ଆପଣମାନେ ବୋଧ ହୁଏ ଜାଣିନଥିବେ କି ଆମ ରୋଷେଇଘରେ ଏମିତି ଅନେକ ଖାଦ୍ୟ ସାମଗ୍ରୀ ରହିଛି, ଯାହା ଆମକୁ ଅନେକ ରୋଗରେ ବଞ୍ଚାଏ, ଯେପରିକି ଜିରା ।
ଆପଣ ବି ନନଷ୍ଟିକ୍ ପ୍ୟାନ୍ରେ ରୋଷେଇ କରୁଛନ୍ତି କି ? ପଢ଼ି ନିଅନ୍ତୁ ଏହି ଖବର . .
ଉପବାସ ପରମ୍ପରା ଆମ ସମାଜରେ ବହୁକାଳରୁ ରହିଆସିଛି। ଖାଲି ଆମ ସମାଜ କାହିଁକି ପ୍ରାୟ ସବୁ ସମାଜରେ ରହିଛି। ଉପବାସର କ’ଣ ଆମ ଶରୀର ଉପରେ ସତରେ କିଛି ପ୍ରଭାବ ରହିଛି? ଯଦି ରହିଛି ତେବେ ଭଲ ନା ଖରାପ? ଆସନ୍ତୁ ଜାଣିବା…
ଦେଶ ପାଇଁ କର୍କଟ ଏକ ବିପଦ ହୋଇ ଠିଆ ହୋଇଛି। ଏହା ଏମିତି ଏକ ଭୟଙ୍କର ରୋଗ, ଯାହା ସମସ୍ତଙ୍କ ମନରେ କୋକୁଆ ଭୟ ଖେଳାଇ ଦେଉଛି। କିନ୍ତୁ କିଛି ସଚେତନତା ଓ ଚିକିତ୍ସା ହିଁ ଏହାକୁ ରୋକିବାରେ ସଫଳ ହେବ। ତେବେ ଆଜି ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଆପଣ ଦୈନିକ ରାତିରେ ୬-୭ ଘଣ୍ଟାର ସୁଖନିଦ୍ରା ନେଉଛନ୍ତି ତ? ଆସନ୍ତୁ ଜାଣିବା ସୁଖନିଦ୍ରା ଆମ ଶରୀରରେ କ’ଣ ପ୍ରଭାବ ପକାଏ ଆଉ ନିଦ୍ରାରେ ବ୍ୟାଘାତ ଘଟିଲେ କ’ଣ ହୁଏ।
୪ ଲକ୍ଷ ଟଙ୍କା ଦେଇ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
କେଶ ଧୋଇବା ସମୟରେ ଷ୍ଟ୍ରୋକର ଶିକାର ହେଲେ ହାଇଦ୍ରାବାଦ୍ ମହିଳା, ଏହି ଘଟଣାକୁ ନେଇ ସତର୍କ କଲେ ସ୍ନାୟୁ ବିଶେଷଜ୍ଞ।
ଆପଣ ଡରୁଛନ୍ତି କି ? ତୁରନ୍ତ ଆପଣାନ୍ତୁ ଏହି ଥେରାପି . . କମ୍ପାନୀ ପକ୍ଷରୁ ଦାବି କରାଯାଇଛି, psychic therapy ଦ୍ୱାରା ଡରରୁ ମୁକ୍ତି ମିଳିବ ।
ଆଜିକାଲି ସ୍ତନ କର୍କଟରେ ଅଧିକାଂଶ ମହିଳା ପିଡୀତ ହେବା ଦେଖାଯାଏ। ଏହାର ବିଭିନ୍ନ କାରଣ ରହିଥିଲେ ମଧ୍ୟ କେତେକ ଦିଗକୁ ଦୃଷ୍ଟିଦେଲେ ଏହାକୁ ଏଡାଇଦିଆଯାଇ ପାରିବ। ଆସନ୍ତୁ ନଜର ପକେଇବା।
ଯେଉଁଠି ଡାକ୍ତର ଫେରାଇ ଦେଉଛି ରୋଗୀଙ୍କୁ, ସେଇଠି ଗୁଣିଆ କେମିତି କହୁଛି ଭଲ କରିଦେବ । ଆଉ ଆଜିକା ଦିନରେ ବି ଲୋକେ ଗୁଣିଆ କଥା କେମିତି ବିଶ୍ୱାସ କରୁଛନ୍ତି । କାରଣ ଆମକୁ ବି ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା ।
ପ୍ରିକସିଅସ୍ ପ୍ୟୁବର୍ଟିର ଅର୍ଥ ୮ ବର୍ଷ ବୟସ ସୁଦ୍ଧା ଯୌନ ପରିପକ୍ୱତା ହାସଲ କରିବା। ଯୌନ ପରିପକ୍ୱତାର ଅର୍ଥ ବ୍ରେଷ୍ଟ-ଡେଭଲପମେଣ୍ଟ୍, ଆକ୍ଜିଲା ଏବଂ ପ୍ୟୁବିକ୍ ଏରିଆରେ ହେୟାର ଗ୍ରୋଥ୍ ଏବଂ ଋତୁସ୍ରାବ। ଏହା ଅନେକ କାରଣ ପାଇଁ ଦେଖାଯାଏ। ଆସନ୍ତୁ ସବିଶେଷ ଜାଣିବା…
ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଲୋକେ ଅନେକ କିଛି ଆପଣେଇ ନେଉଛନ୍ତି। ଡାଏଟିସିଆନଙ୍କ ବିନା ପରାମର୍ଶରେ ଜିମ୍ ପ୍ରଶିକ୍ଷକଙ୍କ କହିବାନୁସାରେ ସେମାନେ ଯାଉଛନ୍ତି। ଆଧୁନିକ ଖାଦ୍ୟାଭ୍ୟାସକୁ ମାନି ଚଳିବାକୁ ଉଚିତ ମନେ କରୁଛନ୍ତି। ଏହା କେତେଦୂର ଠିକ୍ ଆସନ୍ତୁ ଜାଣିବା।
ଆଜି ବିଶ୍ୱ ପୋଲିଓ ଦିବସ। ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ WHO ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ମାନିବା ସହିତ ପ୍ରତ୍ୟେକ ବ୍ୟକ୍ତି ପୋଲିଓ ଦୂର କରିବାରେ ସାହାଯ୍ୟ କରିବା ଉଚିତ।
ମାନସିକ ଅଶାନ୍ତି ଖାଲି ମନ ଉପରେ ପ୍ରଭାବ ପକାଏ ନାହିଁ, ଏହା ହୃଦୟ ଉପରେ ବି ପ୍ରଭାବ ପକାଏ। ଏପରିକି ହାର୍ଟ ଫେଲ୍ୱରର ବି ସମ୍ଭାବନା ଥାଏ। ଜାଣନ୍ତୁ କ’ଣ କହୁଛି ନୂଆ ଅନୁସନ୍ଧାନ।
ସୁବର୍ଣ୍ଣପୁର ସଂସାମୁରାରେ ୧୦ ବର୍ଷ ହେଲାଣି କରୁଛନ୍ତି ସେବା
ଦୀପାବଳି ହସ ଖୁସିର ପର୍ବ ହୋଇଥିଲେ ବି କେତେକଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇଯାଏ। ବିଭିନ୍ନ ପ୍ରକାର ବାଣ ଫୁଟା ଯୋଗୁଁ ଅନେକଙ୍କ ଫୁସ୍ଫୁସ୍ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେବେ ଏହିସବୁ ସମସ୍ୟାକୁ ଏଡେଇବା ପାଇଁ କ’ଣ କରିବାକୁ ହେବ ଆସନ୍ତୁ ଜାଣିନେବା।
ସହଜ ହେଲା କ୍ୟାନସର୍ ପରୀକ୍ଷା , ଅଧିକ ଖର୍ଚ୍ଚାନ୍ତ ନହୋଇ ରୋଗ ହୋଇଛି ନା ନାହିଁ ଜାଣିହେବ ।
ଚିଲିକା ଅଞ୍ଚଳର ମଇଁଷୀ କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଆବଶ୍ୟକ ଅତି ଉପାଦେୟ ଉପାଦନ । ଏଠିକାର ମଇଁଷି କ୍ଷୀର ଓ ଦହିରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି ।
ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ ।
ଖାଦ୍ୟରେ ଅନୁୟମିତତା ଏବଂ ଆଧୁନିକ ଜୀବନଶୈଳା ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।
ଆର୍ଥ୍ରାଇଟିସ୍ ଏକ ସାଧାରଣ ଶବ୍ଦ ହୋଇଥିଲେ ହିଁ ୧୫୦ ପ୍ରକାର ଗୁଣ ରଖିଥାଏ । ମୁଖ୍ୟତଃ ଏହା ଆମ ଅସ୍ଥି, ମାଂଶପେଶୀ ଓ ଗଣ୍ଠିସ୍ଥାନକୁ ପ୍ରଭାବିତ କରିଥାଏ ।
ପ୍ରଶାସନ ବି ଡିଜିଟାଲ ଦୁନିଆ ସହ ପାଦ ମାଳାଇ ଚାଲୁଥିବା ଦେଖାଯାଇଛି ।
ଭାରତ ନିର୍ମିତ ଥଣ୍ଡା ଓ କାଶ ସିରପ୍ ନେଇଥିଲେ ମୃତ ଶିଶୁ, ଔଷଧ ସେବନ ପରେ କିଡନୀ ସମସ୍ୟା ହୋଇଥିଲା
ଏମିତି ଧାଇଁ ଧାଇଁ ମଣିଷ ଶେଷରେ ପାଏ କ’ଣ ? ଯେଉଁ ସୁଖର ସନ୍ଧାନରେ ଏମିତି ଅଣନିଃଶ୍ୱାସୀ ହୋଇ ଛଟପଟ ହେଉଥାଏ ସେ ସୁଖ କ’ଣ ସତରେ ମିଳେ ? ଯଦି ମିଳେନି ତେବେ ମଣିଷ କାହିଁକି ଏମିତି ଧାଏ ? ଯଦି ମିଳେନି ତେବେ କେତେଦିନ ଏମିତି ଧାଇଁବ ? କ’ଣ ଏହାର ସମାଧାନ ? ଏହାର ସମାଧାନ ପାଇଁ ଦରକାର ସୁସ୍ଥ ହୃଦୟଟିଏ। ମାନସିକ ଶାନ୍ତି ଟିକିଏ।
ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି ରୁଟିର ସ୍ୱପ୍ନ। କାରଣ ମାଟିରେ କାମ ନ କଲେ ପେଟକୁ ରୁଟି ମିଳିବନି।