• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ସୋମବାର ।ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୧୧ ଶୀ ରାତ୍ରି ୦୧.୦୩ ଗତେ ୧୨ଶୀ ।ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୯.୦୮ ପର୍ଯ୍ୟନ୍ତ

ଶୁଭ ସମୟ:

ଦିବା ୦୮.୪୧ ରୁ ୧୦.୨୫

ରାତ୍ରି ୦୯.୦୮ ରୁ ୧୦.୨୦

ରାତ୍ରି ୧୧.୪୨ ରୁ ୧୨.୦୫

ରାତ୍ରି ୦୧.୩୩ ରୁ ୦୩.୦୧

ରାତ୍ରି ୦୩.୪୬ ରୁ ୦୪.୩୦

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୬.୫୧ ରୁ ୦୮.୨୯

କାଳବେଳା – ପ୍ରାତଃ ୦୬.୫୧ ରୁ ୦୮.୨୯

ବାରବେଳା – ଦିବା ୦୨.୫୭ ରୁ ୦୪.୩୪

କାଳରାତ୍ରି – ରାତ୍ରି ୧୦.୨୦ ରୁ ୧୧.୪୨

OTV is now on Whatsapp

Join and get latest news update delivered to you via whatsapp

Join Now