବିବାର ଦିନ ଧାର୍ଯ୍ୟ ହୋଇସାରିଥିଲା। କିନ୍ତୁ ଏହି ଦିନ ଥିଲା ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍'
ଯେଉଁ କାମ ପାଇଁ ପୂର୍ବରୂ ୧୦ ଜଣ ଲୋଡ଼ା ପଡ଼ୁଥିଲେ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ସେହି କାମକୁ ଦୁଇ ଜଣ ତୁଲାଇ ପାରିବେ । ତେଣୁ ଏଠାରେ ୮ ଜଣଙ୍କ ଚାକିରି ଯିବା ନିଶ୍ଚିତ ।
ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ବସ୍ ଭିତରେ ଥିବା ସେହି ଭଗବାନ କିଏ ? କେଉଁ ରୂପରେ ଆସିଥିଲେ ଭଗବାନ ? କେମିତି ବଞ୍ଚିଗଲା ସମସ୍ତଙ୍କ ଜୀବନ ?
ଆପଣ ଭାବୁଥିବେ ଏଭଳି କଡ଼ା ନିଷ୍ପତ୍ତି କାହିଁକି ନେଲେ ଆସାମ ସରକାର ? ଆହୁରି ମଧ୍ୟ ପ୍ରଶ୍ନ ଆସୁଥିବ କେଉଁ ୩୦୦ ପୋଲିସ ଅଫିସରଙ୍କୁ ସରକାର ଅବସର ନେବା ପାଇଁ କହିଛନ୍ତି ? କ’ଣ ସେମାନଙ୍କର ଭୁଲ ?
ଜୀବନରେ କାହାକୁ ହାତ ପତେଇ ନୁହେଁ, ସଂଘର୍ଷ ଓ ପରିଶ୍ରମ କରି ଆଗକୁ ଯିବାର ଯାହାଙ୍କ ଲକ୍ଷ୍ୟ ଥିଲା, ତାଙ୍କ ସ୍ୱପ୍ନ ଯେପରି ପାଣି ଫୋଟକା ପରି ଫାଟିଗଲା। ଜଣେ ୨୧ ବର୍ଷିୟ କଲେଜ ଛାତ୍ରଙ୍କ ଆଶାର କିରଣ ମୃତ୍ୟୁର ଆଁରେ ଲିଭିଗଲା।
ମା କାଳୀଙ୍କ ଆପତ୍ତିଜନକ ଫଟୋ ଟ୍ୱିଟ୍ କରି ଅଡ଼ୁଆରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ । ବିରୋଧ ପରେ ପୋଷ୍ଟ ହଟାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ ।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।
ପୂର୍ବରୁ ଛାଡପତ୍ର ମାମଲାରେ ଫାମିଲି କୋର୍ଟ ଯାଇ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା।
ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ଏହି ଖବର ଖୁସି ଦେବ। କାରଣ ଏମିତି ଅନେକ ବିଭାଗ ଅଛି ଯେଉଁଠି ବିନା ପରୀକ୍ଷାରେ ସରକାରୀ ଚାକିରି କରିବାର ସୁଯୋଗ ଅଛି। ଆସନ୍ତୁ ସେସବୁ ବିଭାଗ ଉପରେ ନଜର ପକେଇ ନେବା।
ପୁଣି ନୂଆ ନିୟମ ଆଣିଲେ ଏଲନ ମସ୍କ । ଫିଚର ଅପଡେଟ୍ ହେବା ନେଇ ଦେଲେ ସଙ୍କେତ । ନୂଆ ଫିଚରକୁ ନେଇ ମସ୍କ କହିଛନ୍ତି, ମିଡିଆ ଅର୍ଗାନାଇଜେସନ୍ ଓ ପବ୍ଲିକ୍ ଉଭୟଙ୍କ ଲାଗି ଏହା ବଡ଼ ବିଜୟ ହେବାକୁ ଯାଉଛି । ଟ୍ୱିଟରର ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍ କରି ଜଣାଇଛନ୍ତି କି, ସାରା ବିଶ୍ୱର କ୍ରିଏଟର୍ସ ଏବେ ସାଇନ୍ ଅପ୍ କରି ପାରିବେ ଏବଂ ଟ୍ବିଟରରେ ଆୟ କରିପାରିବେ...।
ଜାତୀୟ ସୁରକ୍ଷା ଆଇନକୁ ଅନୁକରଣ ନ କରି ଭାରତୀୟ ଆଇନ ବିରୋଧରେ ଯାଇ ଏସବୁ ଆପ କାମ କରୁଥିଲା । ପୂର୍ବରୁ ଟିକଟିକ୍ ସମେତ ୧୩୮ଟି ମୋବାଇଲ ମେସିଜିଂ ଆପକୁ କେନ୍ଦ୍ର ସରକାର ବ୍ୟାନ କରି ସାରିଛନ୍ତି।